Browsing Tag

bargarh news

ବରଗଡ଼ ପୋୖରାଞ୍ଚଳରେ ହୋଲଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆନୁଆଲ ଭ୍ୟାଲୁର ଅସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ବିଚାରକୁ ନନେଇ ଲୋକମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି, ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରୁଛି ।
Read More...

ହୋଲଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ‌) : ଆନୁଆଲ ଭ୍ୟାଲୁର ଆସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତ ଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ଵିଚାରକୁ ନନେଇ ଲୋକମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରୁଛି ।
Read More...

ବରଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଚେତାବନୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ୩ ଦଫା ଦାବୀରେ ବରଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି । ଆଜି ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘ ସଭାପତି ଶ୍ୟାମ ସୁନ୍ଦର ଅଦାବର ୩ ଦଫା ଦାବୀ ସଂପର୍କରେ ଅବଗତ କରାଇବା ସହ ଏହାର ତୁରନ୍ତ ସମାଧାନ
Read More...

କୋଭିଡ ଭେକସିନର ଶୁଭାରମ୍ଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ କୋଭିଡ ଭେକସିନ ପ୍ରଦାନ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଛି । ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ଏବଂ ସିଡିଏମଓ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ମୁଖ୍ୟ ଚିକିତ୍ସାଳୟ
Read More...

ଡମ୍ପିଙ୍ଗୟାର୍ଡ ସ୍ଥାନାନ୍ତରଣ ଦାବୀ ପୁଣି ତେଜିଲା, ଆବର୍ଜନା ପକାଇବାକୁ ଵିରୋଧ କଲେ ସ୍ଥାନୀୟ ଲୋକେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ପୌର ପରିଷଦ ଅଧିନରେ ଥିବା ମୁଣ୍ଡପଡା ନିକଟ ଡ଼ମ୍ପିଙ୍ଗୟାର୍ଡରେ ଏବେ ପରିସ୍ଥିତି ଅସମ୍ଭାଳ, ଅଳିଆ ଆବର୍ଜନା ଭରା କୃତ୍ରିମ ପାହାଡ ଯୋଗୁ ଲୋକେ ଶ୍ୱାସରୁଦ୍ଧ ହୋଇ ପଡୁଥିବା ଅଭିଯୋଗ କରିଛନ୍ତି । ଜାନୁଆରୀ ୧୫ ତାରିଖରୁ ଆବର୍ଜନା ଆଉ ପକାଯିବା ନାହିଁ ବୋଲି
Read More...

ମହିଳାଙ୍କ ସୁରକ୍ଷା ପାଇଁ ରେଡ୍ ସ୍କୁଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ମହିଳାଙ୍କ ସୁରକ୍ଷା ଓ ସହାୟତା ପ୍ରଦାନ କରିବା ପାଇଁ ସରକାରଙ୍କ ନୂତନ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ରାଜ୍ୟ ପୋଲିସ ବିଭାଗକୁ ୫ ଶହ ରେଡ୍ ସ୍କୁଟି ଯୋଗାଇ ଦିଆଯାଇଛି । ନିର୍ଭୟା ଯୋଜନା ମାଧ୍ୟମରେ ଦିଆଯାଇଥିବା ଏହି ସ୍କୁଟି
Read More...

ଲାୟନ୍ସ କ୍ଲବ ପକ୍ଷରୁ କୁଷ୍ଠାଶ୍ରମଠାରେ କମ୍ବଳ, ମାକ୍ସ ଓ ସାନିଟାଇଜର ବଣ୍ଟନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଲାୟନ୍ସ କ୍ଲବ ପକ୍ଷରୁ ଆଜି ବରଗଡ ଜିଲ୍ଲା ଅନ୍ତର୍ଗତ ଅତାବିରା ବ୍ଳକ ଅଧୀନସ୍ଥ ଝାଇଯୋର କୁଷ୍ଠାଶ୍ରମଠାରେ ଅନୁଷ୍ଠାନ ପକ୍ଷରୁ ୨୩ ଖଣ୍ଡ କମ୍ବଳ, ମାକ୍ସ, ସାନିଟାଇଜର ବଣ୍ଟନ କରାଯାଇଥିଲା ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ମହିଳା ସମାଜସେବୀ ଜୟନ୍ତୀ ବେହେରା,
Read More...

ବରଗଡ଼ ପୋଲିସକୁ ମିଳିଲା ସଫଳତା : ୩ ଲୁଟେରା ଗିରଫ୍‌

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ପୋଲିସକୁ ମିଳିଛି ସଫଳତା । ବରଗଡ଼ ସହରର ୫ ନମ୍ବର ୱାର୍ଡରେ ଡକାୟତି ଘଟଣାର ୩ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଗିରଫ୍‌ ଲୁଟେରାମାନ‌ଙ୍କ ଠାରୁ ୧୮.୨୪ ଲକ୍ଷ ଟଙ୍କା ସହ ବହୁ ସୁନା ଗହଣା ଜବତ ହୋଇଥିବା ଜଣାପଡ଼ିଛି । ଏହା ସହ ୨ଟି ଛୁରି, ବାଇକ୍‌
Read More...

ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ସ ଏମ୍ପା‌ୱାରମେଣ୍ଟ ମହିଳା ଶାଖା ତରଫରୁ କୁଷ୍ଟାଶ୍ରମଠାରେ ଖାଦ୍ୟ ଓ କପଡା ବଣ୍ଟନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ସ ଏମ୍ପା‌ୱାରମେଣ୍ଟ ମହିଳା ଶାଖା ତରଫରୁ ଆଜି ମକର ସଂକ୍ରାନ୍ତୀ ଅବସରରେ ବରଗଡ଼ ସ୍ଥିତ ପାଣ୍ଡରୀପଥର କୁଷ୍ଟାଶ୍ରମ ଠାରେ ଅନୁଷ୍ଠାନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ନୂତନ ବସ୍ତ୍ର, ପୂରୁଣା କପଡା
Read More...

ପୂର୍ବତନ ସୈନିକ ଜୟପାଳ ନାୟକ ଆଉ ନାହାନ୍ତି

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରାର ବାବେବିରା ଗ୍ରାମର ପୂର୍ବତନ ସୈନିକ ଜୟପାଳ ନାୟକ ଆଉ ନାହାନ୍ତି । ତା‌ଙ୍କ ଦେହା‌ନ୍ତ ହୋଇଯାଇଥିବା ଖବର ମିଳିଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ତିନି ଝିଅରେ ଗୋଟିଏ ପୁଅ । ପୁଅଙ୍କୁ ମଧ୍ୟ ସେ ଦେଶ ସେବାରେ ସେ ନିୟୋଜିତ
Read More...