Browsing Tag

bramhapur news

ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ଗ୍ରାମପଞ୍ଚାୟତକୁ ଏଚ୍. ଆଇ. ଭି. ଏଡ଼ସ୍‌ ମୁକ୍ତ ଘୋଷଣା ନିମନ୍ତେ ସ୍ଵତନ୍ତ୍ର ଅଭିଯାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଗଞ୍ଜାମ ଓ ଓଡିଶା ରାଜ୍ୟ ଏଡ଼ସ୍‌ ନିୟନ୍ତ୍ରଣ ସମିତି ଭୁବନେଶ୍ୱରର ମିଳିତ ଉଦ୍ୟମରେ ଖଲ୍ଲିକୋଟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ତା ୧୨.୦୮.୨୦୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାକୁ
Read More...

ଗଞ୍ଜାମ ସହରରେ ବଚପନ୍ ସ୍କୁଲ ଶାଖା ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରରେ ଆନ୍ତର୍ଜାତୀୟ ସ୍ତରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବଚପନ୍ ସ୍କୁଲ ଶାଖା ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେଇଯାଇଛି । ଏହି ଆନୁଷ୍ଠାନିକ ଉଦ୍‌ଘାଟନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,
Read More...

ପାଣ୍ଡିଆନ୍‌ଙ୍କ ବିରୋଧରେ ହେବ ଏଫ୍‌ଆଇଆର୍‌

ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ।ପାଣ୍ଡିଆନ୍‌ବାବୁଙ୍କ ହେଲିକ୍ୟାପ୍ଟରରେ ଉଡିବାରେ ପ୍ରାୟ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପାଣ୍ଡିଆନ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ହେବ ବୋଲି ଜଣାଯାଇଛି । ପାଣ୍ଡିଆନବାବୁ ହେଲିକପ୍ଟରରେ ଉଡିବା ମାମଲାର
Read More...

ଡି. ଏ. ଏ. ଆଇ. ଇନ୍‌ଭେଷ୍ଟମେଣ୍ଟ ଗୃପ ଠକେଇ ମାମଲାରେ ବ୍ରହ୍ମପୁରସହରର ୨ ଜଣ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡି. ଏ. ଏ. ଆଇ. ଇନ୍‌ଭେଷ୍ଟମେଣ୍ଟ ଓ ଗୃପ ନାମକ ଏକ ଅନ୍‌ଲାଇନ୍‌ ଆପ୍ଲିକେସନ୍‌ରେ ଟଙ୍କା ଜମା କଲେ ଡବଲ୍‌ ହୋଇଯିବା ପ୍ରତିଶ୍ରୁତି ଦେଇ ଗ୍ରାହକଙ୍କୁ ପ୍ରଲୋଭିତ କରାଇ ଜଣେ ବ୍ୟକ୍ତିଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଠକେଇ ହୋଇଥିବା ନେଇ
Read More...

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବିଡିଓଙ୍କ ଫୋନ୍‌ ନମ୍ବର ହ୍ୟାକ୍‌

ପିଏମ୍‌ କିଷାନ ଆପ୍‌ ଇନ୍‌ଷ୍ଟଲ କରିବାକୁ ହ୍ୟାକର୍‌ କରୁଛନ୍ତି ନିବେଦନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ମୋବାଇଲ ନଂ ୯୪୩୮୩୫୪୫୬୬କୁ କୌଣସି ହ୍ୟାକର୍‌ ହ୍ୟାକ୍‌ କରିନେଇଛନ୍ତି ବୋଲି ଅଭିଯୋଗ
Read More...

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାମାନ ସମ୍ପନ୍ନ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ବ୍ରହ୍ମପୁର ମହାନଗର ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପାଣ୍ଡିଆନ୍‌ ବାବୁଙ୍କ ହେଲିକ୍ୟାପ୍ଟରରେ ବୁଲିବା ଖର୍ଚ୍ଚର ହେବ ତଦନ୍ତ : ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦୨୪ ସାଧାରଣ ନିର୍ବାଚନ ପ୍ରଚାରରେ ଏବଂ ତାହାର ଅନେକଗୁଡ଼ିଏ ଦିନ ପୂର୍ବରୁ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ପାଣ୍ଡିଆନ୍‌ ବାବୁ ଅନେକ ଥର ହେଲିକ୍ୟାପ୍ଟରେ ଗସ୍ତ କରିଥିଲେ । ଏହାକୁ ନେଇ
Read More...

ଆଇ. ଆର୍‌. ଇ. ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ଆନ୍ଦୋଳନ ସ୍ଥଗିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇ. ଆର୍‌. ଇ. ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ସପରିବାର ସହ ପ୍ରତିଷ୍ଠାନର ପ୍ରଶାସନିକ ଭବନ ଆଗରେ ଦିଆଯାଇଥିବା ଆନ୍ଦୋଳନ ଅବ୍ୟାହତ ରଖିଥିବା ବେଳେ ଶୁକ୍ରବାର ଦିନ ସଂଧ୍ୟାରେ ଆନ୍ଦୋଳନ ସ୍ଥଗିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ' ଶୁକ୍ରବାର
Read More...

ଜାତୀୟ ସେବା ଯୋଜନା ଅଧିନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଫେଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ସେବା ଯୋଜନା ଅଧିନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଏକ ଫେଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ସ୍ନାତକୋତ୍ତର ପରିଷଦ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ
Read More...

ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କ ଘରେ ଘରେ ତ୍ରିରଙ୍ଗା ଝଣ୍ଡା ଲାଗିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସହରାଞ୍ଚଳରେ ପାଳିତ ହେବ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନିର୍ଦ୍ଦେଶ ମୁତାବକ ଭାରତର ସମସ୍ତ ସ୍ଥାନରେ ଆଜାଦ୍ କା
Read More...