ପି ସି ପୁର କ୍ଲଷ୍ଟରସ୍ତରୀୟ ‘ନିପୁଣ ଓଡିଶା’ ମେଳା ଅନୁଷ୍ଠିତ
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ମୁନିସିପାଲିଟି ଅନ୍ତର୍ଗତ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପି ସି ପୁର କ୍ଲଷ୍ଟର ସ୍ତରୀୟ 'ନିପୁଣ ଓଡିଶା' ମେଳା ଅନୁଷ୍ଠିତ ହୋଇଯାଇଛି । ସି ଆର ସି ସି ଧନଞ୍ଜୟ ସାହୁଙ୍କ ତତ୍ତ୍ୱାବଧାନରେ!-->…
Read More...
Read More...