Browsing Tag

bargarh news

ବୀର ସୁରେନ୍ଦ୍ର ସାଏ କ୍ଲବ, ନାୟକ ପଡା ଆନୁକୁଲ୍ୟରେ ଗୁଣନିଧି ମେମୋରିଆଲ ଚାଲେଞ୍ଜ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବରଗଡ ନାୟକପଡା, ବୀର ସୁରେନ୍ଦ୍ର ସାଏ କ୍ଲବ ଠାରେ, ସ୍ୱାଧୀନତା ସଂଗ୍ରାମୀ "ବୀର ସୁରେନ୍ଦ୍ର ସାଏ"ଙ୍କ ଜୟନ୍ତୀ ତଥା କ୍ଲବର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା । ଜୟନ୍ତୀ ଅବସରରେ କ୍ଲବ୍‌ ଆନୁକୂଲ୍ୟରେ ସ୍ଥାନୀୟ ଆଇନଜୀବୀ ତଥା କ୍ଲବର ବୟୋଜ୍ୟେଷ୍ଠ
Read More...

ସାହାଣୀ କପ୍ ପାଇଁ ଚୟନ ଆସନ୍ତା ୨୯ ଓ ୩୦ରେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆନ୍ତଃ ଜିଲ୍ଲା ସିନିୟର୍ ଫୁଟବଲ୍ ପ୍ରତିଯୋଗିତା ସାହାଣୀ କପ୍ ପାଇଁ ବରଗଡ଼ ଜିଲ୍ଲା ଖେଳାଳୀ ମାନଙ୍କ ଚୟନ ଆସନ୍ତା ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଛୁକ
Read More...

କୋଭିଡ୍‌ ଆକ୍ରାନ୍ତଙ୍କ ଶବ ସତ୍କାର କଲା ସଂକ‌ଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ହସ୍ପିଟାଲରେ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସୂର୍ଯ୍ୟକାନ୍ତ ନାଏକ(୪୭)ଙ୍କ ଗତକାଲି ପିପଳମୁଣ୍ଡା ସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ସଂକ‌ଳ୍ପ ପରିବାରର ସାହାଯ୍ୟରେ ଶବ ସତ୍କାର କରାଯାଇଥିଲା । ମୃତ ସୂର୍ଯ୍ୟକାନ୍ତ ଏକ ଘରୋଇ
Read More...

ପ୍ରଥମ ଗୁଣନିଧି ଦାଶ ଭି.ଏସ.ଏସ. ଚେଲେଞ୍ଜର କପ୍ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ସ୍ଥାନୀୟ ନାଏକ ପଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ପ୍ରଥମ ଗୁଣନିଧି ଦାଶ ସ୍ମାରକୀ ଭି.ଏସ.ଏସ ଚେଲେଞ୍ଜର୍ କପ୍ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଅଛି । ସଂଘର ବରିଷ୍ଠ ସଦସ୍ୟ ଭୋଲାନାଥ ଦାଶଙ୍କ ସଭାପତିତ୍‌ତ୍ୱ ଓ ନିପନ୍
Read More...

ବରଗଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ଜାତୀୟ ପତାକା ଉତ୍ତୋଳନ କରିବେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ଜାତୀୟ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନ ସକାଳ ୪ ରୁ ୫ ମଧ୍ୟରେ ରାମଧୂନ ପରିବେଷଣ କରାଯିବ ।
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ଉଦ୍ୟୋଗ ସୃଷ୍ଟି କରିବା ସହ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଅସିତ ତ୍ରିପାଠୀ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତାରେ ପ୍ରକାଶ କରିଛନ୍ତି ।
Read More...

ଇ-ଶକ୍ତି ପ୍ରକଳ୍ପ ତଦାରଖ କମିଟି ବୈଠକ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ଇ-ଶକ୍ତି ପ୍ରକଳ୍ପ ତଦାରଖ କମିଟି ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହାୟକ ମହାପ୍ରବନ୍ଧକ ସରୋଜ କୁମାର ଜେନା ରାଷ୍ଟ୍ରୀୟ କୃଷି ବିକାଶ ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।
Read More...

‘ଏ ଧନ ତମେ କାଣା ଦିଶୁଛ ରିଟର୍ଣ୍ଣ’ର ରେକଡିଂ ସମା‌ପ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଖଡ଼ିଆଲର ଦୋହେଲପଡ଼ା ମାଁ ହରଗୌରୀ ମ୍ୟୁଜିକ ପ୍ରଡ଼କ୍ସନ ଦ୍ବାରା ପ୍ରସ୍ତୁତ ହୋଇ ଯାଇଛି ଏକ ବହୁତ ସୁନ୍ଦର ସମ୍ବଲପୁରୀ ଗୀତ "ଏ ଧନ ତମେ କାଣା ଦିଶୁଛ ରିଟର୍ଣ୍ଣ" । ଏହି ଗୀତର ଅଡ଼ିଓ ଅତି ନିକଟରେ ରାଗ ରାଗିଣୀ ଷ୍ଟୁଡ଼ିଓ ବରଗଡ଼ରେ ରେକଡିଂ ସରି ସାରିଛି । ଏହି ଗୀତରେ
Read More...

‘ବଡ଼ ମାଁ’ର ଶୁଭ ମୁହୁରତ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହ୍ନି କନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ତିଥି ଅବସରରେ ବରଗଡ଼ ପଞ୍ଚବଟୀ ଫିଲ୍ମ୍ ପକ୍ଷରୁ ଆଜି 'ବଡ଼ ମାଁ' ଚଳଚ୍ଚିତ୍ର ର ଶୁଭ ମୁହୁରତ ଅନୁଷ୍ଠିତ ହୋଇଯାଇଛି। ମାଁ ପରରାପାଟ୍ ମନ୍ଦିର ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ
Read More...

ପାର୍ବତୀ ଗିରି ବୃଦ୍ଧାଶ୍ରମ ଦ୍ୱାରା ନିଷ୍ଠା ପରିବାର ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ସମଲେଇପଦର, ବରଗଡର ସ୍ଵାଧୀନତା ସଂଗ୍ରାମୀ ତଥା ପଶ୍ଚିମ ଓଡିଶାର ମଦର ଟେରେସା ପାର୍ବତୀ ଗିରିଙ୍କ ଜନ୍ମ ମାଟିରେ ତାଙ୍କ ନାମରେ ନାମିତ ପାର୍ବତୀ ଗିରି ବୃଦ୍ଧଶ୍ରମରେ ତାଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ନିଷ୍ଠା ପରିବାରକୁ ସମ୍ବର୍ଦ୍ଧିତ କରାଯାଇଛି ।
Read More...