Browsing Tag

bramhapur news

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ମଶାରି ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆରୁ ରକ୍ଷା ନିମନ୍ତେ ମଶାରି ବଣ୍ଟନ କରାଯାଇଛି । ଛତ୍ରପୁରର ବିରେଶ୍ୱର ମନ୍ଦିର ନିକଟସ୍ଥ ଦାମିଏନ ନଗରରେ ରହୁଥିବା ଅଧିବାସୀମାନଙ୍କୁ ଏହି ମଶାରି ବଣ୍ଟନ କରାଯାଇଥିଲା । କ୍ଲବର ସଭାପତି ଡକ୍ଟର
Read More...

ଅଣ୍ଡା ଏକ ଉପାଦେୟ ଖାଦ୍ୟ : “ସଣ୍ଡେ ଅର୍ ମଣ୍ଡେ ରୋଜ୍ ଖାଓ ଅଣ୍ଡେ”

ଆଲେଖ୍ୟ : ଜି.ତ୍ରିଦେବ ରେଡ୍ଡୀ ପ୍ରତିବର୍ଷ ପରି ଚଳିତ ବର୍ଷ ସାରା ବିଶ୍ୱରେ "ବିଶ୍ଵ ଅଣ୍ଡା ଦିବସ" ପାଳିତ ହେଉଛି । ୧୯୯୬ ମସିହା ଅକ୍ଟୋବର ମାସର ୨ୟ ଶୁକ୍ରବାରରୁ ପାଳିତ ହେଉଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଲା : - "ମନୁଷ୍ୟ ସ୍ୱାସ୍ଥ୍ୟରେ ଉପକାରିତା ନେଇ ସମସ୍ତଙ୍କୁ ଅଣ୍ଡା ଖାଇବା
Read More...

ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ବଡ଼ ମେଡ଼ିକାଲରେ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ଦିନ କୁକୁଡାଖଣ୍ଡି ବ୍ଲକ ସମ୍ମୁଖରେ ରାଣୀ ପ୍ରଧାନ (୨୧) ନାମକ ଜଣେ ଯୁବତୀ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଜଳୁଥିବା ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ
Read More...

ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂର ନିଳାଦ୍ରୀପୁର ଗ୍ରାମର ଧଡା ପାହାଡ଼ ଶୀର୍ଷରେ ବିଦ୍ୟମାନ କରିଥିବା ଆଦ୍ୟାଶକ୍ତି ସିଂହବାହିନୀ ପରମ ବୈଷ୍ଣବୀ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିର
Read More...

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ୭ ଜଣ ଶିକ୍ଷକଙ୍କୁ “ରାଷ୍ଟ୍ର ନିର୍ମାତା” ସମ୍ମାନରେ ସମ୍ୱର୍ଦ୍ଧିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସବଳ ସମାଜ ଗଠନ ଦିଗରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସାତ ଜଣ ଶିକ୍ଷକଙ୍କୁ ସମ୍ମାନଜନକ "ରୋଟାରୀ ରାଷ୍ଟ୍ର ନିର୍ମାତା" ସମ୍ମାନରେ ସମ୍ୱର୍ଦ୍ଧିତ କରାଯାଇଛି । ଛତ୍ରପୁର ପିଲିବନ୍ଧ ରୋଡ ସ୍ଥିତ କ୍ଲବର ନିଜସ୍ୱ
Read More...

ବଟେଶ୍ୱର ସମୁଦ୍ରରେ ବୁଡ଼ି ଜଣେ କଲେଜ ଛାତ୍ରର ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହୁମ୍ମା ବଟେଶ୍ୱର ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଉ ଥିବାବେଳେ ପାଣତରେ ବୁଡି ଛାତ୍ରଙ୍କ ମୃତ୍ୟୁ । ମୃତକଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ବ୍ୟବସ୍ଥା କରାଯାଉଛି । ମୃତକ ଜଣକ ହେଲେ
Read More...

ପି.ଏମ୍. କିଷାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତି ହସ୍ତାନ୍ତର

କୃଷକଗଣ ବିକଶିତ ଭାରତର ଆଧାର - ପ୍ରଧାନ ମନ୍ତ୍ରୀ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ
Read More...

ବର୍ଷିଆନ ରାଜନେତା ଗରିବ ଖଟିଖିଆ ନିଷ୍ପେଷିତ ମଣିଷର ସ୍ୱର ଶମ୍ଭୁନାଥ ପଣ୍ଡାଙ୍କ ୮୭ ବର୍ଷ ବୟସରେ ପଦାର୍ପଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳର ଜନୈକ ବର୍ଷିଆନ ରାଜନେତା ଗରିବ ଖଟିଖିଆ ନିଷ୍ପେଷିତ ମଣିଷର ସ୍ୱର ଶମ୍ଭୁନାଥ ପଣ୍ଡା ୮୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଲଢୁଆଙ୍କର ଶୁଭ ଜନ୍ମ ଦିବସ ଅବସରରେ ଅଗଣିତ ବୁଦ୍ଧିଜୀବୀ ପ୍ରଣାମ ଜଣାଇଛନ୍ତି
Read More...

ଓଡ଼ିଶା ପ୍ରସିକ୍ୟୁସନ୍‌ ସର୍ଭିସ ଆସୋସିଏସନ୍‌ର ନିର୍ବାଚନ ଫଳାଫଳ ଘୋଷିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ପ୍ରସିକ୍ୟୁସନ୍‌ ସର୍ଭିସ ଆସୋସିଏସନ୍‌ର ନିର୍ବାଚନ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ଆଇ. ସି. ଏମ୍‌. ଆର୍‌. ଅଡିଟୋରିଅମରେ ସକାଳ ୧୦ଟାରେ ଆୟୋଜିତ ହୋଇଯାଇଛି । ପୂର୍ବରୁ ଗୃହ ବିଭାଗ ତରଫରୁ ସମସ୍ତ ପ୍ରସିକ୍ୟୁଟରମାନଙ୍କୁ ଏହି ସଂଘର
Read More...

ମୂର୍ମୁଷ ଅବସ୍ଥାରେ ପଶ୍ଚିମବଙ୍ଗର ଅଚିହ୍ନା ଯୁବକକୁ ଉଦ୍ଧାର ଓ ଚିକିତ୍ସା କରାଇ ସୁସ୍ଥ ପରେ ପରିବାରଙ୍କୁ ହସ୍ତାନ୍ତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୂର୍ମୁଷ ଅବସ୍ଥାରେ ପଶ୍ଚିମବଙ୍ଗର ଜଣେ ଅଚିହ୍ନା ଯୁବକକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି । ଚିକିତ୍ସାର ଏକ ସପ୍ତାହ ପରେ ପୋଲିସ ଉପସ୍ଥିତରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ସୂଚନା ଯୋଗ୍ୟ ଯେ' ପଶ୍ଚିମବଙ୍ଗ ରାଜ୍ୟର ମାଲଦା
Read More...