Browsing Tag

bramhapur news

ଛତ୍ରପୁର ଏନ୍.ଏ.ସି.ର ୩ ନମ୍ୱର ୱାର୍ଡ଼ କାଉନସିଲରଙ୍କ ସ୍ଵାମୀଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍.ଏ.ସି.ର ୩ ନମ୍ୱର ୱାର୍ଡ଼ କାଉନସିଲର ମାମା ସେଠୀଙ୍କ ସ୍ଵାମୀ ରଘୁନାଥ ବେହେରା (୩୨)ଙ୍କ ଆଜି ମଧ୍ୟାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ହୋଇଯାଇଛି । ଗତ ୫/୬, ଦିନ ହେଲା ଶାରୀରିକ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱର ସୋମ୍
Read More...

ଛତ୍ରପୁର ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟ ଜାଭିୟର୍ସ ପବ୍ଲିକ୍ ସ୍କୁଲ ସଫଳତା ହାସଲ କରିଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ
Read More...

ବିଜୟନଗରମ୍ ରେଳଧାରଣାରେ ମୃତ ଛତ୍ରପୁର ଯୁବକ ବୋଲି ଚିହ୍ନଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗୀ ଗ୍ରାମ ପଞ୍ଚାୟତର ରାଜନାପଲ୍ଲୀ ଗ୍ରାମର ହରିଚନ୍ଦ୍ର ପଢ଼ିଆରୀଙ୍କ ପୁଅ ସନ୍ତୋଷ ପଢ଼ିଆରୀ ଗତ ୪ମାସ ହେଲା କଳାହାଣ୍ଡି ଜିଲ୍ଲାର ଜୁନାଗଡର ଏକ ଜଳଖିଆ ହୋଟେଲରେ ସପ୍ଲାଏର୍‌ ଭାବେ ଦିନ ମଜୁରିଆ ଭାବେ କାର୍ଯ୍ୟ
Read More...

ଆର୍ଜିପଲ୍ଲୀ ହାଇସ୍କୁଲ କୋଠା ଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆର୍ଜିପଲ୍ଲୀ ମେରାଇନ୍ ଥାନା ଅନ୍ତର୍ଗତ ସାନ-ଆର୍ଜିପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ଉକ୍ତ ଗ୍ରାମର ଭେଷଜ କୁମାର ନାୟକ (ସିମାଞ୍ଚଳ) (୨୧)ର ଗତକାଲି ରାତିରେ ଆର୍ଜିପଲ୍ଲୀ ହାଇସ୍କୁଲ ଛାତରୁ ପଡ଼ି ମୃତ୍ୟୁ
Read More...

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ସଂଗଠନ ତରଫରୁ ହର୍ଷ ଉଲ୍ଲାସର ସହ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସଂଯୋଜକ ତଥା
Read More...

ଡାକ୍ତରୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରି ଛତ୍ରପୁର ଡ଼ାକ୍ତରଙ୍କ କଳାବ୍ୟାଜ୍ ପରିଧାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ରାଜ୍ୟ କଲିକତାର ଆର.ଜି.କର ମେଡ଼ିକାଲ କଲେଜ ପରିସରରେ ମେଡ଼ିକାଲରେ ଟ୍ରେନିଂ ଡାକ୍ତରୀ ମହିଳାଙ୍କୁ କାର୍ଯ୍ୟରତ ଅବସ୍ଥାରେ ବଳାତ୍କାର ପରେ ହତ୍ୟା କରାଯାଇଛି । ଏହି ଘଟଣାକୁ ସାରା ଦେଶରେ ଡାକ୍ତରୀ ସଂଘ ପକ୍ଷରୁ
Read More...

ବ୍ରହ୍ମପୁରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ସ୍ଥଳ ବ୍ରହ୍ମପୁର ମହାନଗରରେ ଉପଖଣ୍ଡସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ସମାରୋହ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶ ମଧ୍ୟରେ ପାଳିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ପଡିଆ ଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡରେ ଗଞ୍ଜାମ
Read More...

କ୍ଷେତ୍ରମୋହନ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ୭୮ତମ ସ୍ୱାଧିନତା ଦିବସ ଓ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ୭୮ତମ ସ୍ୱାଧିନତା ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଡ଼ଃ ସୁଶାନ୍ତ କୁମାର ମିଶ୍ର ପତକା ଉତ୍ତୋଳନ କରିଥିଲେ ।
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବଜେଟ୍‌ ୨୦୨୪-୨୫ ସଂପର୍କିତ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଦେଶ ତଥା ରାଜ୍ୟ ବଜେଟ୍‌ ସଂପର୍କିତ ଉପସ୍ଥାପନା ‘ଆନାଲିସିସ୍‌ ଅଫ୍‌ ବଜେଟ୍‌ ୨୦୨୪-୨୫’ ବିଷୟରେ ଏକ ଆଲୋଚନାଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କମାର
Read More...

ଭାଟକୁମୁରଢ଼ା ‘ପ୍ରୟାସ’ ଟ୍ରେନିଙ୍ଗ ସେଣ୍ଟରରେ ସ୍ଵାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଭାଟକୁମୁରଢ଼ା ଗ୍ରାମର ବ୍ଲାକ ପେନ୍ଥର ସ୍କିଲସ୍ ଟ୍ରେନର ଦ୍ୱାରା ପରିଚାଳିତ 'ପ୍ରୟାସ' ଟ୍ରେନିଙ୍ଗ ସେଣ୍ଟରରେ ୭୮ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସେଣ୍ଟର ମୁଖ୍ୟ ବୀର କିଶୋର
Read More...