Browsing Tag

bargarh news

ବିଦ୍ୟୁତ ଶୁକ୍ଲକୁ ବିରୋଧ କରି ଭେଡେନ ବ୍ଲକ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରାକ୍ତନ ଅତାବିରା ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଂଜନ ମହାନ‌ନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପ‌ଣ୍ଡା‌ଙ୍କ ନେତୃତ୍ୱରେ
Read More...

ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ତିଆରି କର୍ମଶାଳା ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଭେଡେନ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ତିଆରି କର୍ମଶାଳା ଆଜି ରେମଣ୍ଡା ସରକାରୀ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୀତବାସ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟ
Read More...

ବରଗଡ଼ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଗୁଞ୍ଜନ୯୦.୪ ଏଫ୍‌ଏମ୍‌କୁ ଶ୍ରେଷ୍ଠ ଜାତୀୟ ସମ୍ମାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଞ୍ଚଳିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବରଗଡ଼ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଗୁଞ୍ଜନ୯୦.୪ ଏଫ୍‌ଏମ୍‌କୁ ଶ୍ରେଷ୍ଠ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଆୱାର୍ଡକୁ ଅଷ୍ଟମ ଜାତୀୟ ଗୋଷ୍ଠୀ ବେତର ଆୱାର୍ଡ଼ ୨୦୨୦ପାଇଁ କେନ୍ଦ୍ର
Read More...

କୋଭିଡ ପର୍ୟ୍ୟବେକ୍ଷକଙ୍କ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ଦ୍ୱିତୀୟ ସ°କ୍ରମଣର ଭୟାବହତାକୁ ଦେଖି ରାଜ୍ୟ ସରକାରଙ୍କ ଦ୍ଵାରା ବରଗଡ଼ ଜିଲ୍ଲା ପାଇଁ ନିଯୁକ୍ତ ପର୍ୟ୍ୟବେକ୍ଷକ ସତ୍ୟବ୍ରତ ସାହୁ ଆଜି ଜିଲ୍ଲାଗ୍ରସ୍ତ କରିଥିଲେ । ଏହି ଅବସରରେ ସେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
Read More...

ଓବିସି ସୁରକ୍ଷା ମଞ୍ଚର ପୁନର୍ଗଠନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିନା ଭେଦଭାବରେ ଜନ ସଂଖ୍ୟା ଆଧାରରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ଦେବାକୁ ଦାବୀ ରଖିଛି ଓବିସି ସୁରକ୍ଷା ମଞ୍ଚ । ପ୍ରତ୍ୟେକ କ୍ଷେତ୍ରରେ ଓବିସି ମାନେ ଉପେକ୍ଷିତ ହେଉଥିବାରୁ ଆଗାମୀ ଦିନରେ ଓବିସି ମାନଙ୍କ
Read More...

ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଲେବିଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଲେବିଡିକୁ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପରିଦର୍ଶନ କରିଛନ୍ତି । ମୋ ସ୍କୁଲ କାର୍ୟ୍ୟକ୍ରମର ସଫଳତାକୁ ଅନୁଧ୍ୟାନ କରିବାକୁ ଆସିଥିବା ସାହୁ ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍, ଔଷଧୀୟ, ଫୁଲ ବଗିଚା,
Read More...

ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ‌ସ୍ୱତନ୍ତ୍ର ସମ୍ବର୍ଦ୍ଧନା

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଘେଁସର ଅଭିମନ୍ୟୁ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ଘେଁସ ମାଟିର ବିଭିନ୍ନ ଉନ୍ନତି ଓ ବିଶେଷ ଭାବରେ ଅଭିମନ୍ୟୁ ସାହିତ୍ୟ ସଂସଦକୁ ସହଯୋଗ ନିମନ୍ତେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ‌ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧନା ଦିଆଯାଇଛି । ଏହି
Read More...

ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ଫ୍ରି ବିଜୁଳି ଦିଆଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ନିରୋଜ କୁମାର ପାଣୀ) : ରାଜ୍ୟରେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ଆସନ୍ତା ୭ ଏପ୍ରିଲରୁ ବିଦ୍ୟୁତ ସତ୍ୟାଗ୍ରହ ଆରମ୍ଭ କରିବ । ଗତ ଛଅ ମାସ ମଧ୍ୟରେ ୟୁନିଟ ପିଛା ୫୦ ପଇସା ବୃଦ୍ଧି ହୋଇଛି ଯାହାକୁ ଆପ୍ ପକ୍ଷରୁ ବିରୋଧ କରାଯାଇଛି । ଦିଲ୍ଲୀରେ ୨୦୦ ୟୁନିଟ ବିଜୁଳି
Read More...

ଅନଲାଇନ ମୋଡ଼ରେ ପରୀକ୍ଷା ନକରାଗଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଘେରାଉ କରାଯିବ : ଜିଲ୍ଲା ଛାତ୍ର କଂଗ୍ରେସ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀକୁ ଆଖି ଆଗରେ ରଖି ସମ୍ୱଲପୁର ବିଶ୍ଵବିଦ୍ୟାଳୟର ଭୁଲ ନିଷ୍ପତି ଯୋଗୁଁ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତା.୦୩/୦୪/୨୦୨୧ ଶନିବାର ଦିନ ଅତାବିରା ବୀର୍ ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ କରିବା ସହିତ ଅତାବିରା
Read More...

ଶହୀଦ ରଞ୍ଜନ ଦାଶଙ୍କ ପଞ୍ଚମ ଶହୀଦ ଦିବସ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ମଂଗଳବାର ଦିନ ଖଣ୍ଡହଥା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶହୀଦ ରଞ୍ଜନ ଦାଶଙ୍କ ପଞ୍ଚମ ଶହୀଦ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଲାଲଚାନ୍ଦ ଯାଦବ (ଡ଼ିଆଇଜି ଡ଼ିସି ସିଆର୍‌ପିଏଫ୍‌) ସମ୍ବଲପୁର ଏବଂ ସମ୍ମାନୀତ ଅତିଥି ଭାବରେ
Read More...