Browsing Tag

bramhapur news

ରକ୍ତ ଅଭାବରେ କାହାର ମୃତ୍ୟୁବରଣ ନହେଉ : ଏହି କ୍ରମେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରକ୍ତ ଅଭାବରେ କାହାର ମୃତ୍ୟୁବରଣ ନହେଉ । ଏହି କ୍ରମେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଆସି ରାଜ୍ୟରେ ଏକ ଚର୍ଚ୍ଚିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ମ୍ୟାଗା କ୍ୟାମ୍ପର ଆୟୋଜନ
Read More...

ସୁନ୍ଦରପଦାରେ ଅବସ୍ଥାପିତ ପତିତପାବନ ଦେବଙ୍କ ହାତୀବେଶ ଦର୍ଶନ ଏକ ନିଆରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁରୁଣା ଭୁବନେଶ୍ୱର ସ୍ଥିତ ସୁନ୍ଦରପଦାରେ ଅବସ୍ଥାପିତ ପତିତପାବନ ଦେବଙ୍କ ହାତୀବେଶ ଦର୍ଶନ ଏକ ନିଆରା ପରମ୍ପରା ଅଟେ । ପ୍ରତିବର୍ଷ ଆୟୋଜିତ ହେଉଥିବା ଏଠାରେ ଦେବସ୍ନାନ ପୂର୍ଣ୍ଣମୀ ଓ ହାତୀବେଶ ଦର୍ଶନ ପରମ୍ପରା ଏକ ପ୍ରାଚୀନ ଶାସ୍ତ୍ର ମତରେ
Read More...

ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବନିର୍ବାଚିତ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ଛତ୍ରପୁର ପ୍ରେସ କ୍ଲବକୁ ସ୍ୱାଗତ କରାଯିବା ସହ ଶୁକ୍ରବାର ସନ୍ଧ୍ୟା ଏକ ଅନ୍ତରଙ୍ଗ ମୂହର୍ତ୍ତରେ କ୍ଲବ ପରିସରରେ ଭବ୍ୟ-ସମ୍ବର୍ଦ୍ଧନା କରାଯାଇଛି । ଛତ୍ରପୁର ପ୍ରେସ କ୍ଲବ ଗୃହରେ
Read More...

ଭଞ୍ଜନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭଞ୍ଜନଗରସ୍ଥ ବେଲେଶ୍ୱର ଶୈବ ପୀଠରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ପୌରପାଳିକାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ରୁପେ
Read More...

ଗଞ୍ଜାମ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଛତ୍ରପୁର ଠାରେ ପାଳିତ

ଯୋଗ ଏକ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକତା ଭାବରେ ଅନେକ ଲାଭପ୍ରଦ ହୋଇଥାଏ - ସାଂସଦ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିରର ଶିଶୁ ଓ ଆଚାର୍ଯ୍ୟ, ଅଚାର୍ଯ୍ୟାଗଣ ସାମୂହିକ ଯୋଗ କ୍ରିୟା କରି ଯୋଗର ମହତ୍ତ୍ୱକୁ ଉପଲବ୍ଧି କରିଥିଲେ । ବର୍ତ୍ତମାନ
Read More...

ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ…

ସମ୍ବର୍ଦ୍ଧିତ ହେଲେ ବ୍ରହ୍ମପୁର ମହାନଗରର ୫ ଲେଖିକା ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହ ପରିସରରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୬ତମ ଜନ୍ମଦିନ ପାଳନ ସହ
Read More...

୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସମୁଦ୍ରରେ ବୁଡ଼ି ନିଖୋଜ ଯୁବକର ପତ୍ତା ମିଳୁନାହିଁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଛତ୍ରପୁର ନିକଟସ୍ଥ ବୁଧବାର ସନ୍ଧ୍ୟାରେ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକ ବୁଡି ଯାଇଛି । ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସମୁଦ୍ରରେ ବୁଡ଼ି ନିଖୋଜ ଯୁବକଙ୍କ ପତ୍ତା ମିଳୁନାହିଁ । ସମୁଦ୍ର କୂଳବର୍ତ୍ତୀ
Read More...

ମିଡିଆ ଟାଇକୁନ ସ୍ୱର୍ଗତ ରାମୋଜି ରାଓଙ୍କୁ ଭାରତରତ୍ନ ପ୍ରଦାନ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦେଶର ମିଡିଆ ଟାଇକୁନ ଭାବରେ ସୁପରିଚିତ ପଦ୍ମବିଭୂଷଣ ସ୍ୱର୍ଗତ ରାମୋଜୀ ରାଓଙ୍କୁ ଦେଶର ଭାରତରତ୍ନ ପ୍ରଦାନ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ । ସିନେମା ଠାରୁ ଆରମ୍ଭ କରି ପର୍ଯ୍ୟଟନ ଏବଂ ଛାପା ଗଣମାଧ୍ୟମ ଠାରୁ ଓ ଡିଜିଟାଲ ଭଳି ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ
Read More...

ଛତ୍ରପୁର ପ୍ରେସ କ୍ଲବ୍ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବନିର୍ବାଚିତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଆମନ୍ତ୍ରଣ କରି ଛତ୍ରପୁର ପ୍ରେସ କ୍ଲବ ପରିସରରେ କ୍ଲବ୍ ତରଫରୁ ସମୂହ ଶୁଭେଚ୍ଛା ଜଣାଇ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରେସ କ୍ଲବ ସଭାପତି ରବିନ୍ଦ୍ର ନାଥ ପଣ୍ଡା,
Read More...