Browsing Tag

bramhapur news

ପାଣିରେ ବୁଡ଼ି ଭାସିଯାଇଥିବା ନିଖୋଜ ଯୁବକଙ୍କ ଶବ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ତରେଇ-ପାଟପୁର ଗ୍ରାମର ଯୁବକ ଜି. ୱେଙ୍କଟ୍ ରାଓଙ୍କ ନିଖୋଜ ଘଟଣା ଚାରିଆଡ଼େ ଅନେକ ଗୁଜବ ସହ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ସେ ପାଣିରେ ବୁଡ଼ି ଭାସିଯାଇଥିବା କୁହାଯାଉଥିଲା । ନିଖୋଜ ଯୁବକଙ୍କୁ ଋଷିକୁଲ୍ୟା ଘାଟ ଛତ୍ରପୁର
Read More...

ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ପାଳନ ଅବସରରେ “ସମ୍ମାନ ଓ ବିଚାର ବିନିମୟ କାର୍ଯ୍ୟକ୍ରମ” ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମାଜକୁ ବରିଷ୍ଠ ନାଗରିକମାନଙ୍କର ଅବଦାନକୁ ସ୍ୱୀକାର କରି ସେମାନଙ୍କ ପ୍ରତି ସମାଜର ଆନୁଗତ୍ୟ ପ୍ରକାଶ କରିବା ଉଦ୍ଦେଶ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଅପରାହ୍ନରେ
Read More...

ଛତ୍ରପୁର ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦୨୫-୨୬ ଶିକ୍ଷାବର୍ଷ ଅବସରରେ ପି.ଏମ.ଶ୍ରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଅନ୍ତଃ-ହାଉସ ପୁରସ୍କାର ବିତରଣ ଉତ୍ସବ ସହ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଛତ୍ରପୁର ବିଜ୍ଞାନ
Read More...

ସାହିତ୍ୟିକା ତଥା ଗୀତିକାର ଦେବେନ୍ଦ୍ର ଦାସ ଓ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଇତିମଧ୍ୟରେ ସ୍ୱନାମଧନ୍ୟ ଗୀତିକାର ତଥା ସାହିତ୍ୟିକ ଦେବେନ୍ଦ୍ର ପ୍ରସାଦ ଦାସ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ବିୟୋଗରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକସଭା ମଙ୍ଗଳବାର ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ହସ୍ପିଟାଲ୍‌ରୁ ଜେଲ୍‌କୁ ଫେରିଲେ ବିକ୍ରମ ପଣ୍ଡା

ବ୍ରହ୍ମପୁର : ଏମକେସିଜି ମେଡିକାଲରୁ ପୁଣି ବ୍ରହ୍ମପୁର ଜେଲ୍‌କୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍ ସ୍ଥାନାନ୍ତର କରାଯାଇଛି । ୫ ଦିନ ହେଲା ଏମକେସିଜିରେ ଭର୍ତ୍ତି ହୋଇଥିଲେ । ବିକ୍ରମଙ୍କ ଗଲ୍ ବ୍ଲାଡର ଷ୍ଟୋନ, ପାଇଲ୍ସ,
Read More...

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ପର୍ଶ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି କାର୍ଯ୍ୟକ୍ରମ ଜରିଆରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ
Read More...

ଛତ୍ରପୁରର ସମସ୍ତ ଶୈବପୀଠମାନଙ୍କରେ ଜାଗର ମେଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ସମସ୍ତ ଶୈବପୀଠମାନଙ୍କରେ ବିଶେଷ କରି ସନ୍ଧ୍ୟା ସମୟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ଭିଡ଼ ଜମିବାର ଦେଖିବାକୁ ମିଳିଥିଲା । ପବିତ୍ର ମହାଶିବରାତ୍ରି ଅବସରରେ ଛତ୍ରପୁରର ସମସ୍ତ ଦେବାଳୟ ମାନଙ୍କରେ
Read More...

ବିଜେଡ଼ିଗଡ଼ରେ ବିଜେପିର ବର୍ଣ୍ଣାଢ଼୍ୟ ସମାବେଶ : ବହୁ ବରିଷ୍ଠ ନେତ୍ତୃବର୍ଗ ବିଜେପିରେ ସାମିଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦବଦବା ରହିଆସିଥିବା ବିଜେଡ଼ିଗଡ଼ ଏବେ ଖାଲି ହେବାରେ ଲାଗିଛି । ଚମକୁଛି ବିଜେପିର ବାନା, ଉଡୁଛି ଫର୍ ଫର୍, ସବୁଠି ଏବେ ପର୍ଯ୍ୟାୟ କ୍ରମେ ଚାଲିଛି,ବର୍ଣ୍ଣାଢ଼୍ୟ ସମାବେଶର ଅୟୋଜନରେ ବିଜେପିର ମିଶ୍ରଣ ପର୍ବ ପାଳନ ହୋଇଆସୁଛି ।
Read More...

ଖଲ୍ଲିକୋଟର କନ୍ଦିଗାଁ ଠାରେ ମା’ ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କନ୍ଦିଗାଁ ଠାରେ ଅବସ୍ଥାପିତ ମା' ସରସ୍ୱତୀ ଶିଶୁ ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବ ଗତ ମଙ୍ଗଳବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ, ଖଲ୍ଲିକୋଟର ବିଧାୟକ ପୂର୍ଣ୍ଣଚନ୍ଦ୍ର
Read More...

ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ଖେଳପଡିଆ ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ-୨୦୨୬ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ମା' ତାରାତାରିଣୀ, ମା' ବାଙ୍କେଶ୍ୱରୀ, ମା' ବୁଢ଼ୀଠାକୁରାଣୀ
Read More...