Browsing Tag

bramhapur news

ଦୁର୍ନୀତି, ଭ୍ରଷ୍ଟାଚାର, ମଦ ମୃତ୍ୟୁ ବିରୋଧରେ ଛତ୍ରପୁର ସହରରେ ଫର୍‌ୱାର୍ଡ଼ ବ୍ଲକର ଜନ ସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତାର ସାତ ଦଶନ୍ଧୀ ପରେ ମଧ୍ୟ ଦେଶର ସାଧାରଣ ଜନତା ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଜମି, ଖାଦ୍ୟ, ବାସଗୃହ ଭଳି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଏବେ ବି ସଂଘର୍ଷରତ । ଦେଶର କୃଷକ ତଥା ଚାଷୀ ସମାଜ ନିଜର ଝାଳ ବୁହା କଷ୍ଟ-ଉପାର୍ଜିତ
Read More...

ହୁମୁରି ତାମ୍ପରା ଉପରେ ନିର୍ଭରଶୀଳ ତିଅର ମତ୍ସ୍ୟଜୀବିଙ୍କୁ ଆଇ.ଆର.ଇ.ଏଲ ପକ୍ଷରୁ ପ୍ରୋତ୍ସାହନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହୁମୁରି ତାମ୍ପରା ହ୍ରଦ ହେଉଛି, ଛତ୍ରପୁର ବ୍ଲକର ଏକ ବିରାଟ ଜଳାଶୟ । ପ୍ରକୃତିର ଏହି ଅନବୈଦ୍ୟ ଜଳାଶୟରେ ପ୍ରାୟ ୩ ଶହ ମତ୍ସ୍ୟଜୀବି ପରିବାର ଏଥିରେ ମତ୍ସ୍ୟ ଚାଷ କରି ଜୀବିକା ନିର୍ବାହ କରି ଚଳିଆସୁଛନ୍ତି । ବହୁ ଘାତ ପ୍ରତିଘାତ ମଧ୍ୟରେ ଜୀବିକା
Read More...

ଗଞ୍ଜାମ ସହରର ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଞ୍ଜାମ ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଇଯାଇଛି । ପୂର୍ବାହ୍ନରେ କାର୍ଯ୍ୟାଳୟଠାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାଢୀଙ୍କ ଦ୍ୱାରା ଆନୁଷ୍ଠାନିକ
Read More...

ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଇଯାଇଛି । ପୂର୍ବାହ୍ନରେ କର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ, ପ୍ରଭାତ ଫେରି ସମ୍ପାଦିତ ହୋଇଥିବା ବେଳେ ସନ୍ଧ୍ୟା ୬ ଘଣ୍ଟା
Read More...

ଦିନରେ ରୋଷେୟା ରାତିରେ ଚୋର

ବ୍ରହ୍ମପୁର : ଦିନରେ ରୋଷେଇୟା ରାତିରେ ଚୋର । ଦିନରେ ଘର ଘର ବୁଲି ରୋଷେଇ କରୁଥିବା ବେଳେ ରାତିରେ ଘରେ କଳାକନା ବୁଲାଉଥିଲେ । ଏଭଳି ଘର ଘର ବୁଲି କଳାକନା ବୁଲାଉଥିବା ଏକ ଚୋର ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସ ।
Read More...

ଭିଜିଲାନ୍ସ ଜାଲରେ ଛତ୍ରପୁର ବିଇଓ

ବ୍ରହ୍ମପୁର ମହାନଗର ନିଗମରେ ୨ଟି ଇନ୍ଦ୍ରମହଲ କୋଠା, ସଞ୍ଚୟ କରିଥିବା ଗଦା ଗଦା, ବିଡା ବିଡା ନୋଟ୍ ଜବତଛତ୍ରପୁର ବିଇଓ ଅଫିସ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭିଜିଲାନ୍ସ ଜାଲରେ ପଡିଗଲେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ । ସେ ପୁଣି ଆୟ ବର୍ହିଭୂତ
Read More...

ଓଡ଼ିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି ପକ୍ଷରୁ ଏଡସ୍‌ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି ପକ୍ଷରୁ ଏଡସ୍‌ ରୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଏଥି ନିମନ୍ତେ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ପ୍ରକାର ସାମାଜିକ ଗଣମାଧ୍ୟମ ଠାରୁ ବିଦ୍ୟାଳୟ
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ୧୦୬ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମର ଅନ୍ୟତମ ବରପୁତ୍ର, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଆସ୍କା ରୋଡ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌରପାଳିକା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗଞ୍ଜାମ ବିକାଶ ମଞ୍ଚ ତରଫରୁ ପାଳନ
Read More...

ବ୍ରହ୍ମପୁର ଡାକମଣ୍ଡଳର ୭୭ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ୧ ଅଗଷ୍ଟ ୧୯୪୮ ମସିହାରେ ବ୍ରହ୍ମପୁର ଡାକ-ମଣ୍ଡଳ ପ୍ରତିଷ୍ଠା ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ଡାକମଣ୍ଡଳର ୭୭ତମ ପ୍ରତିଷ୍ଠା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ବ୍ରହ୍ମପୁର ମୁଖ୍ୟ ଡାକ-ଘରର
Read More...

ଛତ୍ରପୁର ସହରର ଐତିହାସିକ ନନ୍ଦଉତ୍ସବ ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି । ମଥୁରାରୁ ଯାଇ ଗୋପପୁରରେ ପହଞ୍ଚିଛନ୍ତି କଳା କହ୍ନେଇ । ସେଠାରେ ନାଭିକଟା ନୀତି ସମ୍ପନ୍ନ ହୋଇଥାଏ । ତେବେ ତହିଁଆର ଦିନ ନନ୍ଦଉତ୍ସବ ପାଳିତ
Read More...