Browsing Tag

bargarh news

ଯୁଗ ପ୍ରବର୍ତ୍ତକ ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତ ତମ ଜୟନ୍ତୀ ଜ୍ଞାନ ଜ୍ୟୋତି…

ବରଗଡ଼, (କେପିଏନ୍‌ଏସ୍‌) : ଯୁଗ ପ୍ରବର୍ତ୍ତକ ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତ ତମ ଜୟନ୍ତୀ ଜ୍ଞାନ ଜ୍ୟୋତି ପର୍ବ ପାଳନ ଉପଲକ୍ଷେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ସୌଜନ୍ୟରେ ତ୍ରିଦିବସୀୟ ଗତ ୨୩ ଡିସେମ୍ବରରୁ ଆରମ୍ଭ ହୋଇ ୨୫ ଡିସେମ୍ବରରେ ଉଦ୍‌ଯାପିତ
Read More...

ଧାନ ମଣ୍ଡିରେ ଚାଲିଛି କଟନି ଛଟନି : ପ୍ରଦୀପ ପୁରୋହିତ

ବିଭାଗୀୟ ମନ୍ତ୍ରୀ ଓଡ଼ିଶାର କୌଣସି ଏକ ମଣ୍ଡିକୁ ଯାଆନ୍ତୁ : ଶ୍ରୀ ପୁରୋହିତ୭୫ କେଜି ଧାନରେ ମିନିମମୟ ଦୁଇ କେଜି କଟନି ଛଟନି ହେଉଛି : ଶ୍ରୀ ପୁରୋହିତଧାନ ବିକ୍ରି ପରେ ବି ଚାଷୀଙ୍କ ଆକାଉଣ୍ଟରେ ଜମା ହେଉ ନାହିଁ ପଇସା : ଶ୍ରୀ ପୁରୋହିତ ବରଗଡ, (ନିରୋଜ କୁମାର ପାଣୀ) : ଧାନ ମଣ୍ଡିରେ
Read More...

ବାବେବିରାଠାରେ ସ୍ୱର୍ଗତ ଖିରେଶ୍ୱର ନାଏକଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ସଭା ଓ ବନ୍ଧୁ ମିଳନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲୁଣ୍ଡା ପଞ୍ଚାୟତ ବାବେବିରାଠାରେ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଜାତୀୟ କୃଷକ ଦିବସ ଅବସରରେ ସଂଗଠନ ସଭାପତି ଷଢାନନ ଭୋଇଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ଖିରେଶ୍ଵର ନାଏକଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ
Read More...

ଧାନଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ଝୁଲପିଆପାଲି, ଖେମେଶରା, ହଳଦୀପାଲି ଏବଂ ସତଲମା ଗ୍ରାମରେ କୋର୍‌ କାର୍ବନ୍‌ ଏକ୍ସ ସୋଲୁସନ୍‌ ପ୍ରାଇଭେଟ ଲିମିଟେଡ଼ ଓ ମହାଶକ୍ତି ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଧାନଶସ୍ୟ କାଟ ପରୀକ୍ଷଣ
Read More...

ଗୀତା ମିଶ୍ରଙ୍କ ତତ୍ତ୍ଵାବଧାନରେ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଚନ୍ଦ୍ରହାସିନୀରେ ବଣଭୋଜି

ବରଗଡ, (ନିରୋଜ କୁମାର ପାଣୀ) : ସମଲାଇପଦର ସ୍ଥିତ ପାର୍ବତୀ ଗିରି ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ପାଇଁ ବରଗଡ଼ର ସମାଜସେବୀ ଗୀତା ମିଶ୍ର ବଣଭୋଜିର ଆୟୋଜନ କରି ଆମୋଦିତ କରାଇଛନ୍ତି । ଅନ୍ତେବାସୀ ବୃଦ୍ଧ ବୃଦ୍ଧାଙ୍କ ସହିତ ସେବକ ସେବିକା ଗଣ ଛତିଶଗଡ ରାଜ୍ୟ ଚନ୍ଦରପୁରଠାରେ ବଣଭୋଜି ସାଙ୍ଗକୁ
Read More...

ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଚାରପାଲି ହାଇସ୍କୁଲରେ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ
Read More...

ବାରବଖରାରେ ପରିବେଶ ସୁରକ୍ଷା ଆଲୋଚନାଚକ୍ର

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ର ପରିବେଶ ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅମ୍ବାଭୋନା ବ୍ଲକ କର୍ଲା ଗ୍ରାମ ନିକଟସ୍ଥ ବାରବଖରାଠାରେ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ମଞ୍ଚ ସଭାପତି ପ୍ରାଧ୍ୟାପକ ପ୍ରମୋଦ କୁମାର ହୋତାଙ୍କ ସଭାପତିତ୍ୱରେ
Read More...

ଶଳାବୁଢା ଅଟଲ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ସମାରୋହ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ବ୍ଲକ ଅନ୍ତର୍ଗତ ସମଲେଶ୍ୱରୀ ବିହାରଠାରେ ଫାର୍ମାସିଷ୍ଟ କଲେଜର ସଭା ଗୃହରେ ସ୍ୱର୍ଗତ ଅଟଲ ବିହାରୀ ପଣ୍ଡାଙ୍କ ଜନ୍ମ ଜୟନ୍ତୀ ସମାରୋହ ଅଧ୍ୟକ୍ଷ ଅନ୍ନବାଦିତ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶଳା ବୁଢା, ଆଦିମ୍‌ ବିଚାର୍‌ ଓ ଶଳା
Read More...

ମଦୁଆଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କୁ ଦାବି ଜଣାଇଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ

ବରଗଡ, (ନିରୋଜ କୁମାର ପାଣୀ) : ମଦୁଆଙ୍କୁ ପରିଚୟ ପତ୍ର ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କୁ ଦାବି ଜଣାଇଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ । ସଂଗଠନ ପକ୍ଷରୁ କୁହାଯାଇଛି ଯେ ପରିବର୍ତ୍ତନଶୀଳ ସମୟ ଚକରେ ଆଜି ଦୁନିଆଁଟା ବହୁଳ ଭାବରେ ବଦଳିବାକୁ ବସିଥିବା ବେଳେ ପୂର୍ବର ସେ ସମୟର ବ୍ୟକ୍ତି ବିଶେଷ
Read More...

ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା

ବରଗଡ: ଆସନ୍ତା ଜାନୁଆରି ୧୫ ତାରିଖରୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ କରିଥିଲେ । ତେବେ
Read More...