Browsing Tag

bramhapur news

ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀବଜାରରେ ମେଢ଼ ବିସର୍ଜନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲକ୍ଷ୍ମୀବଜାରରେ ଆୟୋଜିତ ପୂଜା ମଣ୍ଡପରେ ଗଜଲକ୍ଷ୍ମୀଙ୍କ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଉଦ୍‌ଯାପିତ ଅବସରରେ ମଙ୍ଗଳବାର ମଧ୍ୟାହ୍ନରେ ପୂଜା ମଣ୍ଡପ ପରିସରରେ ଅନ୍ନପ୍ରସାଦ ବ୍ୟବସ୍ଥା
Read More...

ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଠାରେ ୬୫ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଠାରେ ୬୫ତମ ପୋଲିସ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ସହିଦ ସ୍ମୃତି ସ୍ମାରକୀ ମଣ୍ଡପରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
Read More...

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଜିଲ୍ଲାପାଳଙ୍କ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱଗଞ୍ଜାମ ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଯୋଗୁଁ ସମ୍ଭାବ୍ୟ ବାତ୍ୟାର ସମ୍ଭାବନା
Read More...

ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ସମାଧାନ ନିମନ୍ତେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର
Read More...

ଛତ୍ରପୁର ସହରଞ୍ଚାଳର ପରିମଳ ଓ ପବ୍ଲିକ୍ ଗ୍ରିଭେନ୍ସ ଉପରେ ପ୍ରାଥମିକତା ଦିଆଯିବ- ଇ.ଓ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବେ ପ୍ରସନ୍ନ କୁମାର ଦାଶ ସୋମବାର ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଦାଶ ଓଡ଼ିଶା ମ୍ୟୁନିସିପାଲଟି ଆଡମିନିଷ୍ଟ୍ରେସନ୍ ସେବାରେ ଗତ ୨୦୧୨-୧୩ ବର୍ଷରେ
Read More...

‘ଦାନା’ ହେଲା ଓଡ଼ିଶା ମୁହାଁ : ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ

ଆଇ.ଏମ୍.ଡି. ପ୍ରଭାବିତ ଅଞ୍ଚଳରେ ୨୩ ତାରିଖରୁ ୨୫ ତାରିଖ ଯାଏଁ ସ୍କୁଲ ବନ୍ଦ ରହିବ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା 'ଦାନା' ବାନ୍ଧୁଛି, ଭୀଷଣ ରୂପ ନେବା ସହ ଓଡ଼ିଶା ମୁହାଁ ହୋଇ ପୁରୀ ତଥା ବଙ୍ଗୋପ ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ ବୋଲି ଆଇ.ଏମ୍.ଡି. ଆକଳନ
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆର୍ନ୍ତଜାତୀୟ ବାଳିକା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆର୍ନ୍ତଜାତୀୟ ବାଳିକା ଦିବସ ସୋମବାର ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡାମଣୀ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ
Read More...

ଓ.ଏ.ଏସ. ପରୀକ୍ଷାରେ ୪୨୮ ନମ୍ୱର ରେଙ୍କ ରଖି ଗଞ୍ଜାମ ଜିଲ୍ଲାର ନାଁ ରଖିଛନ୍ତି ସି.ଏଚ୍‌. ଗାୟତ୍ରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟ୍ଟା ସମୁଦ୍ର କୁଳିଆ ମତ୍ସ୍ୟଜୀବୀ ପରିବାରର ଝିଅ ବି. ସିମାଞ୍ଚଳ ବାବୁଙ୍କ ପତ୍ନୀ ସି.ଏଚ୍‌. ଗାୟତ୍ରୀ ଓ.ଏ.ଏସ୍‌. ପରୀକ୍ଷାରେ ୪୨୮ ନମ୍ୱର ରେଙ୍କ ରଖି ସଫଳତା ହାସଲ କରିଛନ୍ତି । ଏନେଇ ସେହି
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ରୀ ସୁନୀତା ପ୍ରଧାନ ପାଇଲେ ଓ.ଏ.ଏସ୍.

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାଇଁ ଗୌରବ ଆଣିଲେ ସୁନୀତା ପ୍ରଧାନ । ସେ ଏହି ଶିକ୍ଷାନୁଷ୍ଠାନରେ ୨୦୧୦ ମସିହାରେ ମାଟ୍ରିକ ବେଚ୍ ଅଟନ୍ତି । ସଦ୍ୟ ପ୍ରକାଶିତ ଓ.ଏ.ଏସ୍.ପରୀକ୍ଷାରେ ୫୯ ରେଙ୍କରେ ଏହି ସଫଳତା ପାଇଛନ୍ତି । ସୁନୀତା
Read More...

ଛତ୍ରପୁର ନୃତ୍ୟଶିଳ୍ପୀ ଗୁରୁ ସଂଘ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳରେ ବହୁ ଲୋକକଳା ଓ ମୋର୍ଡନ୍ ଆର୍ଟସ ସଂଗଠନ ରହିଛି । ଛତ୍ରପୁର ଏକ ସଂସ୍କୃତିର ସହର ଭାବେ ପରିଚିତ ହୋଇ ଆସିଥିବା ବେଳେ ଏହି ସହରରେ ସଂସ୍କୃତିର ସୁରକ୍ଷା ଓ ପରିଭାଷାକୁ ବଜାଇ ରଖିବା ନିମନ୍ତେ ନୃତ୍ୟଶିଳ୍ପୀ ଗୁରୁମାନଙ୍କର ଏକ
Read More...