Browsing Tag

bargarh news

ରାଜ୍ୟସ୍ତରୀୟ ଗଙ୍ଗାଧର ଜୟନ୍ତୀ ଅବସରରେ ସଙ୍ଗୀତ ପ୍ରତିଯୋଗିତା

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୩୧ ତାରିଖ ଶ୍ରାବଣ ପୂର୍ଣ୍ଣିମା ଦିନ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବରପାଲି ଗଙ୍ଗାଧର ମେହେର କ୍ଲବର ମିଳିତ ଆନୁକୂଲ୍ୟରେ ପାଳିତ ହେବ । ଏହି ଅବସରରେ ଗଙ୍ଗାଧର ମେହେର କ୍ଲବ ପକ୍ଷରୁ ଗୁରବାର ଗଙ୍ଗାଧର
Read More...

ବୀର ସୁରେନ୍ଦ୍ର ସାଏ ନାଟକର ପୁନଃ ରୂପାନ୍ତରିକରଣ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବଡ଼ଗାଁଠାରେ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ ଓ ଭଗବାନ ସାହୁ ସ୍ମୃତି କମିଟି ପକ୍ଷରୁ ଚହୁଆନ ବୀର ସୁରେନ୍ଦ୍ର ସାଏ ନାଟକର ପୁନଃ ରୂପାନ୍ତରିକରଣ ଉତ୍ସବ ସ୍ମୃତି କମିଟିର ସଭାପତି ଡାକ୍ତର ସୁବଳ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଇଣ୍ଡିଆନ ଆଇକନ ପୁରସ୍କାର ପାଇଲେ ବଦାନ୍ୟ ବନ୍ଧୁର ମୁଖ୍ୟ

ବରଗଡ଼, (ନିରୋଜ କୁମାର ପାଣୀ) : ଜଣାଶୁଣା ସମାଜସେବୀ ତଥା ବଦାନ୍ୟ ବନ୍ଧୁ ଭାବେ ପରିଚିତ ସୁବ୍ରତ କୁମାର ବିର୍ତ୍ତିଆ ପାଇଛନ୍ତି ଜାତୀୟ ପୁରସ୍କାର । ଜ୍ଞାନ ଉଦୟ ଫାଉଣ୍ଡେସନ, କୋଟା ରାଜସ୍ଥାନ ପକ୍ଷରୁ ଶ୍ରୀ ବିର୍ତ୍ତିଆଙ୍କୁ ଦିଆଯାଇଛି ଇଣ୍ଡିଆନ ଆଇକନ ପୁରସ୍କାର । ବରଗଡ଼ ଜିଲ୍ଲା ତଥା ଆଖପାଖ
Read More...

ବରଗଡ଼ ଏସପି କଡା ପଦକ୍ଷେପ : ଜିଲ୍ଲାର ବିଭିନ୍ନ ସ୍ଥାନରୁ ୩୦ ଜଣ କୋରେକ୍ସ ବେପାରୀଙ୍କୁ ଉଠାଇ ଆଣିଲା ପୋଲିସ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ବଢି ଚାଲିଥିବା ଅବାଧ ନିଶା କାରବାରକୁ ଆଖି ଆଗରେ ରଖି ବରଗଡ଼ ଏସ୍‌ପି କଡା ପଦକ୍ଷେପ ନେଇଛନ୍ତି । ୩୦ ଜଣ କୋରେକ୍ସ ବେପାରୀଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଉଠାଇ ଆଣି ବରଗଡ଼ ଏସ୍ପି ଅଫିସରେ ଅଟକ ରଖି ଅଧିକ ତଦନ୍ତ ଜାରି ରହିଛନ୍ତି ।
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୯ରେ

ବରଗଡ, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୯ତମ ପ୍ରତିଷ୍ଠା ଦିବସ ଆସନ୍ତା ୧୯ ତାରିଖ ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପାଳନ କରିବା ପାଇଁ ସ୍ଥିରୀକୃତ ହୋଇଛି । ଏଥିପାଇଁ ସଂଗ୍ରାମୀ ବନ୍ଧୁଙ୍କ ସହ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ
Read More...

ସଂକଳ୍ପ ପରିବାର ଦ୍ୱାରା ୭୭ତମ ସ୍ୱାଧୀନତା ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ । ଚଳିତ ବର୍ଷ ସଂକଳ୍ପ ପରିବାର ଓ ଶହୀଦ ସ୍ମୃତି ସମିତି ବରଗଡ଼ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବୀର ଛକରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ
Read More...

ଗଣଇସ୍ତାହାର ପୁନଃ ପ୍ରକାଶନର ଲୋକାର୍ପଣ ଉତ୍ସବ

ବରଗଡ, (ନିରୋଜ କୁୂମାର ପାଣୀ) : ୧୯୮୧ରେ ସ୍ୱାର୍ଗତ ଶିତିକଣ୍ଠ ପାଟ୍ଟଯୋଶୀଙ୍କ ଦ୍ଵାରା ପ୍ରତିଷ୍ଠିତ ଗ୍ରାମାଞ୍ଚଳର ଗରିବ ଖଟିଖିଆ, ନିଷ୍ପେସିତ ଜନଗଣଙ୍କ ସ୍ୱର 'ଗଣ ଇସ୍ତାହାର'ର ପୁନଃ ପ୍ରକାଶନ ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଅଗଷ୍ଟ ୧୫ରେ ବରଗଡ ବିଜୁ ପଟ୍ଟନାୟକ ଟାଉନ
Read More...

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରଗଡ଼ ବ୍ଲକର ଜାମପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠାନ ପକ୍ଷରୁ ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା
Read More...

ଅସହାୟ ମହିଳାଙ୍କୁ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : କଥା ଦେଇ କଥା ରଖିଲା ଜନ କଲ୍ୟାଣ ସେବା ଟ୍ରଷ୍ଟ, ବିଗତ କିଛି ଦିନ ତଳେ ଏକ ମହିଳା ସୁଷମା ବାରିକ (୨୨), ଗ୍ରାମ -କୁଲ୍ଲା ଜୟନ୍ତି ଟିକ୍ରା, ଜାମପାଲି ପଞ୍ଚାୟତର ଅଟନ୍ତି ନିଜ କୁନି ପୁଅକୁ ନେଇ ଗାଁ ଗାଁ ଯାଇ ଭିକ ମାଗୁଥିବା ଦେଖିବାକୁ ମିଲିଥିଲା । ଏହି ଖବର
Read More...

ଅସହାୟ ଶାରୀରିକ ବିକଳାଙ୍ଗଙ୍କ ପାଖରେ ପହଞ୍ଚିଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରଗଡ଼ ବ୍ଲକର କୁଲ୍ଲା ଗ୍ରାମର ଜଣେ ସପୂର୍ଣ୍ଣ ଶାରୀରିକ ଅକ୍ଷମତା ଥିବା ଜଣେ ଅସହାୟ ଛାତ୍ରଙ୍କ ପାଖରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ଏକ ପ୍ରତିନିଧି ଦଳ ପହଞ୍ଚି ତାଙ୍କ ବିଷୟରେ ସପୂର୍ଣ୍ଣ ପଚରା
Read More...