Browsing Tag

bramhapur news

ଅନସ୍ଲୋ ହାଇସ୍କୁଲରେ ପଢିବା ଗଢିବା ଓଡିଶା ପ୍ରୋତ୍ସାହନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପି.ଏମଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢିବା ଗଢିବା ଓଡିଶା ଓ ପଠନ ପ୍ରୋତ୍ସାହନ ଦିବସ ପାଳନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କବି ରଞ୍ଜନ କୁମାର
Read More...

ଖୋର୍ଦ୍ଧାର ପାଇକ ଆଖଡ଼ା ନୃତ୍ୟ ଏବଂ ଲୋକକଳା ପରିବେଷଣରେ ମୁଗ୍ଧ ହେଲେ ବିଧାୟକ ରମେଶ ଜେନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂରରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକୀ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହ ବିଭିନ୍ନ ବର୍ଗର
Read More...

ତିନିଦିନିଆ ରାମଚଣ୍ଡୀ ମହୋତ୍ସବ ଉଦ୍‌ଘାଟିତ

ମା' ରାମଚଣ୍ଡୀ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ସହଯୋଗ କରାଯିବା : ଜିଲ୍ଲାପାଳ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଠାରେ ଅବସ୍ଥାପିତ ମା’ ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ
Read More...

ମହୁଡା ଭୈରବୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ଣପୁର ସନ୍ନିକଟ ମହୁଡାର ଭୈରବୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଧନୁ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ ତଥା
Read More...

ମାର୍ଚ୍ଚ ମାସ ସୁଦ୍ଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ସମାପ୍ତି କରିବାକୁ ମନ୍ତ୍ରୀଙ୍କ ତାଗିଦ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଏବଂ ଏହାର ସୀମାନ୍ତ ପୁରୀ ଜିଲ୍ଲାର ପାରିକୁଦ ଓ ମାଲୁଦ ଅଞ୍ଚଳରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ନେଇ ବହୁପ୍ରତିବନ୍ଧକ ଦେଖାଦେଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲା ଏବଂ ଏହାର ସୀମାନ୍ତବର୍ତ୍ତୀ ପୁରୀ ଜିଲ୍ଲାର ପାରିକୁଦ ଓ
Read More...

ଗଞ୍ଜାମ ସହରରେ ଠାକୁର ଅଭିରାମ ପରମହଂସଙ୍କ ସତସଙ୍ଗ ସମାରୋହ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତଙ୍କ ଗୋଷ୍ଠୀ ସତସଙ୍ଗ ସମାରୋହ ଗଞ୍ଜାମ ସହରରେ ଗତ ସୋମବାର ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଜାତୀୟ ରାଜପଥସ୍ଥ ଥାନା ପାର୍ଶ୍ଵସ୍ଥ ଅଞ୍ଚଳରେ ବେଣୁପାଣି, ଶୁକୁରିଆ ସ୍ୱାଇଁ ଓ
Read More...

ପୃଥିବୀର ଯେଉଁ କୋଣକୁ ଯାଆନ୍ତୁ ଗଞ୍ଜାମ ଜିଲ୍ଲାର ଲୋକ ନିଶ୍ଚୟ ପାଇବେ : ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାଏକ

ସୁନାପୁର ବେଳାଭୂମି ମହୋତ୍ସବର ଦ୍ଵିତୀୟ ଦିବସଜନତାଙ୍କୁ ବିଭୋର କଲେ ସୁଜ୍ଞାନୀ, ଶୈଳେନ୍ଦ୍ର-ସୋହାନୀ, ମହମ୍ମଦ ଅଲ୍ଲି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଉପକଣ୍ଠସ୍ଥ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାପୁର ବେଳାଭୂମି ମହୋତ୍ସବର ଦ୍ଵିତୀୟ
Read More...

ଅଷ୍ଟମ ବାଟାଲିୟାନ୍ ସିପାହୀ ସଂଘର ଦ୍ୱାଦଶତମ ବାର୍ଷିକ ଉତ୍ସବରେ ପ୍ରଜ୍ଞା ହୋତାଙ୍କ ଗୀତରେ ଝୁମିଲେ ଦର୍ଶକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଅଷ୍ଟମ ବାଟାଲିୟାନ୍ ହାବିଲଦାର, ସିପାହୀ ସଂଘର ଦ୍ୱାଦଶତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ସଂଘର ସମ୍ପାଦକ ଜଗନ୍ନାଥ ସେଠୀ ସଂପାଦକୀୟ ବିବରଣୀ ପାଠ କରିଥିଲେ
Read More...

୬ ତାରିଖରୁ ଆୟୋଜିତ ହେବ ତିନିଦିନିଆ ରାମଚଣ୍ଡୀ ମହୋତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ । ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ପାଇଁ ଉଦ୍ୟକ୍ତାଗଣ ବ୍ୟାପକ ପ୍ରସ୍ତୁତି ଚଲାଇଛନ୍ତି । ମନ୍ଦିର
Read More...

ବିଶ୍ଵ କର୍କଟ ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶବାସୀଙ୍କୁ ଆହ୍ୱାନ :
“ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) ବିଶ୍ୱ କର୍କଟ ଦିବସ ଅବସରରେ "ମିଳିମିଶି ସଚେତନ କଲେ, କର୍କଟ ମୁକ୍ତ ଭାରତ ଗଠନ ସମ୍ଭବ" । ଏହି ବାର୍ତ୍ତା ଦେଶବାସୀଙ୍କୁ ଆହ୍ୱାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ବ୍ରହ୍ମପୁର ନିକଟସ୍ଥ ସିତଲାପଲି ସ୍ଥିତ ସମ୍ ହସ୍ପିଟାଲ
Read More...