Browsing Tag

baripada news

ମହାବଳ ବାଘ ଛାଲ ଜବତ, ୧ ଗିରଫ

ବାରିପଦା : ଶିମିଳିପାଳ ଉଦଳା ରେଞ୍ଜ ବିସିପୁର ଅଞ୍ଚଳରୁ ମହାବଳ ବାଘ ଛାଲ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଳମ୍ଵିତ ରାତି ପ୍ରାୟ ସାଢେ ୨ଟାରେ ୫ ଲକ୍ଷ ଟଙ୍କାର ବାଘ ଛାଲ ଡିଲ୍ ବେଳେ ଚଢାଉ ହୋଇଛି । ଭୁବନେଶ୍ୱରରୁ ଏକ ୭ ଜଣିଆ ଟିମ୍ ଆସି ବାରିପଦା-ଉଦଳା ରାସ୍ତାର ବିସିପୁର
Read More...

ବାରିପଦାରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ଆୟୋଜିତ

ବାରିପଦା : ମୟୂରଭଞ୍ଜ ସାଂସ୍କୃତିକ ବିକାଶ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ବାରିପଦା ଶହୀଦ ସ୍ମୃତିଭବନ ପରିସରରେ ଆୟୋଜିତ ହୋଇଯାଇଛି । ପଦ୍ମଭୂଷଣ ଯତୀନ ଦାସଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ମହୋତ୍ସବରେ ଜିଲ୍ଲାର କୋଣ ଅନୁକୋଣରୁ ୭୦୦ରୁ
Read More...

ଭିଜିଲାନ୍ସ ଜାଲରେ ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ

ବାରିପଦା : ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ତହସିଲର କନିଷ୍ଠ ରାଜସ୍ୱ ସହାୟକ ଭାର୍ଗବ ମହାକୁଡ । ସୂଚନା ଅନୁସାରେ, ଜମି ପଟ୍ଟା କରାଇଦେବାକୁ କହି ଅଭିଯୋଗକାରୀଙ୍କ ଠାରୁ ୪୦ ହଜାର ଟଙ୍କା ନେବା ବେଳେ କାବୁ କରିଥିଲା ଭିଜିଲାନ୍ସ । ତାଙ୍କଠାରୁ ଟଙ୍କାତକ ଜବତ କରିଛି ଭିଜିଲାନ୍ସ ।
Read More...

ଆଜିଠୁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା : ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ଯ୍ୟଟକଙ୍କ ଭ୍ରମଣ ଏବଂ ରାତ୍ରଯାପନ ପାଇଁ ମଙ୍ଗଳବାର ଖୋଲିଲା ପ୍ରବେଶ ଫାଟ । ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଟି. ଅଶୋକ
Read More...

ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର

ବାରିପଦା : ବାରିପଦାରୁ ବାଲେଶ୍ଵର ରାସ୍ତାରେ ୧୮ ନମ୍ଵର ଜାତୀୟ ରାଜପଥ ମଞ୍ଚାବନ୍ଧାଠାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, ବାରିପଦାରୁ ବାଲେଶ୍ଵର ରାସ୍ତାରେ ଏକ ଆଜବେଷ୍ଟସ୍ ବୋଝେଇ ଟ୍ରକ
Read More...

ଦ୍ରୌପଦୀଙ୍କ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ : ବଣ୍ଟା ହେବ ୫ କୁଇଣ୍ଟାଲ ଲଡ଼ୁ

ବାରିପଦା : ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ସମ୍ଭାବନା ଥିବାରୁ ବିଜୟ ଉତ୍ସବ ମନାଇବାକୁ ମୟୂରଭଞ୍ଜ ଜିଲାବାସୀ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୁରୁବାର ଫଳାଫଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି ସମଗ୍ର ଜିଲାର ଲୋକେ ।
Read More...

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା : ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ସୂଚନା ଅନୁସାରେ ଜୁନ ୧୬ରୁ ଅକ୍ଟୋବର ମାସ ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ହେବ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳକୁ ପ୍ରବେଶ କରାଯାଉଥିବା ଶ୍ୟାମାଖୁଣ୍ଟା ବ୍ଲକ ପୀଠାବଟା ଫାଟକ
Read More...

ଅବକାରୀ ବିଭାଗ ବୋଲେରୋ ଧକ୍କାରେ ୨ ବାଇକ୍ ଆରୋହି ଗୁରୁତର

ବାରିପଦା : ଅବକାରୀ ବିଭାଗ ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । କୁଳିଅଣା ଅବକାରୀ ଅଧିକାରୀଙ୍କ ବୋଲେରୋ ଦୁର୍ଘଟଣା ଘଟାଇ ପଳାଉଥିବା ବେଳେ ଉତ୍ତ୍ୟକ୍ତ ଲୋକ ଗାଡି ଭଙ୍ଗାରୁଜା କରିବା ସହ ଅବକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ସୂଚନା ଅନୁସାରେ ଗଣେଶ ନାଥ ଏବଂ ତାଙ୍କ
Read More...

ଚିତାବାଘର ଆକ୍ରମଣରେ ଦିଅର ଓ ଭାଉଜ ଗୁରୁତର

ବାରିପଦା : ଚିତାବାଘର ଆକ୍ରମଣରେ ଦିଅର ଓ ଭାଉଜ ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡିଛି । ଉଭୟଙ୍କୁ କ୍ଷତିପୂରଣ ଦେବାକୁ
Read More...

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ

ବାରିପଦା, (କେପିଏନ୍‌ଏସ୍‌) : ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳକୁ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ । ତେବେ ଅଭୟାରଣ୍ୟରେ ପ୍ରବଳ ବର୍ଷା ଯୋଗୁଁ ଏହାକୁ ବନ୍ଦ କରିଛି ବନବିଭାଗ ବୋଲି ସୂଚନାରେ କୁହାଯାଇଛି । ଉତ୍ତର ଶିମିଳିପାଳର ଡେପୁଟି ଡିରେକ୍ଟର ସାଇ କିରଣ ଡି. ଏନ୍ ଏନେଇ ସୂଚନା ଦେଇଛନ୍ତି ।
Read More...