Browsing Tag

bargarh news

ମା’ ଆଇମଲିଏନ ପ୍ରଥମ ଏକ ଦିବସୀୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଆଇମାଲ ଗ୍ରାମରେ ମା' ଆଇମଲିଏନ ପ୍ରଥମ ଏକ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ- ୨୦୨୨ ମା' ଆଇମଲିଏନ ଫୁଟବଲ୍ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଠଟି ଦଳକୁ ନେଇ ହୋଇଥିବା ଏହି ଫୁଟବଲ୍ ପ୍ରତିଯୋଗିତାର
Read More...

ଭଟଲିରେ ନୂତନ ତହସିଲଦାରଙ୍କ ଯୋଗଦାନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଭଟଲି ତହସିଲଦାର ଭାବେ ଓଡିଶା ପ୍ରଶାସନିକ ଅଧିକାରୀ ପଦ୍ମନାଭ ପୁରୋହିତ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଜିଲ୍ଲା ଉପନିବନ୍ଧକ ଭାବେ କାର୍ଯ୍ୟ ନିର୍ବାହ କରି ସାରିଛନ୍ତି । ଭଟଲି ତହସିଲଙ୍କୁ ମଧ୍ୟ ସୁନ୍ଦର ଭାବେ ଗଢି ତୋଳିବା ସହିତ ସମସ୍ତ
Read More...

୭୫ତମ ଧନୁଯାତ୍ରା ମହୋତ୍ସବ ପାଇଁ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ୭୫ତମ ଧନୁଯାତ୍ରା ମହୋତ୍ସବ ପାଇଁ ନୂତନ କଳାକାର ଚୟନ ହେବ । ଭୋଟ ମାଧ୍ୟମରେ କାର୍ଯ୍ୟକାରୀ କମିଟିରେ ନିଷ୍ପତ୍ତି ଗ୍ରହଣ କରଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇ ଉକ୍ତ
Read More...

ବରଗଡ଼ ପୋଲିସ ପକ୍ଷରୁ ବୀରାଙ୍ଗନା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ମହିଳା ତଥା ନାରୀମାନଙ୍କୁ ଆତ୍ମନିର୍ଭରଶୀଳ ତଥା ସଶକ୍ତ ଝିଅ ଓ ସଶକ୍ତ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ବୀରାଙ୍ଗନା କାର୍ଯ୍ୟକ୍ରମରେ ଆଜି ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କ ନେତୃତ୍ୱରେ
Read More...

୪୫୩.୧୧ କୋଟି ଟଙ୍କାରେ ବୃହତ୍‌ ଜଳ ଯୋଗାଣ ପ୍ରକଳ୍ପ ହେବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଏକ ବୃହତ୍‌ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ରବିବାର ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ
Read More...

ମହୁଲପାଲି ଗ୍ରାମରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଳକ୍ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତର ମହୁଲପାଲି ଗ୍ରାମରେ ବୃକ୍ଷ ରୋପଣର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗ୍ରାମ ସୁରକ୍ଷା ସମିତିର ସଭାପତି ଯୁଗେଶ୍ୱର
Read More...

ସରସରାରେ ରାମଲୀଳା ଉପଲେକ୍ଷ ରାବଣ ବରଣ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ସରସରା ଗ୍ରାମରେ ଆସନ୍ତା ଡିସେମ୍ବର ମାସ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ମା' ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ହେବ । ଏହି ଅବସରରେ ସରସରା ଠାରେ ରାମଲୀଳା ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି । ରାବଣ ବରଣ ଭୂମିକାରେ ଅଭିନୟ
Read More...

ଚକରକେନ୍ଦ ମହାବିଦ୍ୟାଳୟରେ ସଫେଇ ଅଭିଯାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନେହେରୁ ଯୁବ କେନ୍ଦ୍ର ତରଫରୁ ୧ ଅକ୍ଟୋବର ୨୦୨୨ରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ମାସବାପୀ ସ୍ୱଚ୍ଛ ଭାରତ ଅଭିଯାନ ୨.୦ ଆରମ୍ଭ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର ବରଗଡ ସହ ଅନୁବନ୍ଧିତ ଯୁବ ସଂଗଠନ ଏବଂ ଜାତୀୟ ସେବା ଯୋଜନା ଅନୁବନ୍ଧିତ
Read More...

ବରଗଡ଼ ପୋଲିସ ପକ୍ଷରୁ ବୀରାଙ୍ଗନା କାର୍ଯ୍ୟକ୍ରମ

ବରଗଡ, (ନିରୋଜ କୁମାର ପାଣୀ) : ମହିଳା ତଥା ନାରୀମାନଙ୍କୁ ଆତ୍ମନିର୍ଭରଶୀଳ ତଥା ସଶକ୍ତ ଝିଅ ଓ ସଶକ୍ତ ସମାଜ ଗଠନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ବୀରାଙ୍ଗନା କାର୍ଯ୍ୟକ୍ରମରେ ଆଜି ଗାଇସିଲେଟ ଥାନା ଅଧିକାରୀ ବୀରବର ଭଗତଙ୍କ ନେତୃତ୍ୱରେ
Read More...

ନିର୍ଭୀକ ଦାୟିତ୍ୱବୋଧ ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରସାରଣର ମାଧ୍ୟମ ହେଉ ୱେବ ମିଡ଼ିଆ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ୍‌ ଠାରେ ପଶ୍ଚିମ ଓଡିଶା ୱେବ ମିଡ଼ିଆ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ଵନକ୍ଷତ୍ର ଦିବସ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସାମ୍ପ୍ରତିକ ସମାଜରେ ୱେବ ମିଡ଼ିଆର ଭୂମିକା ଶୀର୍ଷକ ଆଲୋଚନାଚକ୍ରରେ ଗଣମାଧ୍ୟମର
Read More...