Browsing Tag

baranga news

ପୁଣିଥରେ ମା’ ହେଲା ଧଳା ବାଘୁଣୀ ରୂପା

ବାରଙ୍ଗ : ପୁଣିଥରେ ମା' ହେଲା ଧଳା ବାଘୁଣୀ ରୂପା । ନନ୍ଦନକାନନକୁ ନୂଆ ସଦସ୍ୟର ଆଗମନ ହୋଇଛି । ରୂପା ତା'ର ଦ୍ୱିତୀୟ ଗର୍ଭସ୍ଥ ସନ୍ତାନକୁ ଜନ୍ମ ଦେଇଛି । ଜନ୍ମିତ ଶାବକ ସୁସ୍ଥ ଥିବାର ଜଣାପଡିଥିବା ବେଳେ ଗୋଟିଏ ଧଳା ଓ ଦୁଇଟି ସାଧାରଣ ବାଘ ଶାବକ ବୋଲି ଅନୁମାନ କରାଯାଉଛି । ତେବେ ନବଜାତକକୁ
Read More...

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୩ତମ ପ୍ରତିଷ୍ଠା ଦିବସ

ବାରଙ୍ଗ : ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୩ତମ ପ୍ରତିଷ୍ଠା ଦିବସ । ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ । ବିଗତ ୬୨ବର୍ଷରେ ପ୍ରାଣୀ ଉଦ୍ୟାନରେ ବହୁ ପରିବର୍ତ୍ତନ ହୋଇଛି । କିଛି ପୁରୁଣା ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ନୂଆ
Read More...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏମୁ ପକ୍ଷୀର ମୃତ୍ୟୁ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ଜୀବଜନ୍ତୁଙ୍କ ଲଗାତାର ମୃତ୍ୟୁ ହେବା ଉଭୟ ପଶୁପକ୍ଷୀ ପ୍ରେମୀ ଓ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ଶନିବାର ଧଳାବାଘୁଣୀ 'ବିଜୟା'ର ମୃତ୍ୟୁ ହୋଇଥିବା ବେଳେ ରବିବାର ୭୩ ନଂ ୱାର୍ଡରେ ରହୁଥିବା ଏକ ଏମୁ ପକ୍ଷୀର ମୃତ୍ୟୁ ହୋଇଥିବା ଜଣାପଡିଛି
Read More...

ନନ୍ଦନକାନନର ଧଳା ବାଘୁଣୀ ବିଜୟାର ମୃତ୍ୟୁ

ବାରଙ୍ଗ : ନନ୍ଦନକାନନର ଧଳା ବାଘୁଣୀ ବିଜୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ଆଖି ବୁଜିଛି । ଅସୁସ୍ଥ ଥିବା ଯୋଗୁଁ ନନ୍ଦନକାନନ ଏବଂ ଓୟୁଏଟିର ସ୍ୱତନ୍ତ୍ର ୪ ଜଣିଆ ଡାକ୍ତରୀ ଦଳ ତା'ର ଚିକିତ୍ସା କରୁଥିଲେ । ହେଲେ ତା'ର ଜୀବନ ବଞ୍ଚାଇବାରେ ସେମାନେ ବିଫଳ
Read More...

ନନ୍ଦନକାନନରେ ଆନାକୋଣ୍ଡା ଶାବକ ଜନ୍ମ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୪୫(ଝ) ଖୁଆଡ଼ରେ ରହୁଥିବା ୫ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡା ବୁଧବାର ସକାଳୁ ଏକ ଶାବକ ଜନ୍ମ ଦେଇଛି । ଦୀର୍ଘ ୩ ବର୍ଷ ପରେ ଆନାକୋଣ୍ଡା ଶାବକ ଜନ୍ମ ଦେବା ଘଟଣାରେ ନନ୍ଦନକାନନ କର୍ତ୍ତୃପକ୍ଷ ବେଶ୍‌ ଉତ୍ସାହିତ ହୋଇଛନ୍ତି । ପ୍ରାଣୀ ଉଦ୍ୟାନରେ
Read More...

ବନ ବିଭାଗ ପକ୍ଷରୁ ୧୨ ଫୁଟିଆ ଥଣ୍ଟିଆ କୁମ୍ଭୀର ଉଦ୍ଧାର

ବାରଙ୍ଗ : ହଂସପାଳ-ପୁରୀ ମୁଖ୍ୟ କେନାଲରେ ଆତଙ୍କ କରୁଥିବା ଏକ ୧୨ ଫୁଟର ଥଣ୍ଟିଆ କୁମ୍ଭୀରକୁ ବନ ବିଭାଗ ଜାଲରେ ପକାଇ ଉଦ୍ଧାର କରିଥିବା ଜଣାପଡ଼ିଛି । ଗତ ମାସରେ ନନ୍ଦନକାନନରୁ ତିନୋଟି ଥଣ୍ଟିଆ କୁମ୍ଭୀର ଦେହରେ ରେଡିଓ ଟ୍ରାନ୍ସମିଟର ଲଗାଇ ସାତକୋଷିଆରେ ଛଡାଯାଇଥିବା ବେଳେ ସେଥି ମଧ୍ୟରୁ
Read More...

ନନ୍ଦନକାନନକୁ ଆସିବ ଗଣ୍ଡା, ଧଳାବାଘ ଓ ଓଟପକ୍ଷୀ

ବାରଙ୍ଗ : ଦୀର୍ଘ ୫ ବର୍ଷ ପରେ ନନ୍ଦନକାନନ କତ୍ତୃପକ୍ଷ ଏଠାକୁ ଗଣ୍ଡା ଆଣିବା ପାଇଁ ଯାଉଥିବା ଖବର ମିଳିଛି । ଏଥିପାଇଁ ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କ ସହିତ କଥାବାର୍ତ୍ତା ଆରମ୍ଭ ହୋଇଥିବା ଜଣାପଡିଛି । ଏଠାରୁ ଅଦଳବଦଳ ପ୍ରକ୍ରିୟାରେ ବିଭିନ୍ନ ଜୀବଜନ୍ତୁ ଅଣାଯିବ ବୋଲି ସୂଚନା
Read More...