କାର୍ ଧକ୍କାରେ ୨ ମହିଳା ଓ ଜଣେ ନାବାଳକ ଗୁରୁତର
ମେଡିକାଲରେ ଭର୍ତ୍ତି, ପୋଲିସର ତଦନ୍ତ ଜାରି
ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜନଗହଳି ପୂର୍ଣ୍ଣ ପୁରୁଣାକଟକ ବଜାରରେ କାର୍ ଦୁର୍ଘଟଣା । ଦୁର୍ଘଟଣାରେ ୨ ମହିଳା ଓ ଜଣେ ନାବାଳକ ଗୁରୁତର । ସୂଚନା ଅନୁଯାୟୀ ପୁରୁଣାକଟକ ବଜାରରେ ଥିବା ଏକ ଷ୍ଟିକରିଙ୍ଗ ଦୋକାନରୁ!-->!-->!-->…
Read More...
Read More...