Browsing Tag

bargada news

“କଲାଦହନା ସାଂସ୍କୃତିକ ଅନୁଷ୍ଠାନ”ର ନୁଆଁଖାଇ ଭେଟଘାଟ୍

ବରଗଡ : ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଙ୍ଘଠାରେ ବରଗଡ଼, କଟାପାଲି ଗ୍ରାମର "କଲା ଦହନା ସାଂସ୍କୃତିକ ଅନୁଷ୍ଠାନ" ପକ୍ଷରୁ ନୁଆଁଖାଇ ଭେଟଘାଟ୍ ମହୋତ୍ସବ ଏବଂ ରାଜ୍ୟ ସ୍ତରୀୟ ଷଷ୍ଠ ସାରସ୍ୱତ ସମାରୋହ ଅତି ଆଡମ୍ବର ସହକାରେ ପାଳନ ହୋଇଯାଇଛି । ସମ୍ପାଦକ ତଥା ପ୍ରତିଷ୍ଠାତା ଦିନେଶ ଭୋଇଙ୍କ
Read More...

ବରଗଡ଼ର ଉପାନ୍ତ ଅଂଚଳରେ ମିଳୁନି ବିଏସଏନଏଲ ସୁବିଧା : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଓ ଝାରସୁଗୁଡ଼ାର ଉପାନ୍ତ ଅଂଚଳରେ ମିଳୁନି ବିଏସଏନଏଲ ସୁବିଧା । ଏନେଇ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତିି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହି ଦୁଇ ଜିଲ୍ଲାର ଉପାନ୍ତ ଅଂଚଳରେ ନେଟୱର୍କ ସେବାର ଉନ୍ନତି
Read More...

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ

ବରଗଡ, (ମୁନ୍ନା ସାହୁ) : ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ । ମଙ୍ଗଳବାର ଅପରାହ୍ନ ସମୟରେ ହୁତୁହୁତୁ ହୋଇ ବାଇକ ଜଳୁଥିବା ଦେଖି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ ସ୍ଥାନୀୟ ଲୋକେ । ଘଟଣା ଘଟିଛି ବରଗଡ଼ - ଭେଡେନ ରାସ୍ତାର ସାହୁ ଟିକ୍ରା ଛକଠାରେ ।
Read More...

ଚାଷୀ ପଞ୍ଜୀକରଣ ନୂଆନୀତିକୁ ବିରୋଧ : ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ଼ : ଆଗାମୀ ଖରିଫ୍‌ ଧାନ ସଂଗ୍ରହ ପାଇଁ ସରକାରଙ୍କ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି । ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରି ନ ପାରି ପ୍ରାୟ ୯୦ ଭାଗ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହୋଇଛି । ଏପରି ଏକ ପଞ୍ଜୀକରଣ ବ୍ୟବସ୍ଥାକୁ
Read More...

ଛତୁ ପାଇଁ ହତ୍ୟାକାଣ୍ଡ : ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା

ବରଗଡ, (ମୁନ୍ନା ସାହୁ) : ଛତୁ ପାଇଁ ହତ୍ୟାକାଣ୍ଡ । ଦାଦା, ଖୁଡି, ଭଉଣୀକୁ ଟାଙ୍ଗିଆରେ ହାଣିଲା ପୁତୁରା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦାଦାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପଦ୍ମପୁର ଥାନା ଅନ୍ତର୍ଗତ ପଥୁରୀ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ
Read More...

ଗରିବ ଭାଇ ଭଉଣୀଙ୍କୁ ଫିଡ୍‌ର ଶିକ୍ଷା ସହାୟତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଦାତବ୍ୟ ଅନୁଷ୍ଠାନ ଫିଡ (ଫାଉଣ୍ଡେସନ୍ ଫର୍ ଏଜୁକେସନାଲ୍ ଏଣ୍ଡ୍ ଇକୋନୋମିକ୍ ଡେଭେଳପମେଣ୍ଟ୍) ତରଫରୁ ବିଜେପୁର ବ୍ଲକ ଅନ୍ତର୍ଗତ ସୁରୁବାଳି ଗ୍ରାମର କୁମାରୀ ଦୀପିକା ସୁନା ଏବଂ ତାଙ୍କ ଭାଇ ଇପକ ସୁନାଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ
Read More...

ବରଗଡ଼ରେ କଂଗ୍ରେସର ବନ୍ଦ ପାଳନ ସଫଳ

ବରଗଡ, (ମୁନ୍ନା ସାହୁ) : ବରଗଡ଼ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଆଜି ସକାଳ ୬ଟାସମୟରେ ବରଗଡ଼ ଗାନ୍ଧିଛକ, ଭଟଲି ଛକ ହଳଦୀପାଲି ଛକ ସହ ବିଭିନ୍ନ ଏରିଆରେ କଂଗ୍ରେସ କମିଟି ପକ୍ଷରୁ ବନ୍ଦ କରାଯାଇଥିଲା । ଏଫ୍. ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବରଗଡ଼ ଜିଲ୍ଲାର ବିଭିନ୍ନ
Read More...

ସୌମ୍ୟାଶ୍ରୀ ଓ ସୀମନ୍ତିକାଙ୍କୁ ବରଗଡ଼ ମହିଳା ସମିତିର ଶ୍ରଦ୍ଧାଞ୍ଜଳି

ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି ବରଗଡ଼, (ନିରୋଜ କୁମାର ପାଣୀ) : ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଏକ ହତ୍ୟା ପର୍ଯ୍ୟାୟ ଜଘନ୍ୟ ଘଟଣା ଏବଂ ହାଇକୋର୍ଟର ସିଟିଂ ଜର୍ଜଙ୍କ ଦ୍ଵାରା ବିଚାର ବିଭାଗୀୟ
Read More...

ଖଗେଶ୍ୱର ସାହିତ୍ୟ କଳା ପରିଷଦର ବୈଠକ

୨୫ରେ ବ୍ଲକ ସ୍ତରୀୟ ଗଙ୍ଗାଧର ପ୍ରତିଯୋଗିତା ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ଆୟୋଜିତ ବ୍ଲକସ୍ତରୀୟ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ବନ୍ୟା ପିଡିତାଙ୍କୁ ଜରୁରୀ ସହାୟତା ପାଇଁ ମହିଳା ସମିତି ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ

ବରଗଡ଼, (ନିରୋଜ କୁମାର ପାଣୀ) : ମୌସୁମୀ ଜନିତ ଲଗାଣ ବର୍ଷା କାରଣରୁ ଜୀରାନଦୀ ବନ୍ୟାଜଳ ଦ୍ୱାରା ପ୍ରଭାବିତ ପରିବାରଙ୍କୁ ତୁରନ୍ତ ଆବଶ୍ୟକ ଜରୁରୀ ସହାୟତା ପ୍ରଦାନ କରାଯିବାକୁ ବରଗଡ଼ ମହିଳା ସମିତି ଜିଲ୍ଲା ପ୍ରଶାସନକୁ ଅନୁରୋଧ ଜଣାଇଛି । ସମିତିର ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କ
Read More...