Browsing Tag

bargarh news

ଗୁରୁଶ୍ରୀ ଭଗବାନ ସାହୁ ସ୍ମୃତି କମିଟି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ କାର୍ୟ୍ୟାଳୟରେ ଆଜି ଗୁରୁ ଭଗବାନ ସାହୁ ସ୍ମୃତି କମିଟିର ଆବାହକ ଉତ୍ପନ୍ନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ଡ.ହଲଧର ନାଗ, ଅଧ୍ୟାପକ ମୋହନ ସାହୁ, ସଂପାଦକ ପ୍ରଦୀପ ଦେବତା, କାର୍ୟ୍ୟକାରୀ ସଭାପତି କେଦାର ମିଶ୍ର
Read More...

ଶୀଘ୍ର ପୋୖର ନିର୍ବାଚନ କରିବାକୁ ଆପ୍‌ର ଦାବୀ

ବରଗଡ଼, (ସତ୍ୟନାରାୟନ ‌ପ୍ରଧାନ ) : ଗତ ପୋୖର ପରିଷଦର କାର୍ୟ୍ୟକାଳ ଶେଷ ହେବା ପ୍ରାୟ ଦୁଇ ବର୍ଷ ଚାରି ମାସରୁ ଅଧିକ ହୋଇଥିଲେ ସୁଦ୍ଧା ତାଜା ନୂଆ ନିର୍ବାଚନ କେବେ ହେବ ସ୍ପଷ୍ଟ ଜଣାପଡୁନାହିଁ । ବରଗଡ଼ ସହରରେ କାଉନସିଲ ନଥିବା କାରଣରୁ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବା
Read More...

ଜିଲ୍ଲା ସ୍ତରୀୟ ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ଆୟୋଜିତ ଉତ୍ସବରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ
Read More...

ଭିଡିଓ କନଫରେନ୍ସ ମାଧ୍ୟମରେ ମୋ ସେବା କେନ୍ଦ୍ର ଉଦଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ତଥା ପଞ୍ଚାୟତ ରାଜ ଓ ଲୋକ ସେବା ଦିବସ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏ୍‌ସି ଠାରେ ମୋ ସେବା କେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ
Read More...

ସ୍ବାମୀ ଦାମୋଦର ସଦା ବାବା ହତ୍ୟା ଘଟଣାର ପର୍ଦ୍ଦାଫାସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପ ନିକଟରେ ଅବସ୍ଥିତ ବାଳ ଯୋଗେଶ୍ବରୀ ଆଶ୍ରମ ପରିସରରେ ଘଟିଥିବା ସ୍ବାମୀ ଦାମୋଦର ସଦା ବାବା ହତ୍ୟା ଘଟଣାରେ ଜଣକୁ ଗିରଫ କରି ପୋଲିସ ରହସ୍ୟର ପର୍ଦ୍ଦାଫାସ କରିଛି । ଅଭିଯୁକ୍ତ ରେଙ୍ଗାଲି
Read More...

ପଞ୍ଚାୟତ ଦିବସ ପୂର୍ବରୁ ସହାୟତା ପାଇଲେ କସ୍ତୁରୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ତାଲମେଣ୍ଡା ପଞ୍ଚାୟତ ଦେହେରୀପାଲି(ଦେକୁଲବା)ର ନିଃସହାୟ ଓ ନିରାଶ୍ରୟ ଅବସ୍ଥାରେ ଥିବା ୬୧ ବର୍ଷ ବୟ‌ସ୍କା ବୃଦ୍ଧା କସ୍ତୁରୀ ଭେସ୍ରାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୋଲାପ ଦାଶଙ୍କ ପ୍ରୟାସରେ ଆଜି ତାଙ୍କୁ
Read More...

ନିର୍ଭୁଲ ଜନଗଣନା ପାଇଁ ଜିଲ୍ଲାର ୫ କର୍ମଚାରୀ ସମ୍ବର୍ଦ୍ଧିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଜନ ଗଣନା ସମୟରେ ନିଜ ଅଞ୍ଚଳରେ ନିର୍ଭୁଲ ଭାବରେ କାର୍ୟ୍ୟ ସମ୍ପାଦନା କରିଥିବାରୁ ଜିଲ୍ଲାର ୫ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ
Read More...

ମୋବାଇଲ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, ( ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ସମ୍ମିଳନୀ କକ୍ଷ ଠାରେ ନାବାର୍ଡ ଆନୁକୂଲ୍ୟରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ମୋବାଇଲ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ସହାୟକ ମହା ପ୍ରବଂନ୍ଧକ ସରୋଜ କୁମାର ଜେନା ଯୋଗଦେଇଥିବା
Read More...

ମେଧାବୃତ୍ତି ପାଇଲେ କୃତି ଛାତ୍ରୀ

ବରଗଡ, ( ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ ପତ୍ର ସଂଖ୍ୟା ୩୦୨/୨୧ ଅନୁସାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ( ଓଡ଼ିଆ ବିଭାଗ ) ବରଗଡ଼ର ତୃତୀୟ ଶ୍ରେଣୀ ଛାତ୍ରୀ ପ୍ରଜ୍ଞାପରମିତା ପାଣିଗ୍ରାହୀ ଶିକ୍ଷା ବର୍ଷ ୨୦୨୦-୨୧ରେ ମେଧାବୃତ୍ତିରେ ଉତ୍ତୀର୍ଣ ହୋଇଛନ୍ତି ।
Read More...

ଶବ ହୋଇ ପଡିରହିଥିବା ଶବବାହକ ଗାଡିର ଜୀବନ ଫେରିଲା

ବରଗଡ଼, (ନିରୋଜ କୁମାର ପାଣୀ) : ଦୀର୍ଘ ଗୋଟେ ମାସ ହେଲା ବରଗଡ଼ ଡାକ୍ତରଖାନାରେ ଥିବା ଏକମାତ୍ର ଶବବାହକ ଗାଡ଼ି ଅଚଳ ହୋଇ ପଡ଼ିରହିଥିଲା । ହେଲେ ଆଜି କଲମ ବଳରେ ସ୍ୱରଉତ୍ତଳନ ହେବା ପରେ ଚେଇଁ ଶୋଇଥିବା ପ୍ରସାଶାନ ଅଧିକାରୀ ତତ୍ପରତା ଦେଖାଇଛନ୍ତି ଓ ଆଜି ଯୁଦ୍ଧକାଳୀନ ଭିତ୍ତିରେ ଶବ ହୋଇ
Read More...