Browsing Tag

bhubaneswar news

ଆଜି ପହିଲି ରଜ ସବୁଠି ଉତ୍ସାହ : ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର

ଭୁବନେଶ୍ୱର : ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର ସବୁ ଉତ୍ସବମୁଖର । ରଜ ୩ ଦିନ ପାଳନ ହୁଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଏ । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ପିଠାମିଠାର ଆସର ଜମିଛି । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ
Read More...

ମାଲକାନଗିରି ପୁଲିସକୁ ବଡ଼ ସଫଳତା : ୨ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ

ଭୁବନେଶ୍ଵର : ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୁଲିସକୁ ବଡ଼ ସଫଳତା । ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ । ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ । ଉଭୟଙ୍କ ନିକଟରୁ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଗୁଳି, ଇଲେକ୍ଟ୍ରିକ୍ ଡିଟୋନେଟର୍,
Read More...

ରଥଯାତ୍ରାରେ ରେଳବାଇ ଜ୍ୟାକ୍ର ବ୍ୟବହାରଏକ ଦିବ୍ୟ ସଂଯୋଗ

ଭୁବନେଶ୍ୱର, (ପିଆଇବି) ରଥଯାତ୍ରାରେ ରେଳ ବାଇଜ୍ୟାକ ଗୁଡ଼ିକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାବେଳେ ଏହା ରେଳବାଇ ପାଇଁ ଏକ ଦିବ୍ୟ ସଂଯୋଗ । ଶ୍ରୀ ଜଗନ୍ନାଥ ମନ୍ଦିରରୁ ପ୍ରାୟ ୨୦୦ ମିଟର ଦୂରରେ ରଥଗୁଡ଼ିକ ନିର୍ମିତହୋଇଥାଏ । ମୁଖ୍ୟ ମନ୍ଦିର ସମ୍ମୁଖରେ ତିନୋଟି ରଥକୁ ସଠିକ
Read More...

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ :୨୦ରେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ହେବେ ସାମିଲ୍

ଭୁବନେଶ୍ୱର : ଓଡ଼ିଶା ଗସ୍ତରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୨୦ ତାରିଖରେ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ଭୁବନେଶ୍ୱରର ଜନତା ମଇଦାନରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ସୂଚନା ଅନୁସାରେ ଅପରାହ୍ନ ୩ଟାରେ
Read More...

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଯାଞ୍ଚ କଲେ ପୂର୍ବତଟ ରେଳପଥ…

ଭୁବନେଶ୍ୱର : ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ନୂତନ ଲାଇନର ନିର୍ମାଣାଧୀନ ସୋନପୁର-ପୁରୁଣାକଟକ ରେଳ ସେକ୍ସନ ନିରୀକ୍ଷଣ କରିଛନ୍ତି । ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ
Read More...

ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବେ ଓଡ଼ିଶା ସରକାର : ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଯୁବପିଢ଼ିଙ୍କ ପାଇଁ ବଡ଼ ଖବର । ଚଳିତ ଆର୍ଥିକ ବର୍ଷରେ ଆଉ ୪୦ ହଜାର ନିଯୁକ୍ତି ଦେବେ ଓଡ଼ିଶା ସରକାର । ଏନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆହୁରି କହିଛନ୍ତି ଯେ, ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଖାଲି ପଦବୀ ପୂରଣ
Read More...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର

ଭୁବନେଶ୍ୱର : ଯାଜପୁର ସଦର ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଉଛନ୍ତି କଳିନ୍ଦ୍ରା ବାଦ୍ ଗାଁର ନରେନ୍ଦ୍ର ନାୟକଙ୍କ ପୁଅ ଅର୍ଜୁନ ନାୟକ ।
Read More...

୭ ଦିନ ଯାଏଁ ଅସହ୍ୟ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର : ସକାଳ ୭ ଟା ୩୦ରୁ ତାତି । ଅସ୍ତ ବ୍ୟସ୍ତ କରୁଛି ଗରମ ଗୁଳୁଗୁଳି । ଅଧିକ ବାହାରେ ବୁଲିଲେ ମୁଣ୍ଡ ବୁଲେଇ ହୋଇ ପଡ଼ୁଛି । ରାଜ୍ୟରେ ଏବେ ବ୍ରେକ୍ ମନସୁନର ସ୍ଥିତି ଜାରୀ ରହିଥିବା ବେଳେ ଜଳୀୟ ବାଷ୍ପ ମଧ୍ୟ ରହୁଛି ପ୍ରଭାବରେ ଏଭଳି ସ୍ଥିତି ଅନୁଭୂତ ହେଇଛି । ଆସନ୍ତା ୩ ଦିନ ଯାଏଁ
Read More...

ଓଡ଼ିଶା ଗସ୍ତରେ ଆସି ହିସାବ ନେବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ । ପୂର୍ତ୍ତି ଉତ୍ସବକୁ ସ୍ମରଣୀୟ ପାଇଁ ବିଜେପି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୧୨ ତାରିଖରେ ବିଶାଳ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ ହେଉଛି ।
Read More...

ପିଆଇବି ଏବଂ ସିବିସି ଭୁବନେଶ୍ୱର କାର୍ଯ୍ୟାଳୟ ପରିଦର୍ଶନ କଲେ ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା ଆଜି ପିଆଇବି ଭୁବନେଶ୍ୱର ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଭୁବନେଶ୍ୱର କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେ
Read More...