Browsing Tag

bargarh news

ନିଷ୍ଠା ପରିବାର ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଦାନ) : ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁରର ମିଳିତ ପ୍ରୟାସରେ ଚତୁର୍ଥ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁରୁଆଁଠାରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ କୁରୁଆଁ
Read More...

କ୍ଷୀରାପାଲିରେ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ବରଗଡ, (ନିରୋଜ କୁମାର ପାଣୀ) : ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ପଂଚାୟତ ଅଧିନ କ୍ଷୀରାପାଲି ରାଧାକୃଷ୍ଣ ମନ୍ଦିର ଠାରେ ବ୍ଲକସ୍ତରୀୟ ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝିଲିମିଣ୍ଡା ପଂଚାୟତ ଯାଦବ ସମାଜ ତରଫରୁ ଅନୁଷ୍ଠିତ ଏହି ନୂଆଁଖାଇ
Read More...

ଟାଇକାଣ୍ଡୋ ଏସୋସିଏସନର ଅଷ୍ଟମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଭଟଲି ଛକ ସ୍ଥିତ ଜୟସିଂ ମଣ୍ଡପ ଠାରେ ବରଗଡ଼ ଟାଏକୋଣ୍ଡୋ ଏସୋସିଏସନ ତରଫରୁ ଦୁଇ ଦିବସିୟ ୮ତମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଏସୋସିଏସନର ଜିଲ୍ଲା ସଭାପତି ନବକିଶୋର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଉଦ୍‌ଘାଟନୀ
Read More...

ଅତାବିରାରେ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ହେଉଥିବା ଚତୁର୍ଥ ରାଜ୍ୟସ୍ତରୀୟ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଅବସରରେ ଗତକାଲି ବରଗଡ଼ ଜିଲ୍ଲାର ଅତାବିରା ବ୍ଲକସ୍ତରୀୟ ପ୍ରତିଯୋଗିତା ସ୍ଥାନୀୟ ଅତାବିରା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମଦ୍ ଭଗବଦ୍
Read More...

ବିରଳ ଓ ଅନନ୍ୟ ପ୍ରତିଭାର ଅଧିକାରୀ ଥିଲେ ଭାଗବତ ପ୍ରସାଦ ନନ୍ଦ

ବରଗଡ, (ନିରୋଜ କୁମାର ପାଣୀ) : ପୂଜ୍ୟ ପୂଜା ପରମ୍ପରାର ପୂଜାରୀ ସାରସ୍ୱତ ସାଧକ, ସମାଜସେବୀ କର୍ମଯୋଗୀ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ ଥିଲେ ବୋଲି ବରଗଡ଼ ସାମ୍ବାଦିକ ସଂଘ ଓ ଭାଗବତ ନନ୍ଦ ସ୍ମୃତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ବିଜୁପଟ୍ଟନାୟକ
Read More...

ଶିବ ମନ୍ଦିର ପୂଜକ ସଙ୍ଘ ଗଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡା ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବପୀଠ କଲ୍ୟାଣ ମଣ୍ଡପ ଠାରେ ଶନିବାର ଶିବ ମନ୍ଦିର ପୂଜକ ସଂଘ ଗଠିତ ହୋଇଯାଇଛି । ଥାନାପତି ଜାତି ୧୩ ମହାସଭାର ସରଣ୍ଡା ଆଞ୍ଚଳିକ ସଭାର ୨୭ଟି ଗ୍ରାମରୁ ୨୩ଟି ଗ୍ରାମର ସଦସ୍ୟମାନେ ଯୋଗ
Read More...

ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟିର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସରେ ହେବାକୁ ଥିବା ବେଳେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଗତକାଲି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କ ପୌରାହିତ୍ୟରେ ତାଙ୍କ ପ୍ରକୋଷ୍ଠରେ ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟିର ବୈଠକ
Read More...

ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୪୮ କୋଟି ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ୭୬.୮୩ ଓ ରାଇସଲପଦର ପାଇଁ ୭୧.୨୦ ସର୍ବମୋଟ ୧୪୮ କୋଟି ଟଙ୍କା ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ
Read More...

ଜୀବନ ନିର୍ମାଣର ମାର୍ଗଦର୍ଶକ ହେଉଛି ପୁସ୍ତକ : ୯୯ତମ ଭ୍ରାମ୍ୟମାଣ ପାଠାଗାରରେ ମତ ପ୍ରକାଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୁସ୍ତକ ପଠନରେ ବୟସର ତାରତମ୍ୟ ନାହିଁ । ପୁସ୍ତକ ଜ୍ଞାନ ବାଣ୍ଟେ । ଚରିତ୍ର ଗଠନ ସହ ଜୀବନ ନିର୍ମାଣରେ ମାର୍ଗଦର୍ଶକ ସାଜିଥାଏ ବୋଲି ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର ଦ୍ଵାରା ଆୟୋଜିତ ୯୯ତମ 'ପିଲାଙ୍କ ପାଖରେ ପାଠାଗାର' କାର୍ଯ୍ୟକ୍ରମରେ ମତ ପ୍ରକାଶ
Read More...

ବୋମାଲୋଇରେ ପ୍ରସ୍ତାବିତ ଗିଫ୍ଟ ତିଲାପିଆ ମାଛ ଜାଆଁଳା କେନ୍ଦ୍ର ହୀରାକୁଦ ଜଳ ଭଣ୍ଡାରର ଜୈବ ବବିଧତାକୁ ନଷ୍ଟ କରିବ ବୋଲି…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ହୀରାକୁଦ ଜଳ ଭଣ୍ଡାର ସଂଲଗ୍ନ ବୋମାଲୋଇରେ ପ୍ରସ୍ତାବିତ ଗିଫ୍ଟ ତିଲାପିଆ ମାଛ ଜାଆଁଳା କେନ୍ଦ୍ର ପ୍ରତିଷ୍ଠା ଦ୍ଵାରା ହୀରାକୁଦ ଜଳ ଭଣ୍ଡାରର ପରିବେଶ ଅସନ୍ତୁଳନ ହେବା ସହ ଜୈବ ବିବିଧତାକୁ ନଷ୍ଟ କରିବ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ବରଗଡ ଜିଲ୍ଲା ଗାଇସିଲେଟ
Read More...