ପାଣିରେ ବୁଡି ୨ ଯୁବକ ମୃତ
ଭଦ୍ରକ : ଆଜି ଭଦ୍ରକ ଜିଲ୍ଲାରେ ଘଟିଛି ଅଘଟଣ । ପୃଥକ ପୃଥକ ସ୍ଥାନରେ ଗାଧୋଇବା ବେଳେ ପାଣିରେ ବୁଡି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲାର ଧୁଷୁରି ଥାନା ଅଧିନ ଆରଡ଼ି ଓ ପଦ୍ମପୁର ପଞ୍ଚାୟତର ସରତରପୁର ଗାଁରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ପଦ୍ମପୁର ପଞ୍ଚାୟତ!-->…
Read More...
Read More...