Browsing Tag

bargarh news

ବରଗଡ଼ ସାଂସଦଙ୍କ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଇଂରାଜୀ ନବବର୍ଷ ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ବରଗଡ଼ ସହର ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ କରିଥିଲେ । ଏହି ଅବସରରେ ସମ୍ପର୍କ ସ୍ବେଛାସେବୀ ଅନୁଷ୍ଠାନ ବରଗଡ ତରଫରୁ ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ ସ୍ଥିତ ମାତୃଛାୟା ଓ
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ବୀରତା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୧୮୫୭ ମୁକ୍ତିଯୁକ୍ତରେ ସମଗ୍ର ଭାରତ ବର୍ଷର ବିଭିନ୍ନ ପ୍ରାନ୍ତ ଓ ଅଞ୍ଚଳରେ ବହୁ ଖ୍ୟାତ ଅଖ୍ୟାତ ବିପ୍ଳବୀ ଅଂଶଗ୍ରହଣ କରି ସହିଦ୍ ହୋଇଥିଲେ । ଏଭଳି ଅଦ୍ୱିତୀୟ ଦେଶ ଭକ୍ତ ଓ ସଂଗ୍ରାମୀ ହେଉଛନ୍ତି ଘେଁସ ଜମିଦାର ପରିବାର । ତତ୍କାଳୀନ ସମ୍ବଲପୁର ପ୍ରଶାସନର
Read More...

ୟେସ ଫାଉଣ୍ଡେସନ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରଡୋଲ ଓ ବିଜେପୁର ମଧ୍ୟପଡା କଲ୍ୟାଣ ମଧ୍ୟପଡା କଲ୍ୟାଣ ମଣ୍ଡପଠାରେ ୟେସ୍‌ ଫାଉଣ୍ଡେସନ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଯୁଗଳ କିଶୋର
Read More...

୩୧ ଡିସେମ୍ବର ସହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ସାମିଲ ହେଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସହୀଦ ଓ ସଂଗ୍ରାମୀ ସ୍ମୃତି ସମିତି, ବରଗଡ଼ର ଆହ୍ୱାନ କ୍ରମେ ଅତି ନିରାଡ଼ମ୍ବର ଭାବରେ ପାଳନ କରାଯାଉଥିବା ସହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ସାମିଲ ହୋଇ ଆଜି ନିଜକୁ ଗର୍ବିତ ମନେ କରୁଛି ସଂକଳ୍ପ ପରିବାର ବରଗଡ଼ । ସ୍ୱାଧୀନତା ସଂଗ୍ରାମ ଇତିହାସରେ ଘେସଁ
Read More...

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ପନିପରିବା ଚାଷ ଉଜୁଡିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଓ କୁଆ ପଥର ମାଡ଼ ଯୋଗୁଁ ଜିଲ୍ଲାର ପନିପରିବା ଚାଷ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଛି । ଜିଲ୍ଲାର ବିଶେଷ କରି ଅଣ ଜଳସେଚିତ ଅଞ୍ଚଳରେ ଅଣ ଧାନ ଚାଷ କରି ଚାଷୀ ବେଶ ଲାଭବାନ ହୋଇଥାନ୍ତି । ତେବେ ଗତ ସୋମବାର
Read More...

ଏକବିଂଶ ଶତାଦ୍ଦୀରେ ଲୋକ ପ୍ରଶାସନ ଅଧିକ ସେବାମୁଖୀ ହେବା ଆବଶ୍ୟକ : ଡକ୍ଟର ସୁଜିତ ପୃଷେଠ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପରିୟଲ କଲେଜ ସଭାଗୃହଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଲୋକ ପ୍ରଶାସନ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ଭାରତୀୟ ଲୋକ ପ୍ରଶାସନ ଅନୁଷ୍ଠାନ ନୂଆଦିଲ୍ଳୀର ଡକ୍ଟର ସୁଜିତ ପୃଷେଠ ଯୋଗ ଦେଇ ଏହି ବିଷୟରେ ଆଲୋଚନା କରିଥିଲେ ।
Read More...

ଶିକ୍ଷୟିତ୍ରୀଙ୍କୁ ମିଳିଲା ମଦର୍‌ଟେରେସା ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ପ୍ରକୃତି ବନ୍ଧୁ ରୂପେ ପରିଚିତ ଶ୍ରୀମତୀ ଅନୁସୂୟା ଦେବତାଙ୍କ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ଯୋଗୁଁ ଲକ୍ଷ୍ନୌର ମଦର ଟେରେସା ଫାଉଣ୍ଡେସନ
Read More...

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ଲକ୍ଷାଧିକ ବସ୍ତା ଧାନ ଭିଜିଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ଝଡ଼, କୁଆପଥର ମାଡ ସହ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ମଣ୍ଡିରେ ବିକ୍ରି ପାଇଁ ଖୋଲା ଆକାଶ ତଳେ ଥିବା ଚାଷୀମାନଙ୍କ ଧାନ ବର୍ଷାରେ ଭିଜି ଥିବା ଜଣାପଡିଛି । ବିଶେଷ କରି ଜିଲ୍ଲାର ଅମ୍ବାଭୋନା,
Read More...

ମହିଳା ମହାବିଦ୍ୟାଳୟର ବାର୍ଷିକ ନାଟ୍ୟତ୍ସୋବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମହିଳା ମହାବିଦ୍ୟାଳୟର ବାର୍ଷିକ ନାଟ୍ୟ‌‌‌ ମହୋତ୍ସବ କଲେଜ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା 'ଲରେଲାପା' ଏବଂ 'ଏ ଫୁଲ' ନାଟକ ମଞ୍ଚସ୍ଥ ହୋଇଥିଲା । ପ୍ରଧ୍ୟାପକ ସନ୍ତୋଷ ପଣ୍ଡା ଓ ନକୁଳ ବାଦୀଙ୍କ
Read More...

କୁଷ୍ଠାଶ୍ରମରେ ଖ୍ରୀଷ୍ଟମାସ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଜମୁର୍ଡା କୁଷ୍ଠାଶ୍ରମଠାରେ ରନ୍ ଫର ଖ୍ରୀଷ୍ଟ ପକ୍ଷରୁ ଖ୍ରୀଷ୍ଟମାସ ପାଳିତ ହୋଇଯାଇଛି । ମୁଖ୍ୟ ବକ୍ତା ଭାବେ ବରଗଡ଼ ସ୍ଥିତ ବେଥେସଦା ପ୍ରେୟାର ମିନିଷ୍ଟ୍ରି ଫାଉଣ୍ଡେସନ ଓ ଚ୍ୟାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଆଚାର୍ଯ୍ୟ ଡ଼ଃ
Read More...