Browsing Tag

berhampur news

ସାମ୍ବାଦିକ କରୁଣାକରଙ୍କ କରୋନାରେ ମୃତ୍ୟୁ : ଅନୁକମ୍ପା ମୂଳକ ସହାୟତା ପାଇଁ ଦାବୀ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅନୁପମଭାରତର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ସାମ୍ବାଦିକ କରୁଣାକର ସାହୁ କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଗତ ତିନିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କର ସ୍ୱାସ୍ଥ୍ୟ
Read More...

ବ୍ରହ୍ମପୁରର ମା’ବୁଢ଼ୀଠାକୁରାଣୀଙ୍କ ଦ୍ଵି-ବାର୍ଷିକ ଯାତ୍ରା ଉଦଯାପିତ : ପୁଣି ଦୁଇବର୍ଷ ପରେ

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ମଙ୍ଗଳବାର ଦିନ ବ୍ରହ୍ମପୁର ସହରର ଐତିହାସିକ ମାଆ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ମଙ୍ଗଳବାର ଉଦଯାପିତ ହୋଯାଇଛି । ଏପ୍ରିଲ ୯ ତାରିଖ ବିଳମ୍ବିତ ରାତ୍ରୀରେ ମାଆ ନିଜ ମନ୍ଦିରରୁ ବାହାରୁ ଦେଶୀବେହେରା ସାହିରେ ନିର୍ମିତ
Read More...

ଅଗ୍ନିବିପନ୍ନଙ୍କୁ ସମବେଦନା ସହ ସହାୟତା କଲେ ବିଧାୟିକା ଲତିକା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମପଞ୍ଚାୟତରେ ଅଗ୍ନିବିପନ୍ନଙ୍କୁ ସମବେଦନା ଜଣାଇବା ସହିତ କବିସୂର୍ୟ୍ୟନଗର ବିଧାୟିକା ଶ୍ରୀମତୀ ଲତିକାପ୍ରଧାନ ଘଟଣା ସ୍ଥଳ ଗସ୍ତ କରି ବିପନ୍ନଙ୍କୁ ସହାୟତା ପ୍ରଦାନ କରିଥିଲେ । କ୍ଷତି
Read More...

ଶ୍ୟାମ ଖୋସଲା ଥିଲେ ଭାରତୀୟ ସାମ୍ବାଦିକତା ଜଗତର ଉଜ୍ଜ୍ୱଳତମ ନକ୍ଷତ୍ର : ବ୍ରହ୍ମପୁରରେ ଅନୁଷ୍ଠିତ ଶୋକସଭାରେ ବିଭିନ୍ନ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଶ୍ୟାମ ଖୋସଲା ଥିଲେ ଉଜ୍ଜ୍ୱଳତମ ନକ୍ଷତ୍ର ଥିଲେ ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ଆୟୋଜିତ ସ୍ମୃତିସଭାରେ ଏନୟୁଜେଆଇର ପୂର୍ବତନ ସମ୍ପାଦକ ତଥା ଉପସଭାପତି ରବି ରଥ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦୀର୍ଘ ୫୦ ବର୍ଷ
Read More...

ବଡ ମାଧପୁରରେ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ ଅନ୍ତର୍ଗତ ବଡ ମାଧପୁର ଗ୍ରାମରେ ଶ୍ୟାମାକାଳୀ ଯୁବ ସଂଘ ପରିସରରେ ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀ ଆନୁକୂଲ୍ୟରେ ଦ୍ୱିତୀୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅରୁଣ ରାଉଳଙ୍କ ସଭାପତି‌ତ୍ୱରେ ଆୟୋଜିତ
Read More...

କୋଭିଡ-୧୯ର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ସବୁ ଏନ୍. ଜି. ଓ ମାନଙ୍କୁ ନେଇ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କୋଭିଡ-୧୯ର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସ୍ଥିତ ଇକୋସ- ଆଇ ହସ୍ପିଟାଲ ଠାରେ ସବୁ ଏନ୍.ଜି.ଓ ମାନଙ୍କୁ ନେଇ ଏଜ ସମୀକ୍ଷା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଡ଼ଃ. ମିହିର କୁମାର ବଳଙ୍କ ସହଯୋଗରେ
Read More...

ଓଲଟିଲା ମିନିବସ୍ : ୧୦ ଯାତ୍ରୀ ଆହତ

ବ୍ରହ୍ମପୁର : ଗଞ୍ଜାମ କବିସୂର୍ଯ୍ୟନଗରରେ ଏକ ମିନିବସ୍ ଓଲଟି ପଡିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, 'ଶିବଶମ୍ଭୁ' ନାମକ ଯାତ୍ରୀବାହୀ ମିନି ବସ୍ ପୋଲସରାରୁ ଆସିକା ଅଭିମୁଖେ ଆସୁଥିବା ବେଳେ କବିସୂର୍ୟ୍ୟନଗର ନୂତନ ଥାନା ନିକଟରେ ଭାରସାମ୍ୟ ହରାଇ
Read More...

ଛତ୍ରପୁର ସହରବାସୀଙ୍କ ପାଇଁ ୱାଇରଟେଲ ଡିଜିଟାଲ ନେଟୱାର୍କର ଶୁଭାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ଛତ୍ରପୁରସ୍ଥ ଶିବ୍ କୁମାର ପଟ୍ଟନାୟକ ରିଡିଂରୁମ୍ ପରିସରରେ ଏକ ଭବ୍ୟ ସମାରୋହରେ ଆବ-କୋ ଡିଜିଟାଲ ଓ ୱାଇରଟେଲର ମିଳିତ ଏକ ହାଇ- ସ୍ପିଡ୍ ଡିଜିଟାଲ ନେଟୱାର୍କର ଶୁଭାରମ୍ଭ ହୋଇଛି ।
Read More...

ବ୍ରହ୍ମପୁର ଓ ଛତ୍ରପୁରରେ ଭାରତ ରତ୍ନ ଡ଼ଃ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପ୍ରସ୍ତାବ ଅଣାଗଲା

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଡ଼ଃ.ଆମ୍ବେଦକରଙ୍କ ଜୟନ୍ତୀ ଦିବସ ଅବସରରେ ଆଲୋକପାତ ହୋଇଛି ଯେ' ବ୍ରହ୍ମପୁର ଛତ୍ରପୁର ସହରରେ ଭାରତରତ୍ନ ଡ଼ଃ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା ନିମନ୍ତେ ସ୍ମୃତିଚାରଣ ସଭାରେ ପ୍ରସ୍ତାବ ଅଣାଗଲା । ଯାହାକି ଜ଼ିଲ୍ଲା ସଦର ମହକୁମା
Read More...

ଆରମ୍ଭ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା : ଅସ୍ଥାୟୀ ମଣ୍ଡପରେ ମା’ଙ୍କୁ ଦର୍ଶନ କରୁଛନ୍ତି…

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ରାଜା ରାଜୁଡା ଶାସନରୁ ପ୍ରଚଳିତ, ଉଭୟ ଓଡ଼ିଆ ଓ ତେଲୁଗୁ ଏହି ଦୁଇ ସମ୍ପ୍ରଦାୟର ସାନିଧ୍ୟ ଲାଭ କରି ଆସିଥିବା ଭକ୍ତଙ୍କ ମନରେ ବ୍ରହ୍ମପୁର ସହର ଆଜି ଉଚ୍ଛୁଳି ପଡୁଛି । ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା'
Read More...