Browsing Tag

bhubaneswar news

ମାର୍ଚ୍ଚ ୩୧ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ

ଭୁବନେଶ୍ୱର : ୩୧ ମାର୍ଚ୍ଚ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ । ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ଏକକାଳୀନ ଟଙ୍କା ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,
Read More...

ମାସକ ଭିତରେ ଦୁଇ ଦୁଇ ଥର ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଡିସିପି ପିନାକ ମିଶ୍ର ବଦଳି କରାଯାଇ ତାଙ୍କ ଜାଗାରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଅବସ୍ଥାପିତ କରାଯାଇଛି । ଏକାଥରକେ ୨୬ ଜଣଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦିଆଯାଇଛି ନା କୌଣସି ଚର୍ଚ୍ଚା ଥିଲା ନା ଥିଲା କୌଣସି ପୂର୍ବାନୁମାନ । ରାତି ଅଧିଆ ୨୬ ଆଇପିଏସ ଙ୍କୁ ମିଶାଇ
Read More...

ଶୋଇଥିବା ବେଳେ ଯୁବକଙ୍କୁ ଏସିଡ୍ ମାଡ଼

ଭୁବନେଶ୍ଵର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟିକାଣଡ଼ିହି ଥାନା ରାମଚନ୍ଦ୍ରପୁର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶୋଇଥିବା ବେଳେ ଯୁବକଙ୍କୁ ଏସିଡ୍ ମାଡ଼ ଗ୍ରାମର ସନାତନ ପଲାଇଙ୍କ ପୁଅ ଜଗବନ୍ଧୁ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଏସିଡ ଫିଙ୍ଗି ଫେରାର୍ ହୋଇଯାଇଛି । ସୂଚନା
Read More...

ଅଧ୍ୟାପିକାଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର : ନିଉଡ ଭିଡ଼ିଓ କଲ୍ କରି ଲୋକଙ୍କୁ କରୁଥିଲେ ବ୍ଲାକମେଲ ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ହନିଟ୍ରାପ୍ କରି ଟଙ୍କା ମାଗିଥିବା ଅଭିଯୋଗ । ଏହି ବ୍ଲାକମେଲର ଶିକାର ହୋଇଥିଲେ ଜଣେ ବିବାହିତ ଯୁବକ । ଏହାପରେ ତାଙ୍କର ବ୍ଲାକମେଲ ଅତିଷ୍ଠ ହେବାରୁ ସେ ଆତ୍ମହତ୍ୟା ଉଦ୍ୟମ
Read More...

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

ଭୁବନେଶ୍ଵର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ
Read More...

ନିଖୋଜ ନାବାଳକ ମୃତଦେହ ଉଦ୍ଧାର

ଭୁବନେଶ୍ଵର : ୨ ଦିନ ହେଲା ନିଖୋଜ ଥିଲେ, ଜଙ୍ଗଲରୁ ନାବାଳଙ୍କ ମୃତଦେହ ଠାବ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମ୍ୟ ଜଙ୍ଗଲରୁ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ସେହି ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭ ବର୍ଷ) ବୋଲି ଜଣାପଡ଼ିଛି । ପୋଲିସ ୨
Read More...

ରାଜ୍ୟରେ କେମିତି ଚାଲିବ ତହସିଲ କାମ ଖାଲିପଡ଼ିଛି ୪ ହଜାର ପଦବି

ଭୁବନେଶ୍ୱର : ରାଜ୍ୟରେ କେମିତି ଚାଲିବ ତହସିଲ କାମ ଖାଲିପଡ଼ିଛି ପାଖପାଖି ୪ ହଜାର ପଦବି ସେଥରେ ୧୦୦୧ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ), ୧୫୬୯ ସହକାରୀ ରାଜସ୍ୱ ନିରୀକ୍ଷକ(ଏଆର୍‌ଆଇ) ଓ ୧୪୦୧ ଅମିନ ପଦବି ରହିଛି । ବିଶେଷ କରି ଜମି ପଟ୍ଟା ହେବାଠୁ ଆରମ୍ଭ କରି ଜାତି ପ୍ରମାଣପତ୍ର, ଆୟକର
Read More...

ମୋ’ ବସକୁ ପଛରୁ ପିଟିଲା ଅଟୋ

ଭୁବନେଶ୍ୱର : ମୋ’ ବସକୁ ପଛରୁ ଧକ୍କା ଦେଲା ଅଟୋ । ଏଥିରେ ଅଟୋ ଚାଳକ ଜଣକ ଗୁରୁତର ହୋଇଛନ୍ତି । କଟକ ଗଣେଶ ଘାଟ ନିକଟରେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଟୋ ଚାଳକଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବେଲଭ୍ୟୁ ଛକ ଆଡୁ ବାଦାମବାଡ଼ି ଆଡକୁ ୧୮
Read More...

ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌

ଭୁବନେଶ୍ୱର : ମହାଦେବଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଅଘଟଣ । ଭାରସାମ୍ୟ ହରାଇ ୨୦ ଫୁଟ୍‌ ବ୍ରିଜ୍‌ ତଳକୁ ଖସି ପଡିଲା ବାଇକ୍‌ । ଘଟଣା ସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ପଟାଙ୍ଗି ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଖରା ଏବଂ ଗଙ୍ଗାଧର ଗେମେଲ ।
Read More...

ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରୀ । ସେଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀଲିଙ୍ଗରାଜଙ୍କ ପୀଠ । ଏହି ଅବସରରେ ସଂଧ୍ୟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିବେ । ପ୍ରଭୁଙ୍କୁ
Read More...