Browsing Tag

berhamour news

ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁ କନ୍ୟା

ବ୍ରହ୍ମପୁର : ଗତକାଲି ଗଞ୍ଜାମ ସୋରଳରେ ୭ ବର୍ଷର ଶିଶୁ କନ୍ୟା‌ଙ୍କୁ ଟେକି ନେଇ ଗଳା କାଟି ହତ୍ୟା ଉଦ୍ୟମ ଘଟଣା । ବର୍ତ୍ତମାନ କଟକ ସ୍ଥିତ ଏସସିବି ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁ କନ୍ୟା । ବର୍ତ୍ତମାନ ନାବାଳିକାର ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।
Read More...