ଖାଇଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ଦେଶୀ ମଦ ଜବତ : ମାଫିଆ ଫେରାର
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ହାତୀମୁଣ୍ଡା ରେତ ଡ୍ୟାମ୍ ନିକଟ ଖାଇଙ୍ଗ ଜଙ୍ଗଲରେ ବେଆଇନ୍ ଦେଶୀ ବିଷାକ୍ତ ମଦ ପ୍ରସ୍ତୁତ ଚାଲିଥିବା ବେଳେ ଅବକାରୀ ବିଭାଗର ଚଢାଉ । ଚଢାଉ କରି ୨୭ଟି ପ୍ଲାଷ୍ଟିକ ଡ୍ରମ୍ ମହୁଲ ପୋଚ ସହ ୨୨୦ ଲିଟର ଦେଶି ମଦ ଜବତ କରି ଘଟଣା ସ୍ଥଳରେ ନଷ୍ଟ!-->…
Read More...
Read More...