Browsing Tag

barnga news

ଗୋବିନ୍ଦପୁର ସ୍କୁଲ ପଛରୁ ଗଳିତ ମୃତଦେହ ଠାବ

ବାରଙ୍ଗ : ବାରଙ୍ଗ ଥାନା ଗୋବିନ୍ଦପୁର ସ୍କୁଲ ପଛରୁ ଗଳିତ ମୃତଦେହ ଠାବ । ମୃତ ଯୁବକ ବାଙ୍କି ଥାନା ରାମଚଣ୍ଡୀ ଗାଁର ଅମ୍ବିକା ରାଉତ ବୋଲି ଜଣାପଡିଛି । ୬ ଦିନ ହେବ ନିଖୋଜ ଥିଲେ ଅମ୍ବିକା । ଖବର ଅନୁସାରେ ଗତ ବୁଧବାର ସଂଧ୍ୟାରେ ଗୋବିନ୍ଦପୁର ଗାଁର ମହିଳାମାନେ ଶୌଚ ହେବାକୁ ଯାଇଥିଲେ ।
Read More...

ଗାଡିରେ ଗୁଟ୍‌ଖା ଖାଇବା ପଡିଲା ମହଙ୍ଗା

ବାରଙ୍ଗ : ରସୁଲଗଡ଼ରୁ କଟକ ଆଡକୁ ଯାଉଥିଲା ଏକ ଟାଟା ନେକ୍ସନ କାର୍‌ । ଏହି ସମୟରେ ଗାଡି ଚାଳକ ଗୁଟ୍‌ଖା ଖାଇବାକୁ ଚେଷ୍ଟା କରିଥିଲେ । ହେଲେ ଗୁଟ୍‌ଖା ଖାଇବା ପଡିଛି ମହଙ୍ଗା । କାର୍‌ ଚାଳକ ଭାରସାମ୍ୟ ହରାଇ ପଳାସୁଣି ଛକରେ ଛିଡା ହୋଇଥିବା ଏକ ଓ୍ୱାଗନର କାର୍‌କୁ ଧକ୍କା ଦେଇଥିଲା ।
Read More...