ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ବୈଠକ ଓ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଆୟୋଜିତ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ସାଧାରଣ ବୈଠକ ତଥା ନୂଆଁଖାଇ ଭେଟ୍ଘାଟ୍ ଅଗ୍ରଗାମୀ ଯୁବକ ସଂଘ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତିନିଜଣ ନୂତନ ସଦସ୍ୟ ଅନିଲ ଅଗ୍ରୱାଲ, ମନୋରଞ୍ଜନ ପୂଜାରୀ ଓ ପ୍ରଫୁଲ୍ଲ ନନ୍ଦଙ୍କୁ ସ୍ୱାଗତ କରାଯାଇଥିଲା ।!-->…
Read More...
Read More...