ବୌଦ୍ଧ ଜିଲ୍ଲାରେ ବିଜେପିର ମହାମିଶ୍ରଣ ପର୍ବରେ ସାମିଲ୍ ହେଲେ ଶହ ଶହ ବିଜେଡି କର୍ମୀ ଓ ନେତା
ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ତରଫରୁ ମହାମିଶ୍ରଣ ପର୍ବ ଓ ଜନସମାବେଶରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ୪୫.୨ ଡ଼ିଗ୍ରୀ ରେକଡ଼ ତାପମାତ୍ରା ସତ୍ତ୍ୱେ ସହସ୍ରାଧିକ ଲୋକ ଏହି ସମାବେଶରେ ଯୋଗ ଦେଇଥିଲେ ।…
Read More...
Read More...