ସରିଗଲା ମହୋତ୍ସବ ରହିଗଲା ସ୍ମୃତି : ସମ୍ମାନିତ ହେଲେ ୧୬ ଜଣ ପ୍ରତିଭା
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଆମେ: ବାରିପଦା ଆନୁକୂଲ୍ୟରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ଚଳିତ ମାସ ୬ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖରେ ମହାସମାରୋହରେ ଉଦଯାପିତ ହୋଇଯାଇଛି ଓ ପ୍ରଥମଥର ପାଇଁ ୯ ଦିନ ବ୍ୟାପି ଅନୁଷ୍ଠିତ ଏହି ମହୋତ୍ସବର ଓଡିଶା,!-->…
Read More...
Read More...