Browsing Tag

bargarh news

ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥର ଅନ୍ତେବାସୀଙ୍କୁ ସମର୍ଦ୍ଧନା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶାନ୍ତି ତପୋବନ ଆଶ୍ରମଠାରେ ଗତକାଲି ଏକ ସମର୍ଦ୍ଧନା ସଭାର ଆୟୋଜନ କରାଯାଇ ବାନପ୍ରସ୍ଥର ଶ୍ରୀମତୀ ସୁମିତ୍ରା ଶତପଥି, ଯଜ୍ଞସେନୀ ପ୍ରଧାନ, ହିମାଂଶୁ ଶତପଥି ଓ ରାଜକୁମାର ଗୁପ୍ତାଙ୍କୁ ଶରୀର ଦାନ କରିଥିବାରୁ ତାଙ୍କୁ ଅଙ୍ଗବସ୍ତ୍ର, ଫୁଲଚାରା ଓ ଚପଲ ଦେଇ
Read More...

ଷଷ୍ଠ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଘାଟିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ବ୍ଲକ ଅନ୍ତର୍ଗତ ସତଲମା ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ ସମଲେଶ୍ୱରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ସମଲେଶ୍ୱରୀ ଭଲିବଲ୍‌ ସଙ୍ଘର ଆନୁକୂଲ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ପ୍ରତିଯୋଗିତାକୁ ଯୁବନେତା ସୁମିତ ସାହୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ
Read More...

ବେହେରାଠାରେ ବୁଣାକାର ବଜାର ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରାଠାରେ ବାଏଲଯୁରୀ ବଜାରର ବୁଣାକାର ମାନଙ୍କ ପାଇଁ ସ୍ୱତନ୍ତ୍ର ବଜାରର ନବ ନିର୍ମାଣ କୋଠା ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ
Read More...

ଆସନ୍ତା ୧୦ ତାରିଖରୁ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ କେନ୍ଦ୍ର

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୧୦ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏକ ଘନୀଭୂତ ପଶ୍ଚିମା ଝଡ଼ ଆଜିଠାରୁ ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ରାଜସ୍ଥାନ ତଥା ତାର ପାର୍ଶ୍ୱବର୍ତ୍ତୀ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ସଂରକ୍ଷଣ ତାଲିକା ଜିଲ୍ଲାପାଳଙ୍କ ଦ୍ଵାରା ପ୍ରକାଶିତ ହୋଇଛି । ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ ଅନ୍ତର୍ଗତ ୨୫୩ଟି ଗ୍ରାମ ପଞ୍ଚାୟତ ସକାଶେ ଆଜି ସରପଞ୍ଚ, ସମିତି ସଭ୍ୟ ଏବଂ ୱର୍ଡ ସଭ୍ୟ ସଭ୍ୟା ପଦବୀ
Read More...

ବରଗଡ଼ ପୋଲିସର ମାକ୍ସ ଚେକିଙ୍ଗ୍‌

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି ଓ କୋଭିଡ୍‌ ପାଳନ ପାଇଁ ଜିଲ୍ଳା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବିଭିନ୍ନ ଥାନା ଅଞ୍ଚଳରେ ମାକ୍ସ ଚେକିଙ୍ଗ୍‌ ଆରମ୍ଭ ହୋଇଛି । ଏହି କ୍ରମରେ ବରଗଡ଼ ଟାଉନ ଥାନା ଓ ସଦର
Read More...

୧୦୦ ବର୍ଷର ପୁରାତନ କଟାବାହାଲ ୟୁଜି ଏମ୍‌ଇ ସ୍କୁଲକୁ ୫ଟି ରୂପାନ୍ତରିତ ସ୍କୁଲ ଯୋଜନାରେ ସାମିଲ କରିବାକୁ ଦାବୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଦୀର୍ଘ ଦିନ ହେଲା ବହୁ ମେଧାବୀ ଛାତ୍ରଛାତ୍ରୀ ଦେଇ ଆସିଥିବା ବରଗଡ ଜିଲ୍ଲାର ମରୁଡି ପ୍ରପୀଡ଼ିତ ଗାଇସିଲେଟ ବ୍ଲକର କଟାବାହାଲ ୟୁ.ଜି.ଏମ.ଇ ସ୍କୁଲକୁ '୫ଟି' ରୂପାନ୍ତରିତ ସ୍କୁଲ ଯୋଜନାରେ ସାମିଲ କରିବାକୁ ଦାବୀ ହେଉଛି । ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା
Read More...

ଲିଙ୍କ ଟ୍ରେନ୍‌ ପାଇଁ ପୁଣି ଆରମ୍ଭ ହେଲା ବସ୍ ସେବା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଯାତ୍ରୀ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ଭୁବନେଶ୍ୱର ଯାତ୍ରା ପାଇଁ ପ୍ରତିଦିନ ଭୋରରୁ ସିଟି ବସ୍ ସେବା ପୁଣି ଆରମ୍ଭ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଗରୁ ଏହି ସେବା ଉପଲବ୍ଧ ଥିଲା କିନ୍ତୁ କୋଭିଡ୍‌ କଟକଣା
Read More...

ଜଳ ସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟଶେଷ ହେବ ବୋଲି ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ
Read More...

ପୁସ୍ତକ ପଠନ ଏକ ଆନ୍ଦୋଳନ ହେଉ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଶିଶୁଶ୍ରୀ ଭ୍ରାମ୍ୟମାନ ପାଠାଗାର ଓ ଭାରତୀ ଶିଶୁ ସାହିତ୍ୟ ଆନୁକୂଲ୍ୟରେ ସ୍ଥାନୀୟ ରାଣାପ୍ରତାପ ଉଚ୍ଚ ବିଦ୍ୟାଳୟଠାରେ ଡ଼ଃ ରବିନାରାୟଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର
Read More...