Browsing Tag

bramhapur news

ଛତ୍ରପୁରଠାରେ ସମସ୍ତ ସ୍କୁଲକୁ ନେଇ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମ ଠାରେ ସମସ୍ତ ସ୍କୁଲକୁ ନେଇ ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀଙ୍କ
Read More...

ଛତ୍ରପୁର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତି ସମ୍ମିଳନୀଗୃହରେ ଏକ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା ଓ ସମଗ୍ର ଶିକ୍ଷା ଅଭିଯାନ, ବ୍ଲକ
Read More...

ବ୍ରହ୍ମପୁର ବିମାନବନ୍ଦର ପ୍ରତିଷ୍ଠା ପାଇଁ ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) ରାଜ୍ୟର ବୃହତ୍ତର ଜିଲ୍ଲା ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ବିକାଶ ଦିଗରେ ବିମାନ ବନ୍ଦର ପ୍ରତିଷ୍ଠାର ଆବଶ୍ୟକ‌ତା ଦର୍ଶାଇ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଆଜି ରାଜଭବନକୁ ଯାଇ ଓଡ଼ିଶା
Read More...

ନୂଆ ଚିପ୍ ତିଆରି କରି ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜ ଛାତ୍ରଛାତ୍ରୀ ଭାରତ ପାଇଁ ଗୌରବ ଆଣିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଶୀତଳାପଲ୍ଲୀଠାରେ ଅବସ୍ଥାପିତ ପାରଳା ମହାରାଜା ଇଞ୍ଜିନିୟରିଙ୍ଗ କଲେଜର ଛାତ୍ରମାନଙ୍କ କାରିଗରୀ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା କୌଶଳରେ ଏକ ଅଦ୍ଭୂତପୂର୍ବ କୃତ୍ତିତ୍ଵ ଆଣିଛନ୍ତି, ଯାହା ଏବେ ଭାରତବର୍ଷରେ ସୁନାମ ଅର୍ଜନ କରିଆସିଛନ୍ତି ।
Read More...

ପବିତ୍ର ଶୟନାଷ୍ଟମୀ ଅବସରରେ ମା’ ରାମଚଣ୍ଡୀ ପୀଠରେ ପାର୍ବଣ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟବର୍ତ୍ତୀ କରପଡା ପଞ୍ଚାୟତର ନିଳାଦ୍ରୀପୁର ଗ୍ରାମର ଧଡ଼ା ପାହାଡ଼ ଶୀର୍ଷରେ ବିରାଜମାନ କରିଥିବା ମା' ରାମଚଣ୍ଡୀ ମନ୍ଦିର ପୀଠରେ ପବିତ୍ର ଶୟନାଷ୍ଟମୀ ଅବସରରେ ମା' ଙ୍କ ଷୋଡଶ ଦିବସ ବ୍ୟାପୀ ପାର୍ବଣ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ
Read More...

ଉତ୍ସବମୁଖର ଭାବେ ରମ୍ଭା ଏନ୍ଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ନେଳିଆବନ୍ଧ ନିକଟସ୍ଥ କଲ୍ୟାଣ ମଣ୍ଡପ ସମ୍ମିଳନୀ ଗୃହରେ ଆନୁଷ୍ଠାନିକ ଭାବେ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ୟକ୍ଷା ମାନସୀ
Read More...

ଛତ୍ରପୁରକୁ ମୁନିସିପାଲିଟି ମାନ୍ୟତା ଘୋଷିତ ପରେ ଅଞ୍ଚଳରେ ଖୁସିର ମାହୋଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ମ୍ୟୁନିସପାଲିଟୀ ମାନ୍ୟତାପ୍ରାପ୍ତ ହୋଇଛି, ଏନେଇ ଛତ୍ରପୁରଠାରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଏକ ନିଆରା ଖୁସିର ଲହରୀ
Read More...

ରାମଚଣ୍ଡୀ ଟ୍ରଷ୍ଟ, ପୂଜା କମିଟୀ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ୱର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌର ପାଳିକା ଘୋଷିତ ହେବା ପରେ ଛତ୍ରପୁର ସହରବାସୀଙ୍କ ମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା । ଏଣେ ଚଳିତ ବର୍ଷର ଛତ୍ରପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ଅଖିଳ ଭାରତ ସ୍ଵାୟତ୍ତ ଶାସନ ଦିବସର ମୁଖ୍ୟକାର୍ଯ୍ୟକ୍ରମ ସାନ୍ଧ୍ୟ କାର୍ଯ୍ୟକ୍ରମ
Read More...

ରିକାପଲ୍ଲୀ ବୁଢ଼ୀ ଠାକୁରାଣୀ ମନ୍ଦିରର ନୂତନ ସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରିକାପଲ୍ଲୀ କଳ୍ପବାସିନୀପୀଠ ମନ୍ଦିରର ଆରାଧ୍ୟ ଦେବୀ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ନୂତନ ସିଂହ ବିଗ୍ରହ ଦ୍ୱୟ ଏବଂ ନବନିର୍ମିତ ନୂତନ ସୌନ୍ଦର୍ଯ୍ୟକରଣ କୋଠରୀ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏଥିରେ କର୍ମକାଣ୍ଡ
Read More...

ନୂଆଁଖାଇ ଅବସରରେ ମା’ ରାମଚଣ୍ଡୀଙ୍କ ପୀଠରେ ବିଶାଳ ସ୍ୱଚ୍ଛତା ଅଭିଯାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହର ଠାରୁ ମାତ୍ର ୭ କିମି ଦୂରରେ ଥିବା ଗଞ୍ଜାମ ବ୍ଳକ୍ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶୀର୍ଷ ଦେଶରେ ମା' ରାମଚଣ୍ଡୀ ଅବସ୍ଥାନ କରିଛନ୍ତି । ଏହି ପୀଠରେ ମାହାତ୍ମ୍ୟ କେଉଁ ଆବହମାନ କାଳରୁ
Read More...