Browsing Tag

bargarh news

ସାମ୍ବାଦିକଙ୍କ ମାତୃ ବିୟୋଗ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବାରୁପାଲି ଗ୍ରାମର ବରିଷ୍ଠ ସାମ୍ବାଦିକ ଅସିତ ସ୍ୱାଇଁଙ୍କ ମାତା ଯଜ୍ଞବତୀ ସ୍ୱାଇଁଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଜଣେ ଧର୍ମପ୍ରାଣ
Read More...

ଜୟ କିଷାନ ଆନ୍ଦୋଳନର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ ବାବେବିରାଠାରେ ଜୟ କିଷାନ ଆନ୍ଦୋଳନର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଭଞ୍ଜନ ବାରିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରାରମ୍ଭରେ ଚାଷୀ ନେତା ସ୍ବର୍ଗତ ଲକ୍ଷ୍ମଣ ପ୍ରଧାନଙ୍କ ବିୟୋଗରେ ଶୋକ ବ୍ୟକ୍ତ
Read More...

ଏଟିଏମ୍ ଲୁଟେରା ଗ୍ୟାଙ୍ଗର ୨ ଗିରଫ : ଦୁଇ ଫେରାର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କିଛି ଦିନ ହେବ ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଏବେ ପୋଲିସର ସକ୍ରିୟତା ସାଧାରଣ ଲୋକଙ୍କ ମଧ୍ୟରେ ଆସ୍ୱସ୍ତି ଆଣିଛି । ଗତ ଦିନରେ ଏଟିଏମ୍ ଲୁଟେରା ଗ୍ୟାଙ୍ଗକୁ ନେଇ ଅତିଷ୍ଠ ହୋଇପଡିଥିଲେ ବରଗଡ
Read More...

ଅସହାୟ ପରିବାରରକୁ ଆର୍ଥିକ ସହାୟତା ଯୋଗାଇ ଦେଲେ ବରଗଡ଼ ବିଧାୟକ

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ନୂଆଁଖାଇ ଦିନ ନିଜ ମା'ର ମୃତ ଶରୀରକୁ ଶବ ସତ୍କାର କରିବାକୁ ପୁଅ ଅମଙ୍ଗ ହେବାରୁ ଶେଷରେ ସଂକଲ୍ପ ପରିବାର ଦ୍ୱାରା ତାଙ୍କ ଶେଷକୃତ୍ୟ ସମାପନ କରାଯାଇଥିଲା । ଏପରି ଏକ ଅଭାବନୀୟ ଘଟଣା ସାରା ଓଡ଼ିଶାରେ ଚହଳ ପକାଇ ଦେଇଥିଲା । ସୂଚନା ଅନୁସାରେ ବରଗଡ଼ ୧୧
Read More...

ୟୁରିଆ ସାର ନ ବାଣ୍ଟିବାରୁ ବିଜେପି ଓ ଚାଷୀମାନଙ୍କ ଦ୍ଵାରା ସୁସାଇଟିକୁ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସମବାୟ ସମିତି ୟୁରିଆ ସାର ଆସିବା ଚାରି ଦିନ ହୋଇ ଯାଇଥିଲେ ମଧ୍ୟ ଚାଷୀ ମାନଙ୍କୁ ବଣ୍ଟା ଯାଉନଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଶହ ଶହ ଚାଷୀ ସାର ନ ନେଇ ଫେରି ଯାଉଛନ୍ତି । ସାର ପାଇଁ ଚାଷ କାର୍ଯ୍ୟ ବିଳମ୍ବ ହେଉଛି
Read More...

ପୋଲିସ ହାତରେ ଧରାପଡିଲେ ୪ ଦୁର୍ବୃତ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଦିନକୁ ଦିନ ଚୋରି ଡକାୟତି ଲୁଟ୍‌ ମାର୍‌ ହେଉଥିବା ବେଳେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକ ଠାରେ ଏକ ଛୋଟ ପାନ ଦୋକାନକୁ ୪ ଦୁର୍ବୃତ୍ତ ଲୁଟୁଥିବା ବେଳେ ଅତାବିରା ପୋଲିସ ପହଞ୍ଚି ଧରିବାରେ ସଫଳ ହୋଇଥିଲା । ପ୍ରତେକ ଦିନ ସନ୍ଧ୍ୟା ୮ଟାରେ
Read More...

ବରଗଡ଼ ମହିଳା ସମିତିର ନୂତନ ଗୃହ ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମହିଳା ସମିତିର ନୂତନ ଗୃହକୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ସଭାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ସୁରେଶ୍ଵର
Read More...

କନାପାଲିଠାରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ୟଧାନ) : ବରଗଡ଼ ଜିଲ୍ଲାରେ ରକ୍ତାଭାବ ଦୂର କରିବା ପାଇଁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସୋହେଲା ବ୍ଲକ ଅନ୍ତର୍ଗତ କନାପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ
Read More...

ଜୟ କିଷାନ ପାଠାଗାରର ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକର ଦେବାହାଲ ସ୍ଥିତ ଜୟ କିଷାନ ପାଠାଗାର ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ୪୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବୁର୍ଲାର ଡାକ୍ତର ପଙ୍କଜ କୁମାରଙ୍କ ତତ୍ବାବଧାନରେ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ଏକ
Read More...

‘ଦିଶା’ର ତୃତୀୟ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାର ଆଜି ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପରିଚାଳନା ସମିତି 'ଦିଶା'ର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସରକାରଙ୍କ
Read More...