ଅବକାରୀ ବିଭାଗ ବୋଲେରୋ ଧକ୍କାରେ ୨ ବାଇକ୍ ଆରୋହି ଗୁରୁତର
ବାରିପଦା : ଅବକାରୀ ବିଭାଗ ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । କୁଳିଅଣା ଅବକାରୀ ଅଧିକାରୀଙ୍କ ବୋଲେରୋ ଦୁର୍ଘଟଣା ଘଟାଇ ପଳାଉଥିବା ବେଳେ ଉତ୍ତ୍ୟକ୍ତ ଲୋକ ଗାଡି ଭଙ୍ଗାରୁଜା କରିବା ସହ ଅବକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ସୂଚନା ଅନୁସାରେ ଗଣେଶ ନାଥ ଏବଂ ତାଙ୍କ!-->…
Read More...
Read More...