ଖଲ୍ଲିକୋଟ ହିଂସାକାଣ୍ଡ : ଦିଲ୍ଲୀପ ହତ୍ୟା ଘଟଣାରେ ଖଲ୍ଲିକୋଟ ହିଂସାକାଣ୍ଡ ଆଉ ତିନିଜଣ ଗିରଫ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ୧୫ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧିନରେ ଘଟିଥିବା କେଶ୍ ନମ୍ୱର ୪୧୪/୨୪ ଯାହା ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ପୂର୍ବରୁ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏବେ ଆଉ ୩ ଜଣ ଅଭିଯୁକ୍ତଙ୍କୁ!-->…
Read More...
Read More...