Browsing Tag

bargarh news

ଆର୍ଥିକ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ରଙ୍କ କଳାଗ୍ରାମ ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ଆର୍ଥିକ ମୁଖ୍ୟ ସଚିବ ଶ୍ରୀମାନ ଶାଶ୍ୱତ ମିଶ୍ର ବୁରୋମୁଣ୍ଡା ସ୍ଥିତ କଳାଗ୍ରାମ ପରିଦର୍ଶନ କରିଛନ୍ତି । ଅସପୂର୍ଣ୍ଣ କାମ ଖୁବ ଶୀଘ୍ର ସମାପନ କରାଯିବ ବୋଲି କହିବା ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ । ଉକ୍ତ ଅବସରରେ ପ୍ରକଳ୍ପ
Read More...

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ
Read More...

ପୁରୁଣା ପେନସନ୍‌ ପୁନଃ ପ୍ରଚଳନ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଦିନ ବରଗଡ ଏଡିଏମ୍‌ ମଧୁଛନ୍ଦା ଦାଶଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନ୍‌ଏମ୍‌ଓପିଏସ୍‌ ବରଗଡ଼ ତରଫରୁ ରଘୁନାଥ ପୁରୀ ଓ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ୍‌ ଉଚ୍ଛେଦକରି ପୁରୁଣା ପେନସନ୍‌ ଲାଗୁକରିବାକୁ
Read More...

ତୃତୀୟ ଦିନରେ ନର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

ବରଗଡ, (ନିରୋଜ କୁମାର ପାଣୀ) : ଜିଦ୍‌ରେ ଅଟଳ ରହିଲେ ଆନ୍ଦୋଳନରତ ନର୍ସିଙ୍ଗ କର୍ମଚାରୀ । ନା ପ୍ରସାଶନକୁ ଖାତିର କଲେ ନା ସରକାରଙ୍କୁ । ପୂର୍ବରୁ ଦେଇଥିବା ଚେତାବନୀ ମୁତାବକ ଆନ୍ଦୋଳନ ପୂରଣ ନହେଲେ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବେ ଶେଷରେ ସେଇଆ ହେଲା ଆଜି ତୃତୀୟ ଦିନ ବିତିଯାଇଥିଲେ ସୁଦ୍ଧା
Read More...

କାର ବାଇକ ଧକ୍କାରେ ଯୁବକ ଗୁରୁତର : ଚିକିତ୍ସାଲୟ ପହଞ୍ଚାଇଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବରଗଡ଼ ଭେଡେନ ରାସ୍ତା ସାହୁ ଟିକିରା ନିକଟରେ ଆଜି ଦିନ ୧୨.୩୦ ମିନିଟ ସମୟରେ ଏକ କାର ଓ ବାଇକ ମଧ୍ୟରେ ଭୟ ଦୁର୍ଘଟଣା ଘଟିଥିଲା ଘଟଣା ସ୍ଥଳରେ ବାଇକ ଚାଳକ ଗୁରୁତର ଆହତ ହେବା ସହିତ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ ।
Read More...

ବରଗଡ଼ କ୍ୟାନ୍ସର ହସ୍ପିଟାଲ ସ୍ୱପ୍ନ କେବେ ସାକାର ହେବ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ଖୋଲିଛି ସତ ହେଲେ କୌଣସି ସୁବିଧା ନଥିବା ଯୋଗୁଁ ଏହାର ଉଦ୍ଦେଶ୍ୟ ସାଧିତ ହୋଇପାରୁ ନଥିବା ଅଭିଯୋଗ କରି ବରଗଡ଼ ସିଟିଜେନ୍‌ ଫୋରମ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଯେଉଁ
Read More...

ସୁବର୍ଣ୍ଣଦୀପର ନୂଆଁଖାଇ ସମ୍ମାନ ଉତ୍ସବ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ଇଣ୍ଟରନେଟ୍‌ ଯୁଗରେ ୩୦ ବର୍ଷରୁ ଅଧିକ ସମୟ ଯୁଗୋପଯୋଗୀ ସୁବର୍ଣ୍ଣଦୀପ ଶିଶୁ କିଶୋର ପତ୍ରିକା ବରଗଡ଼ ଜିଲ୍ଲାରୁ ନିୟମିତ ଭାବେ ପ୍ରକାଶ ପାଇବା ସହିତ ଲେଖକ, ଲେଖିକାଙ୍କୁ ନୂଆଁଖାଇ ଲେଖା ପ୍ରକାଶ ପାଇଁ ସୁଯୋଗ ଦେଇ ଅନୁଷ୍ଠିତ ଏକ ଲେଖକ, ଲେଖିକା ସମ୍ମିଳନୀରେ
Read More...

ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର : ୭୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରା ବ୍ଲକ ଟାଙ୍ଗରପାଲି ଗ୍ରାମପଞ୍ଚାୟତ ରାଜୀବ ଭବନ ଠାରେ ଆଜି ବରଗଡ଼ ଜିଲ୍ଲା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଟାଙ୍ଗରପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରରେ
Read More...

ଇନର ହ୍ଵିଲ କ୍ଲବ ଅଫ୍‌ ବରଗଡ଼ ଦ୍ୱାରା ଗର୍ଭାଶୟ କ୍ୟାନ୍ସର ସୁରକ୍ଷା ପାଇଁ ୧୨ ଜଣଙ୍କୁ ମାଗଣା…

ବରଗଡ଼, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଗର୍ଭାଶୟ କର୍କଟ ସାରା ବିଶ୍ୱ ପାଇଁ ଏକ ଗୁରୁତର ସମସ୍ୟା ପାଲଟିଛି । ପ୍ରତି ୭ ମିନିଟରେ ଜଣେ ମହିଳା ଏହି ରୋଗର ଶିକାର ହେଉଛନ୍ତି । ଏହି କର୍କଟ ମହିଳାଙ୍କ ଗର୍ଭାଶୟରେ ଦେଖାଯାଏ । ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଏହା
Read More...

ମୁକୁନ୍ଦ ଦାଶଙ୍କୁ ରାଷ୍ଟ୍ରୀୟ ନୈତିକତା ସମ୍ମାନ ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶଙ୍କ ସମାଜ ସେବା କାର୍ଯ୍ୟ ତଥା ଅନେକ ଲୋକଙ୍କୁ ସାହାଯ୍ୟ ତଥା କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ସେବା ଓ ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ ଓ
Read More...