ବାଇକ୍କୁ ଧକ୍କା ଦେଲା ବସ୍ : ୧ ଗୁରୁତର, ଉତ୍ତ୍ୟକ୍ତ ଲୋାକ ବସ୍ ଜାଳିଦେଲେ
ବାରିପଦା : ବାରିପଦା ସହର ଯୁବୁଲି ପେଟ୍ରୋଲ ପମ୍ପ ନିକଟ ଜାତୀୟ ରାଜପଥରେ ରଂଜୀତା ନାମକ ବସ୍ ଏକ ବାଇକ୍କୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛି । ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି ।!-->…
Read More...
Read More...