ଆଶ୍ରମ ସ୍କୁଲରେ ବେଡ଼ସିଟ୍ ଓ ଗଦିକିଣା ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ : ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଭବାନୀପାଟଣା, (କେପିଏନ୍ଏସ୍) : ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ସ୍କୁଲ ଓ ହଷ୍ଟେଲ ପାଇଁ ହୋଇଥିବା ବେଡସିଟ୍, ଗଦା ଓ ଶଯ୍ୟା କିଣାରେ ଦୁର୍ନୀତି ଓ ଅନିୟମିତା ଅଭିଯୋଗ ହୋଇଛି । ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର ସିଧାସଳଖ ନିରୀକ୍ଷଣରେ ନିମ୍ନମାନର ସାମଗ୍ରୀ ଯୋଗାଣ ହୋଇଥିବା ଓ!-->…
Read More...
Read More...