ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାବି ଜଣାଇଲେ ଇରାସିସ…
ବରଗଡ, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ଗୁରୁତ୍ଵ ଦେଉଛନ୍ତି । ଶିକ୍ଷା ଓ ସ୍ଵାସ୍ଥ୍ୟ ସୁଦୃଢ ହେଲେ ରାଜ୍ୟ ତଥା ଦେଶ ପ୍ରଗତି ପଥରେ ଅଗ୍ରସର ହୋଇପାରିବ । ତେବେ ସାଂପ୍ରତିକ ପରିସ୍ଥିତିରେ ବହୁଳ ମାତ୍ରାରେ ଡାକ୍ତରଖାନା ଗଢି!-->…
Read More...
Read More...