ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲପାଳଙ୍କ ଦ୍ୱାରସ୍ତ ହେଲେ ନଡ଼ିପଡ଼ା ଗ୍ରାମବାସୀ
ବରଗଡ଼, ( ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗ ନଡ଼ିପଡ଼ାରେ ଦୀର୍ଘବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଥିବା ଏହାର ସମାଧାନ ନିମନ୍ତେ ବୁଧବାର ପଡାର ଶତାଧିକ ମହିଳା ପୁରୁଷ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏହା କୌଣସି!-->…
Read More...
Read More...