Browsing Tag

baranga news

ଡମଣା ଛକରେ ଅଟୋକୁ ପିଟିଲା କାର୍‌

ବାରଙ୍ଗ : ଭୁବନେଶ୍ୱର ଡମଣା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଭୁବନେଶ୍ୱର ଡମଣା ଛକରେ
Read More...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା : ଦୁଇ ମୃତ

ବାରଙ୍ଗ : ଦୁଇ ରେସିଂ ବାଇକ୍‌ ମୁହାମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା
Read More...

ନନ୍ଦନକାନନରେ ନୂଆ ଅତିଥି

ବାରଙ୍ଗ : ନନ୍ଦନାକନନ ପ୍ରାଣୀ ଉଦ୍ୟାନ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ପ୍ରଥମ କରି ନନ୍ଦନକାନନକୁ ଆସିଲେ ନୂଆ ପ୍ରଜାତିର ଜନ୍ତୁ । ୱାଲାବି ପ୍ରଜାତିର ଗୋଟିଏ ଯୋଡି କଙ୍ଗାରୁ ସହ ଲିଭିଂଷ୍ଟନ୍ ଟୁରାକୋ ପ୍ରଜାତିର ପକ୍ଷୀ ନନ୍ଦନକାନନକୁ ଆସିଛନ୍ତି ।
Read More...

ରାଜଧାନୀରୁ ହେଲା ସିରିଜ୍‌ ଲୁଟ୍‌

ବାରଙ୍ଗ : ରାଜଧାନୀରୁ ପୁଣି ହେଲା ସିରିଜ୍‌ ଲୁଟ୍‌ । ଏଥର ଲୁଟ୍‌ର ଟାର୍ଗେଟ ହେଲା ଆପର୍ଟମେଣ୍ଟ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ । ଖବର ଅନୁଯାୟୀ, ଭୁବନେଶ୍ୱର ସ୍ପେସ୍‌ ଟାଉନ୍‌ ଆପାର୍ଟମେଣ୍ଟର ୫ଟି ବ୍ଲକରୁ ହୋଇଛି ଲୁଟ୍‌ । ତାଲା ଏବଂ କବାଟ ଭାଙ୍ଗି ଲୁଟେରା ଲୁଟି ନେଲେ ୫୦ ଲକ୍ଷରୁ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଜଣେ ମୃତ, ଏକାଧିକ ଆହତ

ବାରଙ୍ଗ : ରାଜଧାନୀରେ ପୁଣି ସଡକ ଦୁର୍ଘଟଣା । ଡିଭାଇଡର୍‌ ଭାଙ୍ଗି ବସ୍‌କୁ ଧକ୍କା ଦେଲା କାର୍‌ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌
Read More...

ନନ୍ଦନକାନନରେ ୧୪ତମ ବ୍ୟାଘ୍ର ଦିବସ ପାଳନ ଅବସରରେ ଅନ୍‌ଲାଇନ୍ ହେବ କୁଇଜ ପ୍ରତିଯୋଗିତା

ବାରଙ୍ଗ : ଜୁଲାଇ ୨୯କୁ ବିଶ୍ୱ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି । ଚଳିତବର୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଶନିବାର ୧୪ତମ ବ୍ୟାଘ୍ର ଦିବସ ପାଳନ କରାଯିବ । ଏହି ଅବସରରେ ସ୍କୁଲ ପିଲା ଓ ପର୍ଯ୍ୟଟକଙ୍କୁ ନେଇ ‘କାନନ’ ଖୁଆଡ ସମୁଖରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ବାଘମାନଙ୍କ
Read More...

୩୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ବାରଙ୍ଗ : ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ପୁଲିସ୍ । ୩୦ କିଲୋ ଗଞ୍ଜେଇ ଜବତ । ଜଣେ ମହିଳା ଯୋଗାଣକାରୀଙ୍କ ସହିତ ଖୁଚୁରା ବେପାରୀ ଓ ଖାଉଟି ଗିରଫ । ମୈତ୍ରୀ ବିହାର ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜବତ ଗଞ୍ଜେଇ ଓ ଗିରଫ ହୋଇଥିବା ମହିଳା
Read More...

ସିମେଣ୍ଟ ବୋଝେଇ ଟ୍ରକକୁ ପିଟିଲା ହାଇୱା, ମଝି ରାସ୍ତାରେ ଜଳିଗଲା ଗାଡ଼ି

ବାରଙ୍ଗ : ସିମେଣ୍ଟ ବୋଝେଇ ଟ୍ରକକୁ ପିଟିଲା ହାଇୱା । ଦୁର୍ଘଟଣା ପରେ ହାଇୱାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ହାଇୱା ପଟିଆରୁ ନନ୍ଦନକାନନ ଯିବା ମଝିରେ
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରଙ୍ଗ : ଡମଣା ହାଇସ୍କୁଲ ପାଖରେ ଥିବା ଏକ ଆପାର୍ଟମେଣ୍ଟ ନିକଟରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ସେ ଜଣେ ଶ୍ରମିକ ବୋଲି ଜଣାପଡ଼ିଛି । ପୋଲିସର କହିବାନୁଯାୟୀ ମହିଳା ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ
Read More...

ନନ୍ଦନକାନନରେ ମା’ ହେଲା ଧୂସର ଗଧିଆ : ୫ଟି ଶାବକ ଜନ୍ମ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିହାସର ପ୍ରଥମ ଥର ପାଇଁ ଗଧିଆ ଶାବକ ଜନ୍ମ ହୋଇଛି । ପ୍ରାଣୀ ଉଦ୍ୟାନର ୨୭ (ଖ) ଖୁଆଡ଼ରେ ରହୁଥିବା ଏକ ମାଈ ଗଧିଆ ଶାବକ ଜନ୍ମ ଦେଇଛି । ଗଧିଆଟି ୫ଟି ଶାବକ ପ୍ରସବ କରିଥିବା ବେଳେ ଆହୁରି ଅଧିକ ଜନ୍ମ ଦେବ ବୋଲି କର୍ତ୍ତୃପକ୍ଷ ଆଶା କରିଛନ୍ତି । ତେବେ
Read More...