Browsing Tag

baripada news

ଆୟୋଜିତ ହେଲା ମୟୂରଭଞ୍ଜ ହାଫ ମାରାଥନ : ଚମକିଲେ ବିଦେଶୀ ମାରାଥନ ଦୌଡ଼ାଳି

ଶିମିଳିପାଳ ବଞ୍ଚାଅ ବାର୍ତ୍ତା ନେଇ ଦୌଡିଲେ ୧୨୦୦ରୁ ଉର୍ଦ୍ଧ୍ୱ ମାରାଥନ ଦୌଡ଼ାଳିମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ ଉଦ୍‌ଘାଟିତ ହେଲା ମୟୂରଭଞ୍ଜ ହାଫ ମାରାଥନପୁରୁଷ ବର୍ଗରେ ଅରିଫ ଅଲି, ମହିଳା ବର୍ଗରେ ସନ୍ଧ୍ୟା ପଲ ହେଲେ ଶ୍ରେଷ୍ଠ ବାରିପଦା, (ଦେବସ୍ମିତ ଚୌଧୁରୀ) :
Read More...

ଜାନୁଆରୀ ୧୮ରୁ ଶିମିଳିପାଳ ବନଖଣ୍ଡରେ ଆରମ୍ଭ ପକ୍ଷୀ ଗଣନା

ଚଳିତ ବର୍ଷ ପକ୍ଷୀ ଗଣନା ନିମନ୍ତେ ୪୪ଟି ସାଇଟ ଅନ୍ତର୍ଭୁକ୍ତ; ଗଣନା ଟିମ୍‌ରେ ରହିବେ ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବାରିପଦା, (ଦେବସ୍ମିତ ଚୌଧୁରୀ) : ଆସନ୍ତା ଜାନୁଆରୀ ୧୮ରେ ଶିମିଳିପାଳ ବନଖଣ୍ଡରେ ଆରମ୍ଭ ହେବ ପକ୍ଷୀ ଗଣନା । ଏଥିନିମନ୍ତେ ବାରିପଦା ବନଖଣ୍ଡ ପକ୍ଷରୁ,
Read More...

ମୟୂରଭଞ୍ଜରେ ଆୟୋଜିତ ହେଲା ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

ସମାରୋହରେ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଯୋଗଦାନହିତାଧିକାରୀଙ୍କୁ ବାଣ୍ଟିଲେ ବର୍ଦ୍ଧିତ ଭତ୍ତା ଚେକ; ଭିନ୍ନକ୍ଷମ ଯୁବକ ମାନଙ୍କୁ ପ୍ରଦାନ କଲେ ବ୍ୟାଟେରୀ ଚାଳିତ ଅଟୋରିକ୍ସାହିତାଧିକାରୀଙ୍କ ମୁହଁରେ ହସ ଟିକିଏ ଦେଖିବାକୁ ହିଁ ରାଜ୍ୟ ସରକାରଙ୍କ ପ୍ରୟାସ : ମନ୍ତ୍ରୀ ଡଃ.
Read More...

ଆସନ୍ତା ମାସ ୨୭ ତାରିଖରୁ ଆରମ୍ଭ ମୟୂରଭଞ୍ଜ ଜିଲ୍ଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା

୨ଟି ପର୍ଯ୍ୟାୟରେ ଶିରିଡିରୁ ନାସିକ ଓ ଅଯୋଧ୍ୟାରୁ ବାରଣାସୀ ଯିବେ ୧୯୭ ଲେଖାଏଁ ଯାତ୍ରୀ ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ନେଇ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି
Read More...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ କର୍ମଶାଳା

ବାରିପଦା, (ଦେବସ୍ମିତ ଚୌଧୁରୀ) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଏକ କର୍ମଶାଳା ଓ ଫଟୋଗ୍ରାଫି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ବିଶ୍ୱବିଦ୍ୟାଳୟ ଫଟୋଗ୍ରାଫି
Read More...

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

୪ ଦିନ ବ୍ୟାପି ଚାଲିବ ମେଳା, ବହୁ ଚାଷୀ ହେବେ ଲାଭାନ୍ଵିତ ବାରିପଦା, (ଦେବସ୍ମିତ ଚୌଧୁରୀ) : ଚାଷ ହେଉଛି ମୟୂରଭଞ୍ଜର ଅର୍ଥନୀତି । କୃଷି ହିଁ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ । ମୟୂରଭଞ୍ଜର ଜନସାଧାରଣ ବିଶେଷ ଭାବରେ ‘ଅନ୍ନଦାତା’ଙ୍କ ପାଖରେ ଆଧୁନିକ କୃଷି
Read More...

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା ଜଳ ସେଚନ ଅନୁଭାଗ ପକ୍ଷରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି ।
Read More...

ଅଦିନିଆ ବର୍ଷାରେ ଫସଲ କ୍ଷତି ହୋଇଥିଲେ ସହାୟତା ପ୍ରଦାନ କରାଯିବ : ଜିଲ୍ଲା ପ୍ରଶାସନ

ବାରିପଦା : ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ କ୍ଷତି ପୂରଣ ଦିଆଯିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ବାର୍ତ୍ତା ଦେଇ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି ଯେ କୃଷକ ଫସଲ ବୀମା
Read More...

ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ : ଜଣେ ମୃତ, ୪ ଆହତ

ବାରିପଦା : ପୋଲିସ ଭ୍ୟାନ୍‌କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି । ଆଇଆଇସିଙ୍କ ସମେତ ୪ ଜଣ ଆହତ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ୍‌ ପେଟ୍ରୋଲ ପମ୍ପ ସାମ୍ନାରେ ପୋଲିସ ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ ।
Read More...

ଘାଟିରେ ଓଲଟିଲା ଟ୍ରକ୍ : ଡ୍ରାଇଭର୍‌ ମୃତ, ହେଲ୍‌ପର୍‌ ଗୁରୁତର

ବାରିପଦା : ଘାଟିରେ ପୁଣି ଦୁର୍ଘଟଣା । ଏକ ଲୁହା ପଥର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟିରେ ଓଲଟି ପଡିଛି । ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଉଛି । ଟ୍ରକ୍ ଚାଳକ ଓ ହେଲ୍‌ପର୍‌ ଉଭୟ ଟ୍ରକ୍ ତଳେ ଚାପି ହୋଇ ଯାଇଥିଲେ । ଘଟଣାସ୍ଥଳରେ
Read More...