Browsing Tag

bhogarai news

ମିଆଁପାଟଣାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଓ ବନ୍ଧୁମିଳନ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅନ୍ତର୍ଗତ ମିଆଁପାଟଣା ଗ୍ରାମରେ ଏକ ଦିବସୀୟ ଦିବାରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସହିତ ସର୍ବଧର୍ମ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଭୋଗରାଇ ପଞ୍ଚାତୟ ସମିତି
Read More...

ଖରିଦପିପଳ ସେବା ସମବାୟ ସମିତିର ଧାନମଣ୍ଡି ଉଦ୍‌ଘାଟିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧୀନସ୍ଥ ଖରିଦପିପଳ ସେବା ସମବାୟ ସମିତିର ଧାନମଣ୍ଡି ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ଯୋଗଦେଇ ଧାନମଣ୍ଡିକୁ ଉଦ୍ଘାଟନ କରି ଚାଷୀ
Read More...

ସିଆଁରୋଇ ଆଞ୍ଚଳିକ ସାଧନ କେନ୍ଦ୍ରରେ ମୋ ସ୍କୁଲ ଅଭିଯାନର ସଚେତନତା କାର୍ଯ୍ୟକ୍ରମ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଆଗର୍ଦ୍ଦା ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆଁରୋଇ ଆଞ୍ଚଳିକ ସାଧନ କେନ୍ଦ୍ର ଦ୍ୱାରା ମୋ ସ୍କୁଲ ଅଭିଯାନ ସଚେତନତା କାର୍ୟ୍ୟକ୍ରମ ଗତ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ
Read More...

ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ରରେ ମୋ ସ୍କୁଲ ଅଭିଯାନର କର୍ମଶାଳା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ମୋ ସ୍କୁଲ ଅଭିଯାନ କର୍ମଶାଳା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ପାତ୍ର, ମୁଖ୍ୟ ଅତିଥି ଭାବେ ଭୋଗରାଇ ବ୍ଲକ ଗୋଷ୍ଠୀ ଶିକ୍ଷା
Read More...

ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରରେ ମୋ ସ୍କୁଲ ଅଭିଯାନର କର୍ମଶାଳା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ମୋ ସ୍କୁଲ ଅଭିଯାନର କର୍ମଶାଳା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉତ୍କଳରାଣୀ ସାହୁ ଅଧ୍ୟକ୍ଷତା କରିଥିଲେ । ସାଧନ
Read More...

କୁଶୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରରେ ମୋ ସ୍କୁଲ ଅଭିଯାନ ସଚେତନତା କାର୍ଯ୍ୟକ୍ରମ

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ କୁଶୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ପରିସରରେ ମୋ ସ୍କୁଲ ଅଭିଯାନ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧନ କେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ ସଭାପତିତ୍ବ କରି ଅଭିଯାନର ଯୋଜନା ବିଷୟରେ ସୂଚନା ପ୍ରଦାନ
Read More...

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

ଭୋଗରାଇ : (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଦହମୁଣ୍ଡା ଗ୍ରାମର ହରେନ୍ଦ୍ର ନାଥ ଦାସ ବେବର୍ତ୍ତାଙ୍କ ବାର୍ଦ୍ଧକ୍ଯ ଜନିତ ଗତ ମଙ୍ଗଳବାର ରାତ୍ରୀରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ସ୍ୱର୍ଗତଃ ବେବର୍ତ୍ତା ଜଣେ
Read More...

ନାଚିନ୍ଦା ମଙ୍ଗଳ ଚଣ୍ଡୀ ମନ୍ଦିରରୁ ଅଳଙ୍କାର ଚୋରି

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ନାଚିନ୍ଦା ଗ୍ରାମରେ ସୋମବାର ରାତିରେ ମଙ୍ଗଳ ଚଣ୍ଡୀ ମନ୍ଦିରରୁ ବହୁ ମୂଲ୍ୟର ଗହଣା ଅଳଙ୍କାର ଦୁର୍ବୁତ୍ତ ମାନେ ଚୋରି କରି ନେଇଛନ୍ତି । ମଙ୍ଗଳବାର ସକାଳ ୯ ଘଟିକା ସମୟରେ ଉକ୍ତ ମନ୍ଦିରର
Read More...

ସାପ କାମୁଡ଼ାରେ ବୃଦ୍ଧଙ୍କ ମୃତ୍ୟୁ

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ ନାଚିନ୍ଦା ଗ୍ରାମପଞ୍ଚାୟତ ଅଧୀନସ୍ଥ ରଘୁଚକ ଗ୍ରାମର ସୁରେଶ ପ୍ରମାଣିକ(୬୫)ଙ୍କ ସାର୍ପାଘାତରେ ଅକାଳ ମୃତ୍ୟୁ ଘଟିଛି । ରାସ୍ତାରେ ଯାଉଥିବା ସମୟରେ ତାଙ୍କୁ ଏକ ଅଜଣା ବିଷଧର ସାପ କାମୁଡ଼ିଥିଲା । ପରିବାର ଲୋକ ସଙ୍ଗେ ସଙ୍ଗେ
Read More...

ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଧ୍ରୁବ ଚରଣ ପାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ନାଚିନ୍ଦା ଗ୍ରାମପଞ୍ଚାୟତ ଅଧୀନସ୍ଥ ଉଲୁଡା ଗ୍ରାମରେ ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ଧ୍ରୁବ ଚରଣ ପାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିରେ ସ୍ମୃତି ଚାରଣ ସଭା ସାଙ୍ଗକୁ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏଥିରେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ
Read More...