Browsing Tag

bhabanipatana news

ଭବାନୀପାଟଣାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୁଧବାର ସ୍ଥାନୀୟ ମ୍ୟୁନିସିପାଲ୍‌ଟି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁର ଯତ୍ନ ଓ ସୁରକ୍ଷା ଅଧିନିୟମ ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ
Read More...

ବୃନ୍ଦାବତୀ ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୃନ୍ଦାବତୀ ବିହାର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଭବାନୀପାଟଣା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ
Read More...

ଭିଜିଲାନ୍ସ କବଜାରେ ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ସରପଞ୍ଚ : ନଗଦ ୫.୪ ଲକ୍ଷ ଟଙ୍କା ସହିତ ବୋଲେରୋ ଜବତ

ଭବାନୀପାଟଣା, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ସରପଞ୍ଚ ଇଞ୍ଜିନିୟର ଦିନେଶ କୁମାର ରାଉତଙ୍କୁ ନଗଦ ୫.୪ ଲକ୍ଷ ଟଙ୍କା ସହିତ ଧରିଲା ଭିଜିଲାନ୍ସ ଟିମ୍ । ସରପଞ୍ଚ ଦୀନେଶ କୁମାର ରାଉତ ଗୋଲାମୁଣ୍ଡାରୁ ବୃନ୍ଦାବାହାଲ ଅଭିମୁଖେ ନିଜର ଓଡ଼ି ୦୮
Read More...

ସୁଲେଖିକା କଳ୍ପନା ରଥଙ୍କ ୨ଟି ପୁସ୍ତକ ଲୋକର୍ପିତ

ଭବାନୀପାଟଣା, (କେପିଏନ୍‌ଏସ୍‌) : ଭବାନୀପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାରର ସଭାଗୃହରେ ସୁଲେଖିକା କଳ୍ପନା ରଥଙ୍କ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଆୟୋଜିତ ଉତ୍ସବରେ କଳାହାଣ୍ଡି ଜିଲ୍ଲାର ଶତାଧିକ ଲେଖକ, କବି ଓ ସଂସ୍କୃତି ସଂପନ୍ନ ବ୍ୟକ୍ତି ଯୋଗ ଦେଇଥିଲେ ।
Read More...

କେନ୍ଦ୍ରୀୟ ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ଅଣଧାନ ଚାଷରେ ଏଫ୍. ପି. ଓ.ଙ୍କୁ ଅଗ୍ରାଧିକାର ଦେବାପାଇଁ ଗୁରୁତ୍ଵ ଭବାନୀପାଟଣା, (କେପିଏନ୍‌ଏସ୍‌) : ଉଭୟ ଅର୍ଥନୈତିକ ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ କୃଷି କ୍ଷେତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ୨୦୨୪-୨୫ ସୁଦ୍ଧା ଭାରତରେ କୃଷି ଉତ୍ପାଦର ରପ୍ତାନୀ ବୃଦ୍ଧି ଓ
Read More...

ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ବାର୍ଷିକୋତ୍ସବ

ଭବାନୀପାଟଣା, (ହେମନ୍ତ ସାହୁ) : ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ସାରସ୍ୱତ ସମାରୋହର ଓ ପ୍ରଥମ ବାର୍ଷିକ ଉତ୍ସବ ଭବାନୀପାଟଣା ବ୍ଲକ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟରୁ ଆନନ୍ଦ ମିଲେ । ଯେଉଁଠି ଭଲ ପାଇବା ନାହିଁ ସେଠି ସାହିତ୍ୟ ନାହଁ । ସାହିତ୍ୟ ସଂପର୍କକୁ ଯୋଡେ । ସ୍ମରଣୀୟ
Read More...

ଜନପଦ କବିତା ଆସର ଓ ଆଲୋଚନା ଚକ୍ର

ଆଦିବାସୀ ଗାଆଁରେ ସାରାଦିନ ଜମିଲା ସାରସ୍ଵତ ମହୋତ୍ସବଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦର ନିଆରା କାର୍ଯ୍ୟକ୍ରମ ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଥିବା ଜୁନାଗଡ଼ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଆଦିବାସୀ ଗାଆଁ ଜାକମ୍ ଠାରେ ସାରା ଦିବସ ବ୍ୟାପୀ ଜନପଦ
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପଞ୍ଚାୟତ ଅଧିକାରୀ

ଭବାନୀପାଟଣା, (ନିକୁଞ୍ଜ ଚଲାନ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପଞ୍ଚାୟତ ଅଧିକାରୀ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ କାର୍ଯ୍ୟରତ ପିଇଓ ସନ୍ୟାସୀ ନାଏକ, ନେହେଲା ଗାଁର ସୁରେନ୍ଦ୍ର ନାଏକଙ୍କ ଠାରୁ ବିଲ୍‌
Read More...

ବୁଦ୍ଧ ମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ ଉତ୍ସବ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଚାରବାହାଲ ବସ୍‌ ଷ୍ଟାଣ୍ଡ ଠାରେ ଆଜି ବୁଦ୍ଧ ବିଚାର ମଞ୍ଚ ପକ୍ଷରୁ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି । ଏହାସହ ସ୍ଥାନୀୟ ମାର୍କେଟ୍‌ କମ୍ପ୍ଲେକ୍ସ ଠାରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ
Read More...

କଳାହାଣ୍ଡି ନିର୍ବାଚନ ମଣ୍ଡଳୀରେ ତ୍ରିକୋଣୀୟ ଲଢେଇ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡିରେ ନିର୍ବାଚନ ତାତି ଦିନକୁ ଦିନ ବଢି ବଢ଼ି ଚାଲିଥିବା ବେଳେ ଆଉ କେଇଟା ଦିନ ପରେ ନିର୍ବାଚନର ମହାନ୍ ପର୍ବରେ ନିଜର ପ୍ରତିନିଧିତ୍ଵ ଦିଲ୍ଲୀ ଦରବାରକୁ ପଠାଇବା ପାଇଁ ଜନତା ପ୍ରସ୍ତୁତ ହେଉଛନ୍ତି । ଭାରତର ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ
Read More...