Browsing Tag

bijapur news

ବିଜାପୁରରୁ ଅପହୃତ ଯବାନଙ୍କୁ ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଲେ ମାଓବାଦୀ

ବିଜାପୁର : ବିଜାପୁରରୁ ଅପହୃତ ଯବାନଙ୍କୁ ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛ‌ନ୍ତି ମାଓବାଦୀମାନେ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଜଗଦଲପୁରରେ କାର୍ଯ୍ୟରତ ଥିଲେ ଡିଆରଜି ଯବାନ ସବ-ଇନିସପେକ୍ଟର ମୁରଲି ତାତି । ଛୁଟିରେ ନିଜ ଘର ବିଜାପୁର ଜିଲ୍ଲାର ଗାଙ୍ଗାଲୁର
Read More...