Browsing Tag

barhampur news

ଗଞ୍ଜାମ ଜିଲ୍ଲାରେ ପ୍ରାକ-ନିର୍ବାଚନୀ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଧରପଗଡ଼ ଜୋରଦାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରାକ-ନିର୍ବାଚନୀ ପରିପ୍ରେକ୍ଷୀରେ ଅବକାରୀ ବିଭାଗର ଧରପଗଡ଼ ଜୋରଦାର ହୋଇଛି । ଜିଲ୍ଲାରେ ନିର୍ବାଚନ ପ୍ରଚାର ଏବଂ ମତଦାନ ଅବାଧ ଓ ନିରପେକ୍ଷ କରାଯିବା ନେଇ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଏ ।
Read More...

ଲେଖିକା ଜ୍ୟୋତ୍ସ୍ନରାଣୀ ସ୍ୱାଇଁଙ୍କ ପରଲୋକରେ ବିଭିନ୍ନ ବ୍ୟକ୍ତିଙ୍କ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁରର ବିଶିଷ୍ଟ ଲେଖିକା ଜ୍ୟୋତ୍ସ୍ନରାଣୀ ସ୍ୱାଇଁ (୬୫)ଙ୍କ ଶନିବାର ଭୋରରେ ଗେଟବଜାର ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଅସୁସ୍ଥ ଥିଲେ । କୋଭିଡ଼-୧୯ ନିୟମ ଅନୁପାଳନ ପୂର୍ବକ ସୀମିତ ବ୍ୟକ୍ତିଙ୍କ ଉପସ୍ଥିତିରେ ଗେଟବଜାର
Read More...

ଦୋକାନୀ ପୀତାମ୍ବର ସାହୁଙ୍କ ଆତ୍ମହତ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରର ବ୍ଲକ ଛକ ନିକଟରେ ଥିବା ମା ମହାମାୟୀ ଜେନେରାଲ ଷ୍ଟୋରର ମାଲିକ ପିତାମ୍ବର ସାହୁ (୨୮) ଗତ ରାତ୍ରରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲପଡ଼ା
Read More...

ବ୍ରହ୍ମପୁରର ମା’ବୁଢ଼ୀଠାକୁରାଣୀଙ୍କ ଦ୍ଵି-ବାର୍ଷିକ ଯାତ୍ରା ଉଦଯାପିତ : ପୁଣି ଦୁଇବର୍ଷ ପରେ

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ମଙ୍ଗଳବାର ଦିନ ବ୍ରହ୍ମପୁର ସହରର ଐତିହାସିକ ମାଆ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ମଙ୍ଗଳବାର ଉଦଯାପିତ ହୋଯାଇଛି । ଏପ୍ରିଲ ୯ ତାରିଖ ବିଳମ୍ବିତ ରାତ୍ରୀରେ ମାଆ ନିଜ ମନ୍ଦିରରୁ ବାହାରୁ ଦେଶୀବେହେରା ସାହିରେ ନିର୍ମିତ
Read More...

ଶିକ୍ଷକ ନିରଞ୍ଜନ ନାହକଙ୍କ ଅସ୍ୱାଭାବିକ ମୃତ୍ୟୁ : ରହସ୍ୟ ଭିତ୍ତିରେ ଜଣେ ମହିଳାଙ୍କ ପ୍ରେମ ସମ୍ପର୍କ : ମହିଳା ଅଟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମଥୁରା ଗୁଡିମାଳ ଗ୍ରାମର ନିରଞ୍ଜନ ନାହକଙ୍କ ମୃତ୍ୟୁ ହୋଇଛି । କଳମ୍ବ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ୟ୍ୟରତ କରୁଥିଲେ ନିରଞ୍ଜନ ନାହକ । ମଙ୍ଗଳବାର ସକାଳୁ ମାର୍ଦା ମନ୍ଦିର ଛକ ନିକଟରେ
Read More...

ଶ୍ୟାମ ଖୋସଲା ଥିଲେ ଭାରତୀୟ ସାମ୍ବାଦିକତା ଜଗତର ଉଜ୍ଜ୍ୱଳତମ ନକ୍ଷତ୍ର : ବ୍ରହ୍ମପୁରରେ ଅନୁଷ୍ଠିତ ଶୋକସଭାରେ ବିଭିନ୍ନ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଶ୍ୟାମ ଖୋସଲା ଥିଲେ ଉଜ୍ଜ୍ୱଳତମ ନକ୍ଷତ୍ର ଥିଲେ ବୋଲି ସ୍ଥାନୀୟ ନବୀନ ଭବନ ପରିସରରେ ଆୟୋଜିତ ସ୍ମୃତିସଭାରେ ଏନୟୁଜେଆଇର ପୂର୍ବତନ ସମ୍ପାଦକ ତଥା ଉପସଭାପତି ରବି ରଥ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦୀର୍ଘ ୫୦ ବର୍ଷ
Read More...

ସୋରଡା ସ୍ଥିତ ବୃଦ୍ଧଲିଙ୍ଗେ‌ଶ୍ୱର କାମ୍ୟଦଣ୍ଡ ଓ ବରାଡି-ଅଗ୍ନିଦଣ୍ଡ ପକ୍ଷରୁ ମେଲଣ ସମାବେଶ ଓ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସୋରଡା ସ୍ଥିତ ଶ୍ରୀ ଶ୍ରୀ ବୃଦ୍ଧଲିଙ୍ଗେ‌ଶ୍ୱର କାମ୍ୟଦଣ୍ଡ ତଥା ବରାଡି ଅଗ୍ନିଦଣ୍ଡ ସାରୁଆ ସାହି ସ୍ଥିତ ଶ୍ରୀଶ୍ରୀ ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣରେ ଦଣ୍ଡଯାତ୍ରାର ଶେଷ ସମାରୋହ ଦିବସରେ ହରିହର ମିଳନ ଉତ୍ସବ ଆନନ୍ଦ-ଉଲ୍ଲାସର ସହ
Read More...

ନବୀନ ସମ୍ବାଦପତ୍ର କବି ଓ ଲେଖକମାନଙ୍କ ଏନ୍ତୁଡ଼ିଶାଳ : ପ୍ରଫେସର ଡ଼ା. ପି.ସି. ସାହୁ

ତ୍ରୟୋବିଂଶ ନବୀନ ବିଷୁବ ମିଳନ ଓ ସାରସ୍ୱତ ସମାବେଶବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା "ନବୀନ' କେବଳ ସମ୍ବାଦପତ୍ର ନୁହଁ ବରଂ କବି ଓ ଲେଖକମାନଙ୍କ ଏନ୍ତୁଡ଼ିଶାଳ ବୋଲି ବିଶିଷ୍ଟ ସମାଜସେବୀ ତଥା ଭେଷଜବିତ ଡ଼ା. ପି.ସି. ସାହୁ ମତବ୍ୟକ୍ତ
Read More...

ବିଷୁବ ମିଳନ ଅବସରରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନବୀନର ତ୍ରୟୋବିଂଶ ବିଷୁବ ମିଳନ ଅବସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ହୋଟେଲ ମୋତି ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର କାର୍ୟ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର
Read More...

ବର୍ଷିୟାନ ସାମ୍ବାଦିକ ଶ୍ୟାମ୍‌ ଖୋସଲାଙ୍କ ପରଲୋକ : ମନ୍ତ୍ରୀ ଓ ସାମ୍ବାଦିକ ସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବର୍ଷିୟାନ ସାମ୍ବାଦିକ, ଜାତୀୟ ସାମ୍ବାଦିକ ୟୁନିଅନର ପ୍ରତିଷ୍ଠାତା ସଦସ୍ୟ, ଇଣ୍ଡିଆନ ମିଡିଅର ସେଣ୍ଟର ଓ ପଞ୍ଚଦ୍‌ ଗବେଷଣା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ, ବିଶିଷ୍ଟ ଶ୍ରମିକ ନେତା, ପ୍ରେସ୍‌ କାଉନସିଲର ପୂର୍ବତନ ସଦସ୍ୟ ଶ୍ୟାମ ଖୋସ୍‌ଲାଙ୍କ
Read More...