Browsing Tag

bargarh news

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ଓ ସୋହେଲା ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଗତକାଲି ମ୍ୟାଚକୁ ବ୍ଲୁ
Read More...

ଜିଲ୍ଲାରେ ପଞ୍ଚାୟତ ସ୍ତରରେ କୋଭିଡ ଟୀକାକରଣ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାରେ ଆଜି ପଞ୍ଚାୟତ ସ୍ତରୀୟ ବରିଷ୍ଠ ନଗରିକଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଉପାନ୍ତ ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ ଶୁଭାରମ୍ଭ ହୋଇଛି । ଅତିଥି ଭାବେ ଜିଲ୍ଲା ପରିଷଦ
Read More...

କଂଗ୍ରେସ କରିବ ବରଗଡ଼ରେ ଚାଷୀ ସମାବେଶ : ଯୋଗ ଦେବେ ଏଆଇସିସି ସାଧାରଣ ସମ୍ପାଦକ ଚେଲା କୁମାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ କଂଗ୍ରେସ ଦଳ ଏକ ବଡ ଧରଣର ଚାଷୀ ସମାବେଶ ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ଆୟୋଜନ କରିବାକୁ ଯାଉଛି । ଓଡ଼ିଶାରେ ବିଶେଷ କରି ବରଗଡ଼ ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ପ୍ରଦେଶ
Read More...

ନିଷ୍ଠା ପରିବାର ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ନିଷ୍ଠା ପରିବାର ତରଫରୁ ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ ଏବଂ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ନେତୃତ୍‌ତ୍ୱରେ ବରଗଡ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସକାଳ ୧୦ଟାରୁ ରକ୍ତ ପୃଥକୀକରଣ ୟୁନିଟ୍ (BLOOD SEPARATION
Read More...

ଥଣ୍ଡା ପାନୀୟ ପ୍ରକଳ୍ପ ଉଦ୍‌ଘାଟିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଲୁପୁରସିଂହା ପଞ୍ଚାୟତ ଗୌରୀଶଙ୍କର ଆଶ୍ରମ ଠାରେ ପ୍ରତି ଶନିବାର ଓ ମାସର ପ୍ରତେକ ସଂକ୍ରାନ୍ତି ଦିନ ଆଶ୍ରମରେ ପ୍ରବଚକ ମାନେ ଆସି ପ୍ରବଚନ, ଭାଗବତ ଚର୍ଚ୍ଚା ଚାଲିଥାଏ । ଏଥିରେ ଗୌରୀଶଙ୍କର ମିଶ୍ରଙ୍କ ଶିଷ୍ୟ ଓ ବହୁ ବୟସ୍କ ବୃଦ୍ଧ
Read More...

ବରଗଡରେ ରାଜ୍ୟସ୍ତରୀୟ ଆକାଶବାଣୀ ଶ୍ରୋତା ସମ୍ମିଳନୀ : ଦୁର୍ଗମ ଅଞ୍ଚଳର ସାଥୀ ଆକାଶବାଣୀ

ବରଗଡ଼, (ନିରୋଜ କୁମାର ପାଣୀ) : ଯେଉଁ ସ୍ଥାନରେ ଅନ୍ୟ ମାଧ୍ୟମ ପହଂଚି ପାରେ ନାହିଁ, ସେହି ସ୍ଥାନକୁ ଆକାଶବାଣୀ ଅତି ସହଜ ଓ ଶୀଘ୍ର ପହଞ୍ଚି ପାରୁଛି । ଦୁର୍ଗମ ଅଂଚଳର ସାଥୀ ହଉଛି ଆକାଶବାଣୀ । ସମୟ ସହିତ ତାଳ ଦେଇ ଆକାଶବାଣୀ ନିଜ କାର୍ୟ୍ୟକ୍ରମରେ ବି ନୂତନତ୍ୱ ଆପେଣେଇଛି ବୋଲି ଆଜି ଅଗ୍ରଗାମୀ
Read More...

ସ୍ୱଚ୍ଛ ପ୍ରାର୍ଥୀଙ୍କୁ ନେଇ ବରଗଡ଼ ପୋୖର ନିର୍ବାଚନରେ ଲଢ଼ିବ ଆପ୍

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଗକୁ ପୋୖର ଓ ପଂଚୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟିର ଏକ ଜିଲ୍ଳା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ପୋୖର ନିର୍ବାଚନରେ ସ୍ୱଚ୍ଛ ଛବିର ପ୍ରାର୍ଥୀଙ୍କୁ ପାର୍ଟି ଟିକଟ୍‌ ଦେବାକୁ ନିଷ୍ପତି ନେଇଛି । ବରଗଡ଼ର ମୁଖ୍ୟ ସମସ୍ୟା ଯଥା
Read More...

ବରଗଡ଼ ସାଂସଦ‌ଙ୍କ ଜନଶୁଣାଣୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ତାଙ୍କ ସରକାରୀ କାର୍ୟ୍ୟାଳୟ ଠାରେ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆସିଥିବା ଲୋକଙ୍କ ସମାଧାନ ପାଇଁ ଜନଶୁଣାଣୀ କରିଥିଲେ । ବରଗଡ଼ ସଦର ମହକୁମା ଉପ ଜିଲ୍ଲାପାଳଙ୍କ ପରିସରରେ ଥିବା ତାଙ୍କ ସରକାରୀ କାର୍ୟ୍ୟାଳୟରେ ଉକ୍ତ
Read More...

ବଡ଼ ମାଁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ‌ସ୍ୱାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରି ଆତ୍ମ ଜୀବନୀକୁ ନେଇ ନିର୍ମିତ ହେବାକୁ ଥିବା ଚଳଚ୍ଚିତ୍ର ବଡ଼ ମାଁର ସୁଟିଂ କାର୍ୟ୍ୟ ଜିଲ୍ଲାର ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇଛି । ସୁନାମଧନ୍ୟ ଟେଲିଭିଜନ ଓ ଚଳଚ୍ଚିତ୍ର
Read More...

ବିକାଶ ଡିଗ୍ରୀ କଲେଜର ନବନିର୍ମିତ ଏକାଡେମିକ୍‌ ବ୍ଲକ୍‌ ଉଦ୍‌ଘାଟିତ : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ବିକାଶ…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିକାଶ ଗସ୍ତ ସଫଳତାର ସହିତ ସଂପନ୍ନ ହୋଇଛି । ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍‌ ଡି. ମୁରଲୀ କ୍ରିଷ୍ଣା, ମ୍ୟାନେଜିଂ ଡାଇରେକ୍ଟର ଜି. ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଡି.
Read More...