Browsing Tag

bhubaneswar news

ଆମ ଓଡିଶା ନବୀନ ଓଡିଶା ନବମ ଦିନରେ : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡିର ୫ଟି ନିର୍ବାଚନମଣ୍ଡଳୀ ପାଇଁ ୧୫୫ କୋଟି : ୪୬୭୮ ପ୍ରକଳ୍ପନବରଙ୍ଗପୁରର ୪ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୪.୫୦ କୋଟି : ୨୯୪୨ ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାନବୀନ ଓଡିଶାରେ ଗାଁ ହେବ ରୂପାନ୍ତରର ପ୍ରକୃତ କେନ୍ଦ୍ର : ମୁଖ୍ୟମନ୍ତ୍ରୀ୫ମ ପାଳିରେ ମା’ମାନଙ୍କୁ
Read More...

ଆମ ଓଡିଶା ନବୀନ ଓଡିଶା ଅଷ୍ଟମ ଦିନରେ : ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମର ୧୨ଟି ନିର୍ବାଚନମଣ୍ଡଳୀ ପାଇଁ ୨୫୧.୫୦ କୋଟି - ୫୭୦୬ ପ୍ରକଳ୍ପସୁବର୍ଣ୍ଣପୁରର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୫୪.୫୦ କୋଟି - ୧୪୧୯ ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାନବୀନ ଓଡିଶା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ : ମୁଖ୍ୟମନ୍ତ୍ରୀବିକାଶକୁ ଏବେ ଦେଖି
Read More...

ସୁବର୍ଣ୍ଣପୁରଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ : ଜିଲ୍ଲାପାଳସରକାରୀ ଯୋଜନାର ସୁଫଳ ସମ୍ପର୍କରେ ଗଣମାଧ୍ୟମ ସଚେତନତା ସୃଷ୍ଟି କରିବା ଆବଶ୍ୟକ : ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର/ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Read More...

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବସ୍‌ରେ ବସି ବଳରାମପୁର ପର୍ଯ୍ୟନ୍ତ ଗଲେ ମୁଖ୍ୟମନ୍ତ୍ରୀ୬୩ଟି ବସ୍‌ ଜିଲ୍ଲାର ସବୁ ପଞ୍ଚାୟତକୁ ଯୋଡିବ, ପଞ୍ଚାୟତରୁ ବ୍ଲକ୍‌କୁ ଚାଲିବ ବସଘରେ ଘରେ ଖୁସି ଆଣିବ, ବିକାଶର ଗାଡ଼ିକୁ ଆହୁରି ଜୋରରେ ନେବ ଲକ୍ଷ୍ମୀ : ମୁଖ୍ୟମନ୍ତ୍ରୀରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ଏକ ମଡେଲଶହୀଦ୍‌ ରେଣ୍ଡୋ
Read More...

ଆମ ଓଡିଶା ନବୀନ ଓଡିଶା ସପ୍ତମ ଦିନରେ

ବାଲେଶ୍ୱର ଓ ବଲାଙ୍ଗିର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀବାଲେଶ୍ୱରର 8ଟି ନିର୍ବାଚନମଣ୍ଡଳୀ ପାଇଁ 178 କୋଟି - 4465 ପ୍ରକଳ୍ପବଲାଙ୍ଗିରର 5ଟି ନିର୍ବାଚନ ମଣ୍ଡଳୀ ପାଇଁ 158.50 କୋଟି - 3911 ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ
Read More...

ଆମ ଓଡିଶା ନବୀନ ଓଡିଶା ଷଷ୍ଠ ଦିନରେ

ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀରାୟଗଡର ୩ଟି ନିର୍ବାଚନ ମଣ୍ଡଳୀ ପାଇଁ ୯୧ କୋଟି : ୨୬୧୩ ପ୍ରକଳ୍ପଝାରସୁଗୁଡାର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୩୯ କୋଟି : ୯୫୭ ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାବିକାଶର ନୂଆ ଶିଖରରେ ପହଞ୍ଚିବ ଓଡିଶାର ସବୁ ଗାଁ :
Read More...

ପୁରୀରେ ହବିଶ୍ୟାଳି ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୩ ହଜାରରୁ ଅଧିକ ହବିଶ୍ୟାଳି ମାନଙ୍କ ରହିବାର ବ୍ୟବସ୍ଥାମା'ମାନେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଲେ ସାରା ଓଡ଼ିଶାକୁ ଆଶୀର୍ବାଦ ମିଳିବ : ମୁଖ୍ୟମନ୍ତ୍ରୀବ୍ରତ ପାଇଁ ମୁଖ୍ୟମନ୍ତ୍ରୀ ଆମର ସବୁ ସୁବିଧା କରିଛନ୍ତି, ଶାନ୍ତି ଓ ଶ୍ରଦ୍ଧାରେ ବ୍ରତ କରୁଛୁ : ଆନନ୍ଦ ପ୍ରକାଶ କରି ହବିଶ୍ୟାଳି ମା'ମାନେ
Read More...

ଗୋଷ୍ଠୀ ସଂଘର୍ଷରେ ୨୦ରୁ ଅଧିକ ଲୋକ ଆହତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗୋଷ୍ଠୀ ସଂଘର୍ଷରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଖବର ମିଳିଛି । ତେବେ ଏହି ଘଟଣାଟି ଘଟିଛି ଭୁବନେଶ୍ୱରର ପଟିଆ ପଦ୍ମକେଶରପୁରରେ । ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଉପୁଜି ପଥର ମାଡ଼ ସହ ବୋତଲ ମାଡ ହୋଇଥିବା ବେଳେ ଉଭୟ ପକ୍ଷରୁ ବହୁ ଲୋକ ଆହତ
Read More...

ରାଜ୍ୟସ୍ତରୀୟ ମହିଷାମର୍ଦ୍ଦିନୀ ସାରସ୍ୱତ ସମାରୋହ ପାଳିତ

ଭୁବନେଶ୍ୱର : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବୁଦ୍ଧ ମନ୍ଦିର ସଭାଗୃହରେ ରାଜ୍ୟସ୍ତରୀୟ ମହିଷାମର୍ଦ୍ଦିନୀ ସାରସ୍ୱତ ସମାରୋହ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି, କବୟିତ୍ରୀ ଏବଂ ସାହିତ୍ୟିକମାନେ ଜଗତଜନନୀମାଆଙ୍କ ଉପରେ ସ୍ୱରଚିତ କବିତା ଗାୟନ
Read More...

ଭି.କେ ପାଣ୍ଡିଆନ୍‌ଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର : ଅବସର ପରେ ଭି.କେ ପାଣ୍ଡିଆନ୍‌ଙ୍କୁ ମିଳିଲା ନୂଆ ଦାୟିତ୍ୱ । ରାଜ୍ୟ ସରକାରଙ୍କ ତରଫରୁ ଭି.କେ ପାଣ୍ଡିଆନ୍‌ଙ୍କୁ ମିଳିଛି କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା । ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ । ଏଠାରେ ସୂଚନାଯୋଗ୍ୟ ଯେ,
Read More...